ମହିଳାଙ୍କୁ ମଝି ଆଙ୍ଗୁଳି ଦେଖାଇବା ମହଙ୍ଗା ପଡ଼ିବ

ନୂଆଦିଲ୍ଲୀ: ଏଣିକି କୌଣସି ଝିଅ କିମ୍ୱା ମହିଳାଙ୍କୁ ମଝି ଆଙ୍ଗୁଳି ଦେଖାଇବା ମହଙ୍ଗା ହୋଇପାରେ। ଏମିତିକି ଜେଲ୍ ଦଣ୍ଡ ସାଙ୍ଗକୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିପାରେ। ଦିଲ୍ଲୀର ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ନିକଟରେ କରିଥିବା ଏକ ଶୁଣାଣିରୁ ଏହା ଜଣାପଡ଼ିଛି। ସୂଚନାଯୋଗ୍ୟ, ଜଣେ ଯୁବତୀଙ୍କୁ ତାଙ୍କ ଭିଣୋଇ ବିକୃତ ମୁହଁ କରି ମଝି ଆଙ୍ଗୁଳି ଦେଖାଇଥିଲେ। ଏହାପରେ ମାମଲା ଦିଲ୍ଲୀର ବସୁନ୍ଧରା ଆଜାଦ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପହଞ୍ଚିଥିଲା। କୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରି […]

jail

jail

Subhransu Sekhar
  • Published: Saturday, 21 September 2019
  • Updated: 21 September 2019, 04:19 PM IST

Sports

Latest News

ନୂଆଦିଲ୍ଲୀ: ଏଣିକି କୌଣସି ଝିଅ କିମ୍ୱା ମହିଳାଙ୍କୁ ମଝି ଆଙ୍ଗୁଳି ଦେଖାଇବା ମହଙ୍ଗା ହୋଇପାରେ। ଏମିତିକି ଜେଲ୍ ଦଣ୍ଡ ସାଙ୍ଗକୁ ମୋଟା ଅଙ୍କର ଜୋରିମାନା ଦେବାକୁ ପଡ଼ିପାରେ। ଦିଲ୍ଲୀର ଏକ ମେଟ୍ରୋପଲିଟାନ୍ ମାଜିଷ୍ଟ୍ରେଟ୍ କୋର୍ଟ ନିକଟରେ କରିଥିବା ଏକ ଶୁଣାଣିରୁ ଏହା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଜଣେ ଯୁବତୀଙ୍କୁ ତାଙ୍କ ଭିଣୋଇ ବିକୃତ ମୁହଁ କରି ମଝି ଆଙ୍ଗୁଳି ଦେଖାଇଥିଲେ। ଏହାପରେ ମାମଲା ଦିଲ୍ଲୀର ବସୁନ୍ଧରା ଆଜାଦ୍ ମାଜିଷ୍ଟ୍ରେଟ୍ କୋର୍ଟରେ ପହଞ୍ଚିଥିଲା। କୋର୍ଟ ମାମଲାର ଚୂଡାନ୍ତ ଶୁଣାଣି କରି ସଂପୃକ୍ତ ଯୁବତୀଙ୍କ ଭିଣୋଇକୁ ଜୋରିମାନା ସାଙ୍ଗକୁ ୩ ବର୍ଷ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି।

ଏହି ଘଟଣା ଦୀର୍ଘ ୫ ବର୍ଷ ତଳର। ମହିଳାଙ୍କ ଭିଣୋଇ ଜଣଙ୍କ ପ୍ରଥମେ ତାଙ୍କ ପ୍ରତି ଅଶାଳୀନ କମେଣ୍ଟ କରିଥିଲେ। ଏହାପରେ ଶାରୀରିକ ଆଘାତ ମଧ୍ୟ ଦେଇଥିଲେ। ଏହାପରେ ପୁଲିସ୍ ସଂପୃକ୍ତ ଯୁବକଙ୍କ ବିରୋଧରେ ଆଇପିସିର ଧାରା ୫୦୯ ଏବଂ ୩୨୩ ଲାଗୁ କରିଥିଲେ।

ଏହାପରେ ୨୦୧୫ରେ ଯୁବକ ଜଣଙ୍କ କହିଥିଲେ ତାଙ୍କ ବିରୋଧରେ ଲଗାଯାଇଥିବା ଅଭିଯୋଗ ଭିତ୍ତୀହିନ। ଏହାପରେ ସେ କୋର୍ଟରେ ଏକ ଆବେଦନ କରି ଦର୍ଶାଇଥିଲେ ଯେ ଜମି ବିବାଦକୁ ନେଇ ମହିଳାଙ୍କ ସହ ବିବାଦ ହୋଇଥିଲା। କୌଣସି ଅଶାଳୀନ ଇଙ୍ଗିତ କରିନଥିବା ସ୍ପଷ୍ଟ କରିଥିଲେ ଯୁବକ। ଏହାପରେ ୩ ଜଣ ଯୁବତୀଙ୍କ ଅଭିଯୋଗ ବିରୋଧରେ ପ୍ରମାଣ ଦେଇଥିଲେ।

ଏହାପରେ କୋର୍ଟ ମାମଲାର ବିଚାର କରି ଜାଣିବାକୁ ପାଇଥିଲେ କୌଣସି ଜମି ବିବାଦ ନଥିଲା। ଏହାପରେ ଯୁବତୀଙ୍କ ଅଭିଯୋଗ ବିରୋଧରେ ତିନି ଜଣ କୋର୍ଟରେ ପ୍ରମାଣ ଦେଇଥିଲେ ମଧ୍ୟ ବିଚାରପତି ଯୁବତୀଙ୍କ ସପକ୍ଷରେ ରାୟ ଦେଇଥିଲେ। ଏଥିସହ ଯୁବତୀଙ୍କ ଭିଣୋଇଙ୍କୁ ଦୋଷୀ ବୋଲି ରାୟ ଶୁଣାଇଥିଲେ ବିଚାରପତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story