ଭାରତକୁ ଧମକ ଦେଲା ଅଲକାଏଦା: ସେନା ଓ ସରକାର ଉପରେ ହମଲା କରିବାକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଆୟାମାନ ଉଲ ଜବାହାରୀ କଶ୍ମୀର ପ୍ରସଙ୍ଗରେ ଭାରତକୁ ଧମକ ଦେଇଛି। କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦ୍ୱରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ହମ୍‌ଲା ଜାରି ରଖିବା ଦରକାର। ଏଥିସହ ପାକିସ୍ତାନ କେମିତି କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅନୁପ୍ରବେଶ ଜାରି ରଖିଛି, ସେକଥା ମଧ୍ୟ ଜବାହାରୀ ଜାରି କରିଥିବା ଭିଡିଓରେ କହିଛି। ଜବାହାରୀ କହିଛି, “ମୁଁ ଏତିକି କହିବାକୁ ଚାହୁଁଛି ଯେ […]

ew

ew

Hemant Lenka
  • Published: Wednesday, 10 July 2019
  • Updated: 10 July 2019, 04:14 PM IST

Sports

Latest News

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ଅଲକାଏଦାର ମୁଖ୍ୟ ଆୟାମାନ ଉଲ ଜବାହାରୀ କଶ୍ମୀର ପ୍ରସଙ୍ଗରେ ଭାରତକୁ ଧମକ ଦେଇଛି। କଶ୍ମୀରରେ ଥିବା ସଂଗଠନର ସଦସ୍ୟମାନେ ବିନା କୌଣସି ଦ୍ୱନ୍ଦ୍ୱରେ ସୁରକ୍ଷାକର୍ମୀ ଏବଂ ଜମ୍ମୁ-କଶ୍ମୀର ସରକାରଙ୍କ ଉପରେ ହମ୍‌ଲା ଜାରି ରଖିବା ଦରକାର। ଏଥିସହ ପାକିସ୍ତାନ କେମିତି କଶ୍ମୀରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଅନୁପ୍ରବେଶ ଜାରି ରଖିଛି, ସେକଥା ମଧ୍ୟ ଜବାହାରୀ ଜାରି କରିଥିବା ଭିଡିଓରେ କହିଛି।

ଜବାହାରୀ କହିଛି, “ମୁଁ ଏତିକି କହିବାକୁ ଚାହୁଁଛି ଯେ କଶ୍ମୀରରେ ଥିବା ମୁଜାହିଦ୍ଦିନମାନେ ଏବେ ଭାରତୀୟ ସେନା ଓ ସରକାରଙ୍କୁ କେମିତି କ୍ଷତି ପହଞ୍ଚାଇବେ, ତା’ ଉପରେ ଫୋକସ୍‌ କରିବା ଦରକାର। ଏହାଦ୍ୱାରା ଭାରତର ଆର୍ଥିକ ସମ୍ବଳରେ ଘାଟ ହେବ ଏବଂ ଦେଶ ମାନବ ଶକ୍ତି ମଧ୍ୟ ହରାଇବ।”
ଜବାହାରୀ ତା’ର ଭିଡିଓ ମେସେଜ୍‌ରେ କୁଖ୍ୟାତ ଆତଙ୍କୀ ଜାକିର ମୁସା କଥା ଉଠାଇ ନାହିଁ। କିନ୍ତୁ ସେ କଶ୍ମୀର ପ୍ରସଙ୍ଗରେ କହିବା ବେଳେ ଜାକିର ମୁସାର ଫଟୋ ଭିଡିଓରେ ଦେଖିବାକୁ ମିଳିଥିଲା। ଜାକିର ମୁସା ଭାରତରେ ଅଲକାଏଦା ସେଲର ପ୍ରତିଷ୍ଠା କରିଥିଲା। ଏହି ସଂଗଠନର ନାଁ ‘ଅନସାର ଘାଜୱତ –ଉଲ-ହିନ୍ଦ ରହିଥିଲା। ଏବେ ଅଲକାଏଦା ସୁରକ୍ଷାକର୍ମୀଙ୍କ ଉପରେ ହମ୍‌ଲା କରିବାକୁ ଯୋଜନା କରୁଛି।

ଜବାହାରୀ ଆହୁରି କହିଛି, “ପାକିସ୍ତାନ ସେନା ଓ ସରକାର ଆମେରିକାର କଣ୍ଢେଇ ସାଜିଛନ୍ତି। ଏଥିସହ ଆତଙ୍କବାଦୀମାନେ ଯେମିତି ପାକିସ୍ତାନ ହାତରେ ନ ପଡ଼ିବା, ସେକଥା ମଧ୍ୟ ପାକିସ୍ତାନ ସରକାର ବିଭିନ୍ନ ଆତଙ୍କୀ ସଂଗଠନକୁ ଜଣାଇଛନ୍ତି। ସମସ୍ତ ପାକିସ୍ତାନୀ ସେନା ଓ ସରକାର ମୁଜାହିଦ୍ଦିନମାନଙ୍କୁ ନିଜର ରାଜନୀତିକ ଫାଇଦା ପାଇଁ ବ୍ୟବହାର କରୁଛନ୍ତି।”

ଗୋଟିଏ ପଟେ ଭାରତ ସରକାର ଜମ୍ମୁ-କଶ୍ମୀରରେ ଆତଙ୍କବାଦୀର ମୂଳପୋଛ କରିବା ପାଇଁ ଉଦ୍ୟମ ଜାରି ରଖିଛନ୍ତି। ଏଥିସହ ସରକାର ମଧ୍ୟ ଆତଙ୍କବାଦ କାର୍ଯ୍ୟକଳାପକୁ ହ୍ରାସ କରିଛନ୍ତି। ଏଭଳି ସ୍ଥିତିରେ ଆତଙ୍କବାଦୀଙ୍କ ମନୋବଳକୁ ସୁଦୃଢ଼ କରିବା ପାଇଁ ଅଲକାଏଦା ପକ୍ଷରୁ ଏଭଳି ପ୍ରାୟୋଜିତ ଭିଡିଓ ଜାରି କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story