ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ୨୧ ଜଣ ବିଧାୟକ ଅଯୋଗ୍ୟ ଘୋଷଣା ହୋଇ ପାରନ୍ତି। ଏହି ୨୧ ଜଣ ବିଧାୟକଙ୍କୁ ଗତବର୍ଷ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ସଂସଦୀୟ ସଚିବ ଭାବେ ନିଯୁକ୍ତ କରିଥିଲେ। ଏବେ ଏହି ବିଧାୟକମାନଙ୍କୁ ‘ଅଫିସ୍ ଅଫ୍ ପ୍ରଫିଟ୍’ ମାମଲାରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରେ।
ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ନିକଟରେ ମଧ୍ୟ ଗତବର୍ଷ ଜୁନରେ ଆବେଦନ କରାଯାଇଥିଲା। ନିର୍ବାଚନ ଅଧିକାରୀ ବିଧାୟକମାନଙ୍କୁ ୧୧ ଏପ୍ରିଲ୍ ମଧ୍ୟରେ ଏହା ଉପରେ ଜବାବ୍ ଦେବା ପାଇଁ ସମୟ ଦେଇଥିଲେ।
ତେବେ ବିଧାୟକମାନେ ଉତ୍ତର ଦେବାକୁ ଅଧିକ ୬ରୁ ୮ ସପ୍ତାହ ସମୟ ମାଗିଛନ୍ତି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Politics
କିଏ ହେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ? ମୋଦିଙ୍କ କୋର୍ଟକୁ ବଲ ଫିଙ୍ଗିଲେ ଏକନାଥ ସିନ୍ଦେ
ବିଜେପି ହାଇକମାଣ୍ଡଙ୍କ କଥା ସିନ୍ଦେ ମାନିବେ ବୋଲି କହି ସାରିଥିବାରୁ ଦେବେନ୍ଦ୍ର ଫଡନାଭିସ ମୁଖ୍ୟମନ୍ତ୍ରୀ ହେବା ଏକପ୍ରକାରର ସ୍ପଷ୍ଟ ହୋଇସାରିଛି।
Politics
ହଜମ ହେଉନି ପରାଜୟ, EVM ହଟାଅ ଅଭିଯାନ ଆରମ୍ଭ କରିବେ ବିରୋଧୀ!
ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ବିଜେପି, ଶିବସେନା ଓ ଏନସିପିକୁ ନେଇ ଗଠିତ ମହାୟୁତିର ବିଜୟ ହୋଇଛି। ହେଲେ ଏହାକୁ ଆରମ୍ଭରୁ ହିଁ ବିରୋଧୀ ଏମଭିଏ ବିରୋଧ କରି ଆସୁଛି।
National
ରାପ୍ପର ବାଦଶାହଙ୍କ କ୍ଲବ ଆଗରେ ବିସ୍ଫୋରଣ, ନିଜକୁ ଦାୟୀ କଲା ଏହି ଗ୍ୟାଙ୍ଗଷ୍ଟର
ବିସ୍ଫୋରଣ ପଛର କାରଣ ଜଣପଡ଼ି ନଥିବା ବେଳେ ଏବେ ଏଥିପାଇଁ କାନାଡାରେ ରହିଥିବା କୁଖ୍ୟାତ ଗ୍ୟାଙ୍ଗଷ୍ଟର ଗୋଲ୍ଡୀ ବ୍ରାର ନିଜକୁ ଦାୟୀ କରିଛି।
National
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ଘରେ ଲଗାଇ ଦେଲେ ନିଆଁ, ପାଉଁଶ ହେବା ଯାଏ ଛିଡ଼ା ହୋଇ ରହିଲେ
ପତ୍ନୀଙ୍କ ସହ ପାଟିତୁଣ୍ଡ କରି ସେ ଘରର ଜିନିଷ ଭଙ୍ଗା ରୁଜା କରିବା ସହ ସେଥିରେ ନିଆଁ ଲଗାଇ ଦେଇଛନ୍ତି।
National
ଅଡୁଆରେ ମହାୟୁତି! ଶିବସେନା କହିଲା ଉପମୁଖ୍ୟମନ୍ତ୍ରୀ ପଦ ସ୍ୱୀକାର କରିବେନି ଏକନାଥ
ମହାରାଷ୍ଟ୍ରରେ ମହାୟୁତିର ବଡ଼ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀ ପଦକୁ ନେଇ ଲାଗି ରହିଛି ଛକାପଞ୍ଝା।