ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଶିକ୍ଷା ମିଳିବା ଦରକାର: ଶାହ

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଦିଲ୍ଲୀରେ ଗୁଜବର ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି। ଆଗାମୀ ବର୍ଷ ଦିଲ୍ଲୀରେ ନିର୍ବାଚନ ଥିବାରୁ ସେ ସେହି ଉଦ୍ଦେଶ୍ୟରେ ଏପରି କହିଛନ୍ତି। ଶାହ ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, “ନାଗରିକତା ସଂଶୋଧନ ଆଇନ ବାବଦରେ ସଂସଦରେ ଆଲୋଚନା ହେଲା, କେହି (ବିରୋଧୀ ଦଳ […]

shah

shah

Subrat Kumar Nayak
  • Published: Thursday, 26 December 2019
  • Updated: 26 December 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ନାଗରିକତା ସଂଶୋଧନ ଆଇନକୁ ନେଇ କଂଗ୍ରେସ ଦିଲ୍ଲୀରେ ଗୁଜବର ପ୍ରଚାର କରୁଥିବା ଅଭିଯୋଗ ଆଣିଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ। ସେ କହିଛନ୍ତି, ବର୍ତ୍ତମାନ ଦିଲ୍ଲୀର ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଉଚିତ ଶିକ୍ଷା ଦେବାର ସମୟ ଆସିଛି। ଆଗାମୀ ବର୍ଷ ଦିଲ୍ଲୀରେ ନିର୍ବାଚନ ଥିବାରୁ ସେ ସେହି ଉଦ୍ଦେଶ୍ୟରେ ଏପରି କହିଛନ୍ତି।

ଶାହ ଦିଲ୍ଲୀଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, “ନାଗରିକତା ସଂଶୋଧନ ଆଇନ ବାବଦରେ ସଂସଦରେ ଆଲୋଚନା ହେଲା, କେହି (ବିରୋଧୀ ଦଳ ନେତା) କିଛି କହିଲେନି। ଥରେ ସେମାନେ ସଂସଦରୁ ବାହାରିବା ପରେ ସେମାନେ ଲୋକଙ୍କୁ ମତାଇବା ଆରମ୍ଭ କଲେ।”

ସେ ଆହୁରି ମଧ୍ୟ କହିଥିଲେ, “ମୁଁ କହିବାକୁ ଚାହେଁ ବର୍ତ୍ତମାନ କଂଗ୍ରେସ ନେତୃତ୍ୱାଧୀନ ଟୁକ୍‌ଡ଼େ ଟୁକ୍‌ଡ଼େ ଗ୍ୟାଙ୍ଗକୁ ଦଣ୍ଡିତ କରିବାର ଅଛି। ସେମାନେ ସହରରେ ହୋଇଥିବା ହିଂସା ପାଇଁ ଦାୟୀ। ଦିଲ୍ଲୀର ଲୋକେ ସେମାନଙ୍କୁ ଦଣ୍ଡିତ କରିବାର ଅଛି।”

ଆମ୍‌ ଆଦମୀ ପାର୍ଟି ଏବଂ ଅରବିନ୍ଦ କେଜ୍ରିୱାଲଙ୍କୁ ଟାର୍ଗେଟ୍‌ କରିବାକୁ ଯାଇ ସେ କହିଥିଲେ, “ଅରବିନ୍ଦ କେଜ୍ରିୱାଲ ଗୋଟିଏ ବଙ୍ଗଳା କିମ୍ବା କାର୍‌ ଏବଂ ଅନ୍ୟ ସବୁ ନେବାକୁ ମଧ୍ୟ ମନା କରିଥିଲେ, କିନ୍ତୁ ପରେ ସେସବୁ ନେଲେ। ତାଙ୍କ ସରକାର ୨୦୧୫ ମସିହାରେ ପ୍ରତିଶ୍ରୁତି ଦେଇଥିବା ଜନମଙ୍ଗଳକାରୀ କାମର ୮୦ ପ୍ରତିଶତ ବି କରିନାହାନ୍ତି। ଅନ୍ୟମାନଙ୍କ କାମକୁ ସେ ନିଜର ଦର୍ଶାଇବାରେ ଲାଗିଛନ୍ତି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story