ଆମ୍ ଆଦମୀର ୨୧ ବିଧାୟକ ହୋଇପାରନ୍ତି ଅଯୋଗ୍ୟ

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ୨୧ ଜଣ ବିଧାୟକ ଅଯୋଗ୍ୟ ଘୋଷଣା ହୋଇ ପାରନ୍ତି। ଏହି ୨୧ ଜଣ ବିଧାୟକଙ୍କୁ ଗତବର୍ଷ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ସଂସଦୀୟ ସଚିବ ଭାବେ ନିଯୁକ୍ତ କରିଥିଲେ। ଏବେ ଏହି ବିଧାୟକମାନଙ୍କୁ ‘ଅଫିସ୍‌ ଅଫ୍‌ ପ୍ରଫିଟ୍‌’ ମାମଲାରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରେ। ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  ନିକଟରେ ମଧ୍ୟ ଗତବର୍ଷ ଜୁନରେ ଆବେଦନ କରାଯାଇଥିଲା। ନିର୍ବାଚନ ଅଧିକାରୀ ବିଧାୟକମାନଙ୍କୁ ୧୧ […]

arvind kejriwal

arvind kejriwal

Rakesh Mallick
  • Published: Wednesday, 13 April 2016
  • Updated: 13 April 2016, 07:27 AM IST

ନୂଆଦିଲ୍ଲୀ: ଆମ୍‌ ଆଦମୀ ପାର୍ଟିର ୨୧ ଜଣ ବିଧାୟକ ଅଯୋଗ୍ୟ ଘୋଷଣା ହୋଇ ପାରନ୍ତି। ଏହି ୨୧ ଜଣ ବିଧାୟକଙ୍କୁ ଗତବର୍ଷ ମୁଖ୍ୟମନ୍ତ୍ରୀ ଅରବିନ୍ଦ କ୍ରେଜିୱାଲ ସଂସଦୀୟ ସଚିବ ଭାବେ ନିଯୁକ୍ତ କରିଥିଲେ। ଏବେ ଏହି ବିଧାୟକମାନଙ୍କୁ ‘ଅଫିସ୍‌ ଅଫ୍‌ ପ୍ରଫିଟ୍‌’ ମାମଲାରେ ସେମାନଙ୍କୁ ଅଯୋଗ୍ୟ ଘୋଷଣା କରାଯାଇ ପାରେ।

ଏହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା କରିବା ପାଇଁ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ  ନିକଟରେ ମଧ୍ୟ ଗତବର୍ଷ ଜୁନରେ ଆବେଦନ କରାଯାଇଥିଲା। ନିର୍ବାଚନ ଅଧିକାରୀ ବିଧାୟକମାନଙ୍କୁ ୧୧ ଏପ୍ରିଲ୍ ମଧ୍ୟରେ ଏହା ଉପରେ ଜବାବ୍ ଦେବା ପାଇଁ ସମୟ ଦେଇଥିଲେ।

ତେବେ ବିଧାୟକମାନେ ଉତ୍ତର ଦେବାକୁ ଅଧିକ ୬ରୁ ୮ ସପ୍ତାହ ସମୟ ମାଗିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story