କେବଳ ମହିଳାଙ୍କୁ ନେଇ ବେଙ୍ଗାଲୁରୁରୁ ମହୀଶୂର ଗଡ଼ିଲା ରାଜ୍ୟ ରାଣୀ ଏକ୍ସପ୍ରେସ୍‌

ବେଙ୍ଗାଲୁରୁ: ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱ ଏହି ଦିନ ମହିଳାଙ୍କ ଅବଦାନ ଏବଂ ସେମାନଙ୍କ ସ୍ୱାତନ୍ତ୍ର୍ୟ ଆଦିର ଉତ୍ସବ ମନାଇବ। ଏହାର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ହିଁ ଆଜି ବା ମାର୍ଚ୍ଚ ୧ରେ ରାଜ୍ୟ ରାଣୀ ଏକ୍ସପ୍ରେସ୍‌ ଗଡ଼ିଛି। ଏଥିରେ ସମସ୍ତ କ୍ରୁ ମହିଳା ଥିବା ଜଣାପଡ଼ିଛି। ନିଜେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏନେଇ ସୂଚନା ଦେବା ସହ ଭିଡିଓ ଶେୟାର କରିଛନ୍ତି। ଏହା ହିଁ ମହିଳା ସଶକ୍ତିକରଣ […]

Train

Train

Subrat Kumar Nayak
  • Published: Sunday, 01 March 2020
  • Updated: 01 March 2020, 09:57 PM IST

Sports

Latest News

ବେଙ୍ଗାଲୁରୁ: ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ। ସାରା ବିଶ୍ୱ ଏହି ଦିନ ମହିଳାଙ୍କ ଅବଦାନ ଏବଂ ସେମାନଙ୍କ ସ୍ୱାତନ୍ତ୍ର୍ୟ ଆଦିର ଉତ୍ସବ ମନାଇବ। ଏହାର ମାତ୍ର ଅଳ୍ପ କିଛି ଦିନ ପୂର୍ବରୁ ହିଁ ଆଜି ବା ମାର୍ଚ୍ଚ ୧ରେ ରାଜ୍ୟ ରାଣୀ ଏକ୍ସପ୍ରେସ୍‌ ଗଡ଼ିଛି। ଏଥିରେ ସମସ୍ତ କ୍ରୁ ମହିଳା ଥିବା ଜଣାପଡ଼ିଛି। ନିଜେ କେନ୍ଦ୍ର ରେଳମନ୍ତ୍ରୀ ପୀୟୂଷ ଗୋଏଲ ଏନେଇ ସୂଚନା ଦେବା ସହ ଭିଡିଓ ଶେୟାର କରିଛନ୍ତି। ଏହା ହିଁ ମହିଳା ସଶକ୍ତିକରଣ ବୋଲି ସମସ୍ତେ ଏବେ ମତ ରଖିଛନ୍ତି।

୪୮ ସେକେଣ୍ଡର ଏହି ଭିଡିଓ ଏଯାଏ ୪୦ ହଜାରରୁ ଊର୍ଦ୍ଧ୍ୱ ଲୋକ ଦର୍ଶକୀୟ ଆଦୃତି ପାଇସାରିଲାଣି। ଏଥିରେ କିଛି ମହିଳା ହିଁ ଟ୍ରେନ୍‌କୁ ପରିଚାଳିତ କରୁଥିବାର ଦୃଶ୍ୟ ରହିଛି।
https://twitter.com/PiyushGoyal/status/1233971516401844225?s=20
କେନ୍ଦ୍ର ରେଳ ମନ୍ତ୍ରୀ ଏହି ଭିଡିଓ ବାବଦରେ ଲେଖିଛନ୍ତି, “ଆଗାମୀ ଅନ୍ତର୍ଜାତୀୟ ମହିଳା ଦିବସର ଉତ୍ସବ ମନାଇବା ସ୍ୱରୂପ କେବଳ ମହିଳା କ୍ରୁ ଆଜି ବେଙ୍ଗାଲୁରୁରୁ ମହୀଶୂର ରାଜ୍ୟ ରାଣୀ ଏକ୍ସପ୍ରେସ ଟ୍ରେନ୍‌ ଚଲାଇଛନ୍ତି। ଦେଖନ୍ତୁ କିଭଳି ରେଲ୍‌ୱେର ମୋଟରଓମ୍ୟାନ୍‌ ବିଶେଷଜ୍ଞଙ୍କ ଭଳି ଟ୍ରେନ୍‌କୁ ବାଟ କଢ଼ାଉଛନ୍ତି।”

ଏହି ଭିଡିଓକୁ ଇଣ୍ଟରନେଟ୍‌ରେ ୧୦ ହଜାର ଲୋକ ଲାଇକ୍‌ କଲେଣି। ୨ ହଜାର ଲୋକ ରିଟ୍ୱିଟ୍‌ କରିଛନ୍ତି। ଆଉ କିଭଳି ମତାମତ ଆସୁଛି ନିଜେ ଦେଖିନିଅନ୍ତୁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story