ଆଜମେର ଆସିଥିବା ପାକିସ୍ତାନୀ ତୀର୍ଥଯାତ୍ରୀଙ୍କ ଉପରେ କଟକଣା

ଆଜମେର: ଉର୍ସ ଉତ୍ସବରେ ଯୋଗଦେବା ପାଇଁ ଆଜମେର ଆସିଥିବା ପାକିସ୍ତାନୀ ତୀର୍ଥଯାତ୍ରୀଙ୍କ ପରେ କଟକଣା ଲଗାଯାଇଛି। ଶନିବାର ଭିସା ନିୟମ ଅନୁଯାୟୀ ଜଲ୍ଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଲଗାଯାଇଛି। ସେମାନେ ସମସ୍ତ ଫେବୃଆରୀ ୧୭ ତାରିଖରେ ଆରମ୍ଭ ହୋଇଥିବା ଉର୍ସ ଉତ୍ସବରେ ଯୋଗଦେବେ। ଏହା ଚଳିତ ମାସ ୬ ତାରିଖ ଯାଏ ଚାଲ ରହିବାର ଅଛି। ତେବେ କଟକଣା ନେଇ ସ୍ଥାନୀୟ ଏସ୍‌ପି କୁଅଁର ରାଷ୍ଟ୍ରଦୀପ କହିଛନ୍ତି,“ଏହା ଭିସାରେ ସ୍ପଷ୍ଟ ରହିଛି ଯେ, ତୀର୍ଥଯାତ୍ରୀମାନେ ନିଜ […]

urs

urs

Subrat Kumar Nayak
  • Published: Sunday, 01 March 2020
  • Updated: 01 March 2020, 04:16 PM IST

Sports

Latest News

ଆଜମେର: ଉର୍ସ ଉତ୍ସବରେ ଯୋଗଦେବା ପାଇଁ ଆଜମେର ଆସିଥିବା ପାକିସ୍ତାନୀ ତୀର୍ଥଯାତ୍ରୀଙ୍କ ପରେ କଟକଣା ଲଗାଯାଇଛି। ଶନିବାର ଭିସା ନିୟମ ଅନୁଯାୟୀ ଜଲ୍ଲା ପ୍ରଶାସନ ପକ୍ଷରୁ ଏପରି କଟକଣା ଲଗାଯାଇଛି। ସେମାନେ ସମସ୍ତ ଫେବୃଆରୀ ୧୭ ତାରିଖରେ ଆରମ୍ଭ ହୋଇଥିବା ଉର୍ସ ଉତ୍ସବରେ ଯୋଗଦେବେ। ଏହା ଚଳିତ ମାସ ୬ ତାରିଖ ଯାଏ ଚାଲ ରହିବାର ଅଛି।

ତେବେ କଟକଣା ନେଇ ସ୍ଥାନୀୟ ଏସ୍‌ପି କୁଅଁର ରାଷ୍ଟ୍ରଦୀପ କହିଛନ୍ତି,“ଏହା ଭିସାରେ ସ୍ପଷ୍ଟ ରହିଛି ଯେ, ତୀର୍ଥଯାତ୍ରୀମାନେ ନିଜ ଗସ୍ତ ସମୟରେ ଗୋଷ୍ଠୀରେ ଏକାଠି ଯିବେ। ପ୍ରତିନିଧି ମଣ୍ଡଳୀ ସହ କରାଯାଇଥିବା ଆଲୋଚନା ଅନୁଯାୟୀ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କୁ ଦରଘା ନିଆଯିବ। ଏହା ଫଳରେ ଆମକୁ ସୁରକ୍ଷା ଯୋଗାଇବାକୁ ସୁବିଧା ହେବ।”

ପ୍ରଥମ ଥର ପାଇଁ ଏଳଭି ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ପୂର୍ବରୁ ଯେତେବେଳେ ଇଛା ଯାଇପାରୁଥିଲେ ହେଁ, ବର୍ତ୍ତମାନ ଏକ ନିର୍ଦ୍ଦିଷ୍ଟ ସମୟରେ ସେମାନଙ୍କୁ ଯିବାକୁ ହେବ।

ସେମାନେ ଚଳିତ ଥର ଖାଦିମ୍‌ଙ୍କ କୌଣସି ହୁଜ୍‌ରା ବା ଘରକୁ ଯାଇପାରିବେ ନାହିଁ। ବର୍ତ୍ତମାନ ତୀର୍ଥଯାତ୍ରୀମାନେ ଆଜମେର ଦରଘାଠାରୁ ୧ କିଲୋମିଟର ଦୂରରେ ଅଛନ୍ତି। ସେମାନଙ୍କୁ ସେଣ୍ଟ୍ରାଲ ଗାର୍ଲ୍‌ସ୍‌ ସ୍କୁଲରେ ରଖାଯାଇଛି।

ବିଭିନ୍ନ ଦିନର ଗୁରୁତ୍ୱକୁ ଲକ୍ଷ୍ୟ କରି ପ୍ରତିଦିନ ୬ରୁ ୧୦ ଘଣ୍ଟା ଯାଏ ସମୟ ଦିଆଯାଉଛି। ଟାଇମ୍ସ ଇଣ୍ଡିଆର ଏକ ରିପୋର୍ଟ ଅନୁଯାୟୀ ଶ୍ରଦ୍ଧାଳୁ ଦିନକୁ ପାଞ୍ଚ ଥର ପ୍ରାର୍ଥନା କରିବାରେ ସମସ୍ୟା ହେଉଛି। ମିଳିଥିବା ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ସମୟ ପରେ ସେମାନଙ୍କୁ ବୁଲିବାକୁ ଦିଆଯାଉନି। ସେମାନଙ୍କୁ ଦରଘା ଭିତରେ ବା ଖାଦିମଙ୍କ ଘରେ ଖାଇବାକୁ ମନା କରାଯାଇଛି। ଏହାଫଳରେ ସେମାନେ ଅଲଗା ହୋଇଯିବାର ସମ୍ଭାବନା ରହିଥିବା କୁହାଯାଉଛି। ସେମାନେ ପୁଲିସ୍‌ ସୁରକ୍ଷା ମଧ୍ୟରେ ବୁଲାବୁଲି କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story