ମୋଦିଙ୍କୁ ଅଟକାଇବାକୁ ଏମିତି କରିବାକୁ ବି ଅଖିଳେଶ ପ୍ରସ୍ତୁତ

ଲକ୍ଷ୍ନୌ: ୨୦୧୯ ସାଧାରଣ ନିର୍ବାଚନରେ ଯେମିତି ହେଲେ ନରେନ୍ଦ୍ର ମୋଦିଙ୍କୁ ଅଟକାଇବାକୁ ପଡ଼ିବ। ଏଥିପାଇଁ ଯାହା ବି ଜଳାଞ୍ଜଳି ଦେବାକୁ ପଡ଼ିବ କରାଯିବ। ଏପରି କିଛି ଯୋଜନା କରି ଆଗକୁ ପାଦ ବଢ଼ାଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏହି କାରଣରୁ ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟିକୁ ଅଖିଳେଶ ବଡ଼ ଭାଗୀଦାର ଦଳ ଭାବେ ମାନି ନେବା ସହ ନିଜ ଦଳକୁ ଦ୍ୱିତୀୟ ସ୍ଥାନରେ ରଖିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି। ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ପତିଆ […]

bsp

bsp

Rakesh Mallick
  • Published: Monday, 11 June 2018
  • Updated: 11 June 2018, 11:59 AM IST

Sports

Latest News

ଲକ୍ଷ୍ନୌ: ୨୦୧୯ ସାଧାରଣ ନିର୍ବାଚନରେ ଯେମିତି ହେଲେ ନରେନ୍ଦ୍ର ମୋଦିଙ୍କୁ ଅଟକାଇବାକୁ ପଡ଼ିବ। ଏଥିପାଇଁ ଯାହା ବି ଜଳାଞ୍ଜଳି ଦେବାକୁ ପଡ଼ିବ କରାଯିବ। ଏପରି କିଛି ଯୋଜନା କରି ଆଗକୁ ପାଦ ବଢ଼ାଉଛନ୍ତି ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ। ଏହି କାରଣରୁ ଉତ୍ତର ପ୍ରଦେଶରେ ବହୁଜନ ସମାଜ ପାର୍ଟିକୁ ଅଖିଳେଶ ବଡ଼ ଭାଗୀଦାର ଦଳ ଭାବେ ମାନି ନେବା ସହ ନିଜ ଦଳକୁ ଦ୍ୱିତୀୟ ସ୍ଥାନରେ ରଖିବାକୁ ପ୍ରସ୍ତୁତ ହୋଇଯାଇଛନ୍ତି।

ନିର୍ବାଚନ ପୂର୍ବରୁ ମାୟାବତୀଙ୍କ ପତିଆ ଅଖିଳେଶଙ୍କ ଉପରେ ସ୍ପଷ୍ଟ ବାରି ହେଉଛି। ମୋଦିଙ୍କ ଡର ହେଉ କି ଅନ୍ୟ କିଛି କାରଣ ମାୟାବତୀଙ୍କୁ ବଡ଼ ଭାଗୀଦାର ମାନି ନେଇଛନ୍ତି ଅଖିଳେଶ। ରବିବାର ଦିନ ମୋନପୁରୀରେ ଏକ ସଭାରେ ସେ କହିଛନ୍ତି, “ମେଣ୍ଟ ପାଇଁ ସେ ତ୍ୟାଗ କରିବାକୁ ପ୍ରସ୍ତୁତ ଅଛନ୍ତି। ମେଣ୍ଟ କରିବା ପାଇଁ ୨ରୁ ୪ଟି ଆସନ୍‌ କମ ନେବାକୁ ପଡ଼ିଲେ, ମୁଁ ବୁଝାମଣା କରିବାକୁ ରାଜି ଅଛି।”

କୋରାନା ଲୋକସଭା ଉପନିର୍ବାଚନ ପୂର୍ବରୁ ମାୟାବତୀ ସ୍ପଷ୍ଟ କରିଦେଇଥିଲେ, ନିର୍ବାଚନ ସମୟରେ ତାଙ୍କୁ ସମ୍ମାନଜନକ ଆସନ ନମିଳିଲେ ସେ ଏକାକୀ ନିର୍ବାଚନ ଲଢ଼ିବେ। ଏବେ ଅଖିଳେଶ ତାଙ୍କୁ ବଡ଼ ସହଯୋଗୀ ମାନି ନେଇଛନ୍ତି।  ଏବେ ଦେଖିବାକୁ ବାକି ରହିଲା ଉଭୟଙ୍କ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ କ’ଣ ବୁଝାମଣା ହେଉଛି।

ସୂଚନାଯୋଗ୍ୟ, ୨୦୧୪ ନିର୍ବାଚନରେ ଉତ୍ତରପ୍ରଦେରେ ୮୦ ସାଂସଦୀୟ ଆସନରୁ ୭୩ଟି ବିଜେପି ଜିତି ନେଇଥିଲା। ସମାଜବାଦୀ ପାର୍ଟି ୫ଟି ଆସନରେ ଜିତିଥିବା ବେଳେ କଂଗ୍ରେସକୁ ୨ଟି ମିଳିଥିଲା। ଏହି ନିର୍ବାଚନରେ ମାୟାବତୀଙ୍କ ଦଳ ଖାତା ଖୋଲି ପାରି ନଥିଲା। ସେହିପରି ଗତବର୍ଷ ହୋଇଥିବା ବିଧାନସଭା ନିର୍ବାଚନରେ ଅଖିଳେଶଙ୍କ ଦଳ ମାୟାବତୀଙ୍କଠାରୁ ଅଧିକ ଆସନ ଜିତିଥିଲା। ତେବେ ଫୁଲପୁର-ଗୋରଖପୁର ଉପନିର୍ବାଚନରେ ଉଭୟ ଦଳ ହାତ ମେଳାଇଥିଲେ। ଏଠାରେ ବିଜେପିକୁ ହାରିବାକୁ ପଡ଼ିଥିଲା। ଏହା ପରଠାରୁ ଦୁଇ ଦଳ ମଧ୍ୟରେ ଘନିଷ୍ଠତା ବଢ଼ିଛି। ଏହି କାରଣରୁ ଅଖିଳେଶ ମାୟାବତୀଙ୍କ ସହ ସବୁ ପ୍ରକାର ବୁଝାମଣା କରିବାକୁ ପ୍ରସ୍ତୁତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story