ଶାହଙ୍କ ଗସ୍ତ ପୂର୍ବରୁ ମମତାଙ୍କୁ ଆଉ ଏକ ଝଟକା

କୋଲକାତା: ଡିସେମ୍ୱର ୧୯ ଓ ୨୦ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ସଭାପତି ଅମିତ ଶାହ। ଏହା ପୂର୍ବରୁ ରାଜ୍ୟର ଶାସକ ଦଳ ଟିଏମସି ନେତା ଓ ବିଧାୟକ ଗୋଟିଏ ପରେ ଗୋଟିଏ ବିଧାୟକ ଦଳ ଛାଡୁଥିବା ଦେଖିବାକୁ ମିଳିଛି। ଗତକାଲି ଦୁଇ ବିଧାୟକ ଇସ୍ତଫା ଦେଇଥିଲେ। ଏବେ ଆଜି ଆଉ ଜଣେ ବାରାକପୋର ବିଧାୟକ ଶିଲଭଦ୍ରା ଦତ୍ତ ଟିଏମସକୁ ବାଏ ବାଏ କହିଛନ୍ତି। ଯାହାକୁ ନେଇ ବଢ଼ିଛି ମମତାଙ୍କ […]

mamata_amit_shah

mamata_amit_shah

Subhransu Sekhar
  • Published: Friday, 18 December 2020
  • Updated: 18 December 2020, 12:49 PM IST

Sports

Latest News

କୋଲକାତା: ଡିସେମ୍ୱର ୧୯ ଓ ୨୦ ଦୁଇ ଦିନିଆ ପଶ୍ଚିମବଙ୍ଗ ଗସ୍ତରେ ଆସୁଛନ୍ତି ଗୃହମନ୍ତ୍ରୀ ତଥା ବିଜେପିର ପୂର୍ବତନ ସଭାପତି ଅମିତ ଶାହ। ଏହା ପୂର୍ବରୁ ରାଜ୍ୟର ଶାସକ ଦଳ ଟିଏମସି ନେତା ଓ ବିଧାୟକ ଗୋଟିଏ ପରେ ଗୋଟିଏ ବିଧାୟକ ଦଳ ଛାଡୁଥିବା ଦେଖିବାକୁ ମିଳିଛି। ଗତକାଲି ଦୁଇ ବିଧାୟକ ଇସ୍ତଫା ଦେଇଥିଲେ। ଏବେ ଆଜି ଆଉ ଜଣେ ବାରାକପୋର ବିଧାୟକ ଶିଲଭଦ୍ରା ଦତ୍ତ ଟିଏମସକୁ ବାଏ ବାଏ କହିଛନ୍ତି। ଯାହାକୁ ନେଇ ବଢ଼ିଛି ମମତାଙ୍କ ଚିନ୍ତା। ତେଣେ ଆଜି ମମତା ଦଳୀୟ ବୈଠକ ଡାକିଛନ୍ତି। ଯଦିଓ ଟେନସେନ ଦଳର ବିପର୍ଯ୍ୟୟ ରହିଛି ହେଲେ ଟିଏମସି କହିଛି ଏହା ସାଧାରଣ ବୈଠକ।

ଆଗକୁ ବିଧାନସଭା ନିର୍ବାଚନ ରହିଛି। ଏହାପୂର୍ବରୁ ବିଜେପି କ୍ଷମତା ଦଖଲ ପାଇଁ ସବୁ ପ୍ରକାର ଗୋଟି ଚଳାଇ ମମତା ସରକାରକୁ ଅସ୍ଥିର କରିବା ଲକ୍ଷ୍ୟରେ ରହିଥିବା ଜଣାପଡ଼ୁଛି। ଜଣେ ପରେ ଜଣେ ମମତାଙ୍କ ବିଶ୍ୱସ୍ତ ଦଳ ଛାଡ଼ୁଥିବା ଦେଖିବାକୁ ମିଳିଛି।

ଦୁଇ ଦିନ ତଳେ ମମତାଙ୍କ ସରକାରରେ ବଡ଼ ଭୂମିକା ଥିବା ଶୁଭେନ୍ଦୁ ଅଧିକାରୀ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ। ଗତମାସରେ କିନ୍ତୁ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଶୁଭେନ୍ଦୁ ବିଧାୟକ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସମର୍ଥନରେ ବାହାରିଛନ୍ତି ପୂର୍ବ ବର୍ଦ୍ଧମାନର ଲୋକସଭାର ସାଂସଦ ସୁନୀଲ ମଣ୍ଡଳ ଏବଂ ଆସାନସୋଲ ନଗରପାଳିକାର ମୁଖ୍ୟ ତଥା ଟିଏମସି ନେତା ଜିତେନ୍ଦ୍ର ତିଓ୍ୱାରୀ। ଦଳ କର୍ମୀଙ୍କ କଥା ଶୁଣୁନଥିବାରୁ ଜଣକ ପରେ ଜଣେ ଇସ୍ତଫା ଦେଉଛନ୍ତି ବୋଲି ଉଭୟ କହିଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗର ଜଙ୍ଗଲ ମନ୍ତ୍ରୀ ରାଜୀବ ବାନାର୍ଜୀ ନିଜ ଦଳର ନେତୃତ୍ୱକୁ ନେଇ ପ୍ରଶ୍ନ ଉଠାଇଛନ୍ତି।

ସୂଚନାଯୋଗ୍ୟ, ଟିଏମସି ଛାଡ଼ୁଥିବା ନେତା ଏବେ ବିଜେପି ମୁହାଁ ହୋଇଛନ୍ତି। ଆସନ୍ତାକାଲି ଶାହଙ୍କ ଗସ୍ତ ଅବସରରେ ଶୁଭେନ୍ଦୁ ବିଜେପିରେ ସାମିଲ୍ ହେବେ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story