ଆଜି ହାଜି ଅଲୀରେ ପ୍ରବେଶ କରିବେ ତୃପ୍ତି ଦେଶାଇ

ମୁମ୍ୱାଇ: ମହାରାଷ୍ଟ୍ରର ଶିଙ୍ଗଣାପୁର ଶନି ମନ୍ଦିରରେ ମହିଳାଙ୍କୁ ପ୍ରବେଶ କରିବାରେ ସଫଳ ହେବା ପରେ ତୃପ୍ତି ଦେଶାଇ ଏବେ  ମୁମ୍ୱାଇର ହାଜି ଅଲୀ ଦରଗାହରେ ମହିଳାଙ୍କ ପ୍ରବେଶ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ମହିଳାଙ୍କୁ ନିଜର ହକ୍‌ ଦେବା ପାଇଁ ତୃପ୍ତି ଆଜି ହାଜି ଅଲୀ ଦରଗାହ ଯିବାର କାର୍ଯ୍ୟକ୍ରମ ରହିଛି।  ତୃପ୍ତିଙ୍କ ଏହି ନିଷ୍ପତ୍ତିକୁ ଏମ୍‌ଆଇଏମ୍ ଓ ଅନେକ ଧାର୍ମିକ ସଙ୍ଗଠନମାନ ବିରୋଧ କରିଛନ୍ତି।  କୌଣସି ଅଘଟଣ ଘଟିବାର ଆଶଙ୍କା କରି ପୋଲିସ୍ ଦରଗାହର ଚାରିପାଖରେ […]

Trupti-Desai

Trupti-Desai

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 10:35 AM IST

Trupti-Desaiମୁମ୍ୱାଇ: ମହାରାଷ୍ଟ୍ରର ଶିଙ୍ଗଣାପୁର ଶନି ମନ୍ଦିରରେ ମହିଳାଙ୍କୁ ପ୍ରବେଶ କରିବାରେ ସଫଳ ହେବା ପରେ ତୃପ୍ତି ଦେଶାଇ ଏବେ  ମୁମ୍ୱାଇର ହାଜି ଅଲୀ ଦରଗାହରେ ମହିଳାଙ୍କ ପ୍ରବେଶ କରିବା ପାଇଁ ଚେଷ୍ଟା ଚଳାଇଛନ୍ତି। ମହିଳାଙ୍କୁ ନିଜର ହକ୍‌ ଦେବା ପାଇଁ ତୃପ୍ତି ଆଜି ହାଜି ଅଲୀ ଦରଗାହ ଯିବାର କାର୍ଯ୍ୟକ୍ରମ ରହିଛି।  ତୃପ୍ତିଙ୍କ ଏହି ନିଷ୍ପତ୍ତିକୁ ଏମ୍‌ଆଇଏମ୍ ଓ ଅନେକ ଧାର୍ମିକ ସଙ୍ଗଠନମାନ ବିରୋଧ କରିଛନ୍ତି।  କୌଣସି ଅଘଟଣ ଘଟିବାର ଆଶଙ୍କା କରି ପୋଲିସ୍ ଦରଗାହର ଚାରିପାଖରେ ବ୍ୟାରିକେଡ୍ କରିଛି।

ଅନ୍ୟପକ୍ଷରେ ବହୁଜନ ସମାଜବାଦୀ ପାର୍ଟିର ସୁପ୍ରିମୋ ମୟାବତୀ ଏହି ଘଟଣା ଧର୍ମ ସମ୍ୱନ୍ଧିତ ହୋଇଥିବାରୁ  ଏ ନେଇ ଧର୍ମଗୁରୁ ନିଷ୍ପତ୍ତି ନେବା ଆବଶ୍ୟକ ବୋଲି କହିଛନ୍ତି। ମାୟାବତୀ କହିଛନ୍ତି,“ ସବୁ ଧର୍ମର ଏକ ସଂସ୍କାର ରହିଛି। ଏଥିରେ ହସ୍ତକ୍ଷେପ କରିବା ଉଚିତ୍ ନୁହେଁ। ଏହି ମାମଲା ଧର୍ମଗୁରୁଙ୍କ ଉପରେ ଛାଡ଼ିଦେବା ଆବଶ୍ୟକ। ମହିଳାଙ୍କୁ ଅଧିକାର ମିଳିବା ଦରକାର , ହେଲେ ଏହା ଠିକ୍ ପଦ୍ଧତିରେ ହେବା ଆବଶ୍ୟକ।”

ଏ ମାମଲାରେ ବଲିଉଡ୍‌ର ତିନି ସୁପରଷ୍ଟାର ସଲମାନ୍ ଓ ଶାହରୁଖ ଓ ଅମୀର ଖାଁ ନିଜର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ତୃପ୍ତି  ଅପିଲ୍ କରିଛନ୍ତି। ତୃପ୍ତି କହିଛନ୍ତି,“ମୋତେ ଲାଗୁଛି ଏହି ମାମଲାରେ ଏହି ତିନି ସୁପରଷ୍ଟାର ନିଜର ମତାମତ ଦେବା ଆବଶ୍ୟକ। ଏହା ସମାଜ ଉପରେ ବଡ଼ ଧରଣର ପ୍ରଭାବ ପକାଇବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story