ସରକାର-ଚାଷୀ ନିଜ ଜିଦ୍‌ରେ ଅଟଳ, ପୁଣି ଆଲୋଚନା ବିଫଳ

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଜି ଆଉଏକ ବୈଠକ ହୋଇଛି। ତେବେ ଏହି ବୈଠକ ମଧ୍ୟ ବିଫଳ ହୋଇଛି। ଫଳରେ ଆଜି ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିଲାନି। ସରକାର ଓ ଚାଷୀ ନିଜ ନିଜର ଦାବିକୁ ନେଇ ଅଡ଼ି ବସିଛନ୍ତି। ସରକାର ଆଜିର ବୈଠକରେ ସ୍ପଷ୍ଟ କରିଛନ୍ତି ଯେ କୃଷି ଆଇନ ପ୍ରତ୍ୟାହାର ହେବ ନାହିଁ। ଅନ୍ୟପକ୍ଷରେ ଚାଷୀ ନେତା ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ […]

farmer

farmer

Ranjit Kumar Jena
  • Published: Friday, 08 January 2021
  • Updated: 08 January 2021, 06:05 PM IST

Sports

Latest News

ନୂଆଦିଲ୍ଲୀ: କୃଷି ଆଇନକୁ ନେଇ ଚାଷୀ ଓ ସରକାରଙ୍କ ମଧ୍ୟରେ ଆଜି ଆଉଏକ ବୈଠକ ହୋଇଛି। ତେବେ ଏହି ବୈଠକ ମଧ୍ୟ ବିଫଳ ହୋଇଛି। ଫଳରେ ଆଜି ବୈଠକରେ ମଧ୍ୟ କୌଣସି ନିଷ୍କର୍ସ ବାହାରିପାରିଲାନି। ସରକାର ଓ ଚାଷୀ ନିଜ ନିଜର ଦାବିକୁ ନେଇ ଅଡ଼ି ବସିଛନ୍ତି। ସରକାର ଆଜିର ବୈଠକରେ ସ୍ପଷ୍ଟ କରିଛନ୍ତି ଯେ କୃଷି ଆଇନ ପ୍ରତ୍ୟାହାର ହେବ ନାହିଁ। ଅନ୍ୟପକ୍ଷରେ ଚାଷୀ ନେତା ତିନୋଟି ଯାକ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିରେ ଅଟଳ ଅଛନ୍ତି। ଆଜି ବୈଠକରେ କୌଣସି ଫଳାଫଳ ନମିଳିବାରୁ ସରକାର ଓ ଚାଷୀ ନେତାଙ୍କ ମଧ୍ୟରେ ଜାନୁଆରୀ ୧୫ ତାରିଖରେ ପୁଣିଥରେ ବୈଠକ ହେବ।

ଅଷ୍ଟମ ପର୍ଯ୍ୟାୟ ଆଲୋଚନା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ବିକ୍ଷୋଭକାରୀ ଚାଷୀଙ୍କୁ ଜବାବ ଦେଇ କହିଛନ୍ତି ଯେ ନୂଆ କୃଷି ଆଇନ୍ ଋଦ୍ଦ ହେବନି। ଯଦି ଆବଶ୍ୟକ ପଡ଼େ, ତାହେଲେ ଏହି ଆଇନରେ ସଂଶୋଧନ କରାଯାଇପାରିବ। ତୋମାର ତିନି କୃଷି ଆଇନ୍ ବିରୋଧରେ ପ୍ରଦର୍ଶନ କରୁଥିବା ଚାଷୀ ସଂଗଠନ ସହ କଥାବାର୍ତ୍ତା ପୂର୍ବରୁ ବିଜେପିର ବରିଷ୍ଠ ନେତା ତଥା ଗୃହମନ୍ତ୍ରୀ ଅମିତ୍ ଶାହଙ୍କୁ ସାକ୍ଷାତ କରିଥିଲେ।

ଅଷ୍ଟମ ପର୍ଯ୍ୟାୟ ଆଲୋଚନା ପରେ ଭାରତୀୟ ଚାଷୀ ସଂଗଠନର ରାଷ୍ଟ୍ରୀୟ ମୁଖପାତ୍ର ରାକେଶ ଟିକେତ୍ କହିଛନ୍ତି, ତାରିଖ ପରେ ତାରିଖ ଘୁଞ୍ଚି ଚାଲିଛି। ବୈଠକରେ ସମସ୍ତ ଚାଷୀ ନେତା ଗୋଟିଏ ସ୍ବରରେ କୃଷି ଆଇନକୁ ଋଦ୍ଦ କରିବାକୁ ଦାବି କରିଛନ୍ତି। ଆମେ ଚାହୁଁଛୁ ଯେ ବିଲ୍ ପ୍ରତ୍ୟାହାର ହେଉ, ସରକାର ଚାହୁଁଛନ୍ତି ସଂଶୋଧନ ହେଉ। ଯଦି ସରକାର ଆମ କଥା ନଶୁଣିବେ, ତାହେଲେ ଆମେ ମଧ୍ୟ ସେମାନଙ୍କ କଥା ଶୁଣିବୁନି।

ବିଜ୍ଞାନ ଭବନରେ ଆଜି ହୋଇଥିବା ଆଲୋଚନାରେ ତୋମାରଙ୍କ ସହ ରେଲୱେ, ବାଣିଜ୍ୟ ଓ ଖାଦ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ ଓ ପଞ୍ଜାବର ସାଂସଦ ସୋମ ପ୍ରକାଶ ପ୍ରାୟ ୪୦ ଚାଷୀଙ୍କ ସହ ଆଲୋଚନା କରିଥିଲେ। ଏହି ବୈଠକରେ ଚାଷୀଙ୍କ ହାତରେ ଏକ କାଗଜ ସ୍ଲିପ୍ ଥିଲା, ଯେଉଁଥିରେ ଲେଖାଥିଲା 'ଆମେ ମରିବୁ ନହେଲେ ଜିତିବୁ'। ବୈଠକରେ ଚାଷୀ ସିଧାସିଧା କହିଛନ୍ତି ଯେ ଆଇନ୍ ପ୍ରତ୍ୟାହାର ନହେବ ପର୍ଯ୍ୟନ୍ତ ଆନ୍ଦୋଳନ ଶେଷ ହେବ ନାହିଁ।

ଅନ୍ୟପକ୍ଷରେ ଚାଷୀଙ୍କ କହିବା ଅନୁଯାୟୀ, ଯଦି ସରକାର ସେମାନଙ୍କ କଥା ନମାନନ୍ତି, ତାହେଲେ ଜାନୁଆରୀ ୨୬ ତାରିଖରେ ପୁଣିଥରେ ଟ୍ରାକ୍ଟର ରାଲି କରିବେ। ଏହା ପୂର୍ବରୁ ସରକାର ଓ ଚାଷୀଙ୍କ ମଧ୍ୟରେ ସାତଥର ଆଲୋଚନା ହୋଇସାରିଛି। କିନ୍ତୁ ପ୍ରତିଥର ବୈଠକ ବିଫଳ ହୋଇଛି। ତେବେ ଡିସେମ୍ବର ୩୦ ତାରିଖରେ ହୋଇଥିବା ବୈଠକରେ ପରୋଲ ଜଳାଇବା ଏବଂ ବିଦ୍ୟୁତ ସବସିଡିକୁ ନେଇ ଉଭୟ ପକ୍ଷ ମଧ୍ୟରେ ସହମତି ହୋଇଥିଲା। ଶେଷଥର ଲାଗି ଜାନୁଆରୀ ୪ ତାରିଖରେ ହୋଇଥିବା ବୈଠକ ମଧ୍ୟ ବିଫଳ ରହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story