ପୋଲାଭରମ୍ ପ୍ରକଳ୍ପ ବାବଦ ବକେୟା ଟଙ୍କା ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ଚନ୍ଦ୍ରବାବୁ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୋଲାଭରମ୍ ପ୍ରକଳ୍ପ ବାବଦ ବକେୟା ଟଙ୍କା ପାଇଁ କେନ୍ଦ୍ର ସରକାରଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଚିଠି ଲେଖିଛନ୍ତି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ୍ ଗଡ଼କରିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରବାବୁ ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ଅଟକଳ ବାବଦ ବାକି ଥିବା ୩୭୨୨.୦୪ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି। ଏହି ସଂଶୋଧିତ ଖର୍ଚ୍ଚ ଅନୁମୋଦନ ସହ ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ଚନ୍ଦ୍ରବାବୁ ନାଇଡୁ। ପୋଲାଭରମ୍‌କୁ […]

Chandrababu

Chandrababu

Jitendra Garnayak
  • Published: Tuesday, 22 January 2019
  • Updated: 22 January 2019, 07:53 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ପୋଲାଭରମ୍ ପ୍ରକଳ୍ପ ବାବଦ ବକେୟା ଟଙ୍କା ପାଇଁ କେନ୍ଦ୍ର ସରକାରଙ୍କୁ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଚିଠି ଲେଖିଛନ୍ତି। କେନ୍ଦ୍ର ଜଳ ସମ୍ପଦ ମନ୍ତ୍ରୀ ନୀତିନ୍ ଗଡ଼କରିଙ୍କୁ ଲେଖିଥିବା ଚିଠିରେ ଚନ୍ଦ୍ରବାବୁ ପ୍ରକଳ୍ପର ସଂଶୋଧିତ ଖର୍ଚ୍ଚ ଅଟକଳ ବାବଦ ବାକି ଥିବା ୩୭୨୨.୦୪ କୋଟି ଟଙ୍କା ପ୍ରଦାନ କରିବା ପାଇଁ ଦାବି କରିଛନ୍ତି।

ଏହି ସଂଶୋଧିତ ଖର୍ଚ୍ଚ ଅନୁମୋଦନ ସହ ଅର୍ଥରାଶି ତୁରନ୍ତ ପ୍ରଦାନ କରିବା ଲାଗି ଦାବି କରିଛନ୍ତି ଚନ୍ଦ୍ରବାବୁ ନାଇଡୁ।

ପୋଲାଭରମ୍‌କୁ ଜାତୀୟ ପ୍ରକଳ୍ପ ହୋଇଥିବାବେଳେ ଏହା ଆନ୍ଧ୍ରପ୍ରଦେଶର ଜୀବନ ରେଖା। ତେଣୁ ଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଅତିଶୀଘ୍ର ଶେଷ କରିବା ଏବଂ ଅର୍ଥ ପାଇଁ ନିର୍ମାଣ କାର୍ଯ୍ୟରେ ଯେପରି କୌଣସି ବାଧା ନ ଉପୁଜେ ସେଥିପାଇଁ ଏହି ଅର୍ଥର ତୁରନ୍ତ ଆବଶ୍ୟକତା ଥିବା ଚନ୍ଦ୍ରବାବୁ ଚିଠିରେ ଉଲ୍ଲେଖ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story