ପ୍ରତି ମାସ ୧୦ ହଜାର ଟଙ୍କା ପାର୍ଟି ଫଣ୍ଡକୁ ଦେବାକୁ କହିଲେ ତେଜସ୍ୱୀ

ପାଟଣା: ପ୍ରତି ମାସ ୧୦ ହଜାର ଟଙ୍କା ପାର୍ଟି ଫଣ୍ଡକୁ ଦେବାକୁ ହେବ। ଆରଜେଡିରୁ ନିର୍ବାଚିତ ହୋଇଥିବା ବିଧାୟକ, ବିଧାନ ପରିଷଦ ସଦସ୍ୟଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ବିଧାୟକ ତେଜସ୍ୱୀ ଯାଦବ। ଏବେ ଆରଜେଡି ପାଖରେ ୭୫ ବିଧାୟକ ଏବଂ ୧୦ ଜଣ ବିଧାନ ପରିଷଦ ସଦସ୍ୟ ରହିଛି। ସେହିପରି ଅନେକ ବିଧାୟକ ଏବଂ ପରିଷଦ ସଦସ୍ୟ ତେଜସ୍ୱୀଙ୍କ କହିବା ଆଗରୁ ଦଳୀୟ ଫଣ୍ଡକୁ ପଇସା ପଠାଉଛନ୍ତି ବୋଲି […]

tejaswi jadav

tejaswi jadav

Subhransu Sekhar
  • Published: Sunday, 20 December 2020
  • Updated: 20 December 2020, 09:17 AM IST

Sports

Latest News

ପାଟଣା: ପ୍ରତି ମାସ ୧୦ ହଜାର ଟଙ୍କା ପାର୍ଟି ଫଣ୍ଡକୁ ଦେବାକୁ ହେବ। ଆରଜେଡିରୁ ନିର୍ବାଚିତ ହୋଇଥିବା ବିଧାୟକ, ବିଧାନ ପରିଷଦ ସଦସ୍ୟଙ୍କୁ ଏପରି ନିର୍ଦ୍ଦେଶ ଦେଇଛନ୍ତି ଦଳର ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତଥା ବିଧାୟକ ତେଜସ୍ୱୀ ଯାଦବ।

ଏବେ ଆରଜେଡି ପାଖରେ ୭୫ ବିଧାୟକ ଏବଂ ୧୦ ଜଣ ବିଧାନ ପରିଷଦ ସଦସ୍ୟ ରହିଛି। ସେହିପରି ଅନେକ ବିଧାୟକ ଏବଂ ପରିଷଦ ସଦସ୍ୟ ତେଜସ୍ୱୀଙ୍କ କହିବା ଆଗରୁ ଦଳୀୟ ଫଣ୍ଡକୁ ପଇସା ପଠାଉଛନ୍ତି ବୋଲି ଜଣାପଡ଼ିଛି।

ପୂର୍ବରୁ ଏହି ଟଙ୍କା ୨୫ ହଜାର ହେବ ବୋଲି ତେଜସ୍ୱୀ ସ୍ଥିର କରିଥିଲେ। ହେଲେ ଅନେକ ନେତା ଅସନ୍ତୋଷ ପ୍ରକାଶ କରିବାରୁ ବାଧ୍ୟ ହୋଇ ୧୦ ହଜାର ଟଙ୍କା ରଖିବାକୁ ତେଜସ୍ୱୀ ନିଷ୍ପତ୍ତି ନେଇଥିବା ସୂଚନା ରହିଛି।ସେହିପରି ପୂର୍ବତନ ନିର୍ବାଚିତ ପ୍ରତିନିଧି ମାନଙ୍କୁ ୪ ହଜାର ଟଙ୍କା ଲେଖାଏଁ ଦେବାକୁ କୁହାଯାଇଛି।

ଏବେ ଏହାକୁ ନେଇ ଜେଡିୟୁ ନେତା ଅଜୟ ଆଲୋକ ଆରଜେଡି ସୁପ୍ରିମୋଙ୍କୁ ଘେରିଛନ୍ତି। ସେ କହିଛନ୍ତି ‘ପ୍ରଥମେ ଟଙ୍କା ଦେଇ ଟିକେଟ୍ ବଣ୍ଟା ହେଲା ଏବେ ବିଜୟୀ ହେବା ପରେ କମିଶନି ମଗାଯାଉଛି। ଯଦି ଥରେ ନିର୍ବାଚିତ ହୋଇ ହାରିଛ ତାହେଲେ ବି ପଇସା ଦିଅ’। ନାଁ ନନେଇ ତେଜସ୍ୱୀଙ୍କୁ ଇଙ୍ଗିତ କରି ସେ କହିଛନ୍ତି, ଲାଲୁଙ୍କୁ ପଛରେ ପକାଇ ଦେଇଛ...। ପରୋକ୍ଷରେ ତେଜସ୍ୱୀଙ୍କୁ କୁବେର ବୋଲି ମଧ୍ୟ ଅଜୟ ଆଲୋକ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story