ବିଜୁଳି ମାରିବା ପରେ ତଳେ ପଡ଼ିଗଲେ ୨୭ ବର୍ଷୀୟ ଯୁବକ, ତା’ପରେ…

ଟେକ୍ସାସ (ଆମେରିକା): ଯଦି ଭଗବାନ ଚାହିଁବେ ତାହେଲେ ମଲା ଲୋକ ବି ମଶାଣୀରୁ ଫେରି ଆସିପାରିବ। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ଟେକ୍ସାସ ସହରରେ। ଟେକ୍ସାସର ଷ୍ଟୁଏବନେର ଏୟାର ଲାଇନ୍ ଭେଟେନାରୀ ହସ୍ପଟାଲରେ ନିକଟରେ ଥିବା ଏକ ପାର୍କରେ ଆଲେକଜାଣ୍ଡାର କୋରେସ (୨୭) ନିଜର ତିନି କୁକୁରକୁ ଧରି ବୁଲୁଥିଲେ। ହଠାତ୍ ତାଙ୍କ ଉପରେ ବିଜୁଳି ମାରିବାରୁ ସେ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କ ପାଖରେ ଥିବା ତିନି କୁକୁର ବିଜୁଳି ଶବ୍ଦରେ ଦୌଡ଼ି […]

ALEXANDER(1)

ALEXANDER(1)

Subhransu Sekhar
  • Published: Wednesday, 09 October 2019
  • Updated: 09 October 2019, 04:30 PM IST

Sports

Latest News

ଟେକ୍ସାସ (ଆମେରିକା): ଯଦି ଭଗବାନ ଚାହିଁବେ ତାହେଲେ ମଲା ଲୋକ ବି ମଶାଣୀରୁ ଫେରି ଆସିପାରିବ। ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆମେରିକାର ଟେକ୍ସାସ ସହରରେ। ଟେକ୍ସାସର ଷ୍ଟୁଏବନେର ଏୟାର ଲାଇନ୍ ଭେଟେନାରୀ ହସ୍ପଟାଲରେ ନିକଟରେ ଥିବା ଏକ ପାର୍କରେ ଆଲେକଜାଣ୍ଡାର କୋରେସ (୨୭) ନିଜର ତିନି କୁକୁରକୁ ଧରି ବୁଲୁଥିଲେ। ହଠାତ୍ ତାଙ୍କ ଉପରେ ବିଜୁଳି ମାରିବାରୁ ସେ ତଳେ ପଡ଼ିଯାଇଥିଲେ। ଏହାପରେ ତାଙ୍କ ପାଖରେ ଥିବା ତିନି କୁକୁର ବିଜୁଳି ଶବ୍ଦରେ ଦୌଡ଼ି ପଳାଇଥିଲେ। ଯାହାର ଭିଜୁଆଲ୍ ଷ୍ଟୁଏବନେର ଏୟାର ଲାଇନ୍ ଭେଟେନାରୀର ସିସିଟିଭିରେ କଏଦ୍ ହୋଇଛି।

ଏହାପରେ ଭେଟେନାରୀ ହସ୍ପିଟାଲର ଡାକ୍ତର ବିଲ୍ ଓ୍ୱିଲଶନ୍ ଆସି ଆଲେକଜାଣ୍ଡାରଙ୍କୁ ଉଦ୍ଧାର କରି ଚିକିତ୍ସା କରିଥିଲେ। ବିଲ୍ ଓ୍ୱିଲଶନ ଉଦ୍ଧାର କରିବା ସମୟରେ ଆଲେକଜାଣ୍ଡାରଙ୍କ ହୃଦ ସ୍ପନ୍ଦନ ବନ୍ଦ ରହିଥିଲା ବୋଲି ସେ କହିଛନ୍ତି। ତଥାପି ସେ ଓ ତାଙ୍କ ସହଯୋଗୀ ସମସ୍ତ ଆଶା ରଖି ହସ୍ପିଟାଲର ସିପିଆର ୟୁନିଟକୁ ନେଇଯାଇଥିଲା। ଏହାପରେ ଆଲେକଜାଣ୍ଡାରଙ୍କ ହୃଦ ସ୍ପନ୍ଦନ ସକ୍ରିୟ ହୋଇଥିଲା ବୋଲି ସେ କହିଛନ୍ତି।

ଏହାପରେ ଆଲେକଜାଣ୍ଡାରଙ୍କୁ ଏକ ଆମ୍ୱଲାନ୍ସ ବିମାନ ଯୋଗେ ମେମୋରିଆଲ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ଏବେ ଆଲେକଜାଣ୍ଡରଙ୍କ ଆଖିରେ ଆଘାତ ଲାଗିଥିବା ବେଳେ ଶରୀରର ମାଂସପେଶୀ ହାଡ ଭାଙ୍ଗିଯାଇଥିବା ସୂଚନା ରହିଛି।

ବିଜୁଳି ମାରଥିବା ସ୍ଥାନରେ ଏକ ବଡ଼ ଗର୍ତ୍ତ ହୋଇଥିବା ଦେଖିବାକୁ ମିଳିଥିଲା। ଏମିତିକି ଆଲେକଜାଣ୍ଡାର ପିନ୍ଧିଥିବା ଯୋତା ଓ ମୋଜା ବାହାରି ଯାଇଥିଲା ବୋଲି ଦେଖିବାକୁ ମିଳିଛି। ଆଲେକଜାଣ୍ଡାର ତାଙ୍କ ଜୀବନ ଫେରିପାଇଥିବାରୁ ଖୁସି ବ୍ୟକ୍ତ କରିଛନ୍ତି।

https://www.facebook.com/StuebnerAirlineVet/videos/383703092297486/?t=26

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story