ଆଜି ପଶ୍ଚିମବଙ୍ଗରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ମତଦାନ

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ  ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର  ଉତ୍ତର ୨୪ ପ୍ରଗଣା, ବିଧାନନଗର ଓ ହାୱଡା ଜିଲ୍ଲାରେ ଆଜି ଭୋଟ୍ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଆଜି ୩୪୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି କୋଟିଏରୁ ଅଧିକ ମତଦାତା।୧୨ ହଜାର ପୁଲିଂ ବୁଥ୍‌ରେ ମତଦାନ ଚାଲିଛି। ଚତୁର୍ଥ ପର୍ଯ୍ୟାୟରେ ଅନେକ ତୁଙ୍ଗ ନେତା ନିର୍ବାଚନ ମଇଦାନରେ ଅଛନ୍ତି। […]

election

election

Rakesh Mallick
  • Published: Monday, 25 April 2016
  • Updated: 25 April 2016, 04:47 AM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ପାଇଁ  ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ ଚାଲିଛି। ରାଜ୍ୟର  ଉତ୍ତର ୨୪ ପ୍ରଗଣା, ବିଧାନନଗର ଓ ହାୱଡା ଜିଲ୍ଲାରେ ଆଜି ଭୋଟ୍ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ଆଜି ୩୪୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରୁଛନ୍ତି କୋଟିଏରୁ ଅଧିକ ମତଦାତା।୧୨ ହଜାର ପୁଲିଂ ବୁଥ୍‌ରେ ମତଦାନ ଚାଲିଛି।

ଚତୁର୍ଥ ପର୍ଯ୍ୟାୟରେ ଅନେକ ତୁଙ୍ଗ ନେତା ନିର୍ବାଚନ ମଇଦାନରେ ଅଛନ୍ତି। ପୂର୍ବତନ ମନ୍ତ୍ରୀ ମଦନ ମିତ୍ର, ଜଗମୋହନ ଡାଲମିୟାଁଙ୍କ ଝିଅ ବୈଶାଳୀ ଓ ଅଭିନେତ୍ରୀ ରୁପା ଗାଙ୍ଗୁଲି ପ୍ରମୁଖ ଆଜି ଭାଗ୍ୟ ପରୀକ୍ଷା କରୁଛନ୍ତି।

ଆଜିର ମତଦାନ ପାଇଁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos