ଆରମ୍ଭ ହେଲା ସଂସଦର ମୌସୁମୀ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀଙ୍କ ପରିଚୟ ଦେଇଥିଲେ। ମଧ୍ୟପ୍ରଦେଶର ସାଂସଦ ଦଲପତ ସିଂ ପରସ୍ତେଙ୍କ ପରଲୋକ ହୋଇଯାଇଥିବାରୁ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖାଯାଇଛି। ସେହିପରି ରାଜ୍ୟସଭାରେ ଆଜି ଗୃହର ଅଧ୍ୟକ୍ଷ ମହମ୍ମଦ ହମୀଦ ଅନ୍‌ସାରୀ ନୂଆ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ। ଅଗଷ୍ଟ ୧୨ ତାରିଖରେ ଶେଷ ହେବ ଏହି ଅଧିବେଶନ। ଏଥିରେ ମୋଟ ୨୦ଟି କାର୍ଯ୍ୟ ଦିବସ ରହିଛି। ଏଥିରେ ଛତିଶଗଡ଼ ଦ୍ୱାରା […]

parlliament

parlliament

Rakesh Mallick
  • Published: Monday, 18 July 2016
  • Updated: 18 July 2016, 12:02 PM IST

Sports

Latest News

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହୋଇଛି। ଲୋକସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ ମନ୍ତ୍ରୀଙ୍କ ପରିଚୟ ଦେଇଥିଲେ। ମଧ୍ୟପ୍ରଦେଶର ସାଂସଦ ଦଲପତ ସିଂ ପରସ୍ତେଙ୍କ ପରଲୋକ ହୋଇଯାଇଥିବାରୁ ଲୋକସଭାକୁ ଆସନ୍ତାକାଲି ପର୍ଯ୍ୟନ୍ତ ମୁଲତବି ରଖାଯାଇଛି।

ସେହିପରି ରାଜ୍ୟସଭାରେ ଆଜି ଗୃହର ଅଧ୍ୟକ୍ଷ ମହମ୍ମଦ ହମୀଦ ଅନ୍‌ସାରୀ ନୂଆ ସଦସ୍ୟମାନଙ୍କୁ ଶପଥ ପାଠ କରାଇଥିଲେ।

ଅଗଷ୍ଟ ୧୨ ତାରିଖରେ ଶେଷ ହେବ ଏହି ଅଧିବେଶନ। ଏଥିରେ ମୋଟ ୨୦ଟି କାର୍ଯ୍ୟ ଦିବସ ରହିଛି।

ଏଥିରେ ଛତିଶଗଡ଼ ଦ୍ୱାରା ମହାନଦୀର ଉପରମୁଣ୍ଡରେ ପ୍ରକଳ୍ପ ନିର୍ମାଣକୁ ମୁଖ୍ୟ ପ୍ରସଙ୍ଗ କରିବ ବିଜେଡି। ଏହାସହ ବିବାଦୀୟ ପୋଲାଭରମ ପ୍ରସଙ୍ଗରେ ମଧ୍ୟ କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଚେଷ୍ଟା କରିବେ ବିଜେଡି ସାଂସଦ। କିଛି ସଂଶୋଧନ ସହିତ ଗୁରୁତ୍ୱପୂର୍ଣ୍ଣ ଜିଏସଟି ବିଲକୁ  ସମର୍ଥନ କରିବ ବୋଲି ବିଜେଡି କହିଛି। ଏହି ଅଧିବେଶନରେ  ଜିଏସଟି ବିଲକୁ ପାରିତ କରାଇବାରେ ସହଯୋଗ କରିବାକୁ ସବୁ ଦଳକୁ ଅନୁରୋଧ କରିଛନ୍ତି ପ୍ରଧାନମନ୍ତ୍ରୀ।

ଅନ୍ୟପକ୍ଷରେ ଅରୁଣାଚଳ ପ୍ରଦେଶ ଓ ଏନ୍‌ଏସ୍‌ଜିରେ ଭାରତ ସ୍ଥାନ ନ ପାଇବାକୁ କଂଗ୍ରେସ କରିପାରେ ପ୍ରସଙ୍ଗ। ଏ ପ୍ରସଙ୍ଗରେ କଂଗ୍ରେସ ମୋଦି ସରକାରଙ୍କୁ ଘେରିବ ବୋଲି କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story