ସୋମବାରଠୁ ଜମ୍ମୁ କଶ୍ମୀରରେ ପୋଷ୍ଟପେଡ୍ ମୋବାଇଲ୍ ସେବା

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୋମବାର (ଅକ୍ଟୋବର ୧୪) ପାଖରୁ ପୋଷ୍ଟପେଡ୍ ମୋବାଇଲ ସେବା ସକ୍ରିୟ ହେବ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବାର ୬୮ ଦିନ ପରେ ଏହି ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସ୍ଥିତି ସ୍ୱାଭାବିକ ଆଡ଼କୁ ମୁହାଁଉଥିବା ଦେଖି ପ୍ରଶାସନ ମୋବାଇଲ ବ୍ୟବହାର ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି। ଜମ୍ମୁ କଶ୍ମୀର ସରକାରର ମୁଖପାତ୍ର ରୋହିତ କଂସଲ କହିଛନ୍ତି, ଏଯାଏ ୯୦ ପ୍ରତିଶତ ସ୍ଥାନରେ କଟକଣା ପ୍ରତ୍ୟାହାର ହୋଇସାରିଛି। ଧାରା […]

JAMMU KASHMIR SCHOOL

JAMMU KASHMIR SCHOOL

Subhransu Sekhar
  • Published: Saturday, 12 October 2019
  • Updated: 12 October 2019, 01:49 PM IST

Sports

Latest News

ଶ୍ରୀନଗର: ଜମ୍ମୁ କଶ୍ମୀରରେ ସୋମବାର (ଅକ୍ଟୋବର ୧୪) ପାଖରୁ ପୋଷ୍ଟପେଡ୍ ମୋବାଇଲ ସେବା ସକ୍ରିୟ ହେବ। ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦ ହେବାର ୬୮ ଦିନ ପରେ ଏହି ସେବା ପୁଣିଥରେ ଆରମ୍ଭ ହେବାକୁ ଯାଉଛି। ସ୍ଥିତି ସ୍ୱାଭାବିକ ଆଡ଼କୁ ମୁହାଁଉଥିବା ଦେଖି ପ୍ରଶାସନ ମୋବାଇଲ ବ୍ୟବହାର ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ହଟାଇବାକୁ ଯାଉଛନ୍ତି।

ଜମ୍ମୁ କଶ୍ମୀର ସରକାରର ମୁଖପାତ୍ର ରୋହିତ କଂସଲ କହିଛନ୍ତି, ଏଯାଏ ୯୦ ପ୍ରତିଶତ ସ୍ଥାନରେ କଟକଣା ପ୍ରତ୍ୟାହାର ହୋଇସାରିଛି। ଧାରା ୩୭୦ ଉଚ୍ଛେଦ ହେବାପରେ ହିଂସା ସମ୍ଭାବନାକୁ ଦେଖି କଟକଣା ଲଗାଯାଇଥିଲା। ଏବେ ସୋମବାର ୧୨ଟା ପରେ ପୋଷ୍ଟପେଡ୍ ମୋବାଇଲ ସେବା ସକ୍ରିୟ ହେବ। ପରେ ପରେ ପ୍ରିପେଡ୍ ମୋବାଇଲ ସେବା ସକ୍ରିୟ ହେବ ବୋଲି ସେ କହିଛନ୍ତି।

ଜମ୍ମୁ କଶ୍ମୀରରେ ୬୬ ଲକ୍ଷ ମୋବାଇଲ ଉପଭୋକ୍ତା ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୦ ଲକ୍ଷ ଉପଭୋକ୍ତା ପୋଷ୍ଟପେଡ୍ ମୋବାଇଲ ବ୍ୟବହାର କରୁଛନ୍ତି। ଦୁଇ ଦିନ ପୂର୍ବରୁ ପର୍ଯ୍ୟଟକଙ୍କୁ ଆସିବା ପାଇଁ ଅନୁମତି ଦେଇଛି ପ୍ରଶାସନ। ମୋବାଇଲ୍ ସେବା ବନ୍ଦ ରହିଥିବାରୁ ପର୍ଯ୍ୟଟକ ଆସିବାକୁ ଅନିଚ୍ଛା ପ୍ରକାଶ କରୁଥିଲେ। ତେଣୁ ସମସ୍ତ ସ୍ଥିତିକୁ ଆଖି ଆଗରେ ରଖି ପୋଷ୍ଟପେଡ୍ ମୋବାଇଲ ସେବା ଉପରେ ପ୍ରତିବନ୍ଧକ ହଟାଇବାକୁ ନିଷ୍ପତ୍ତି ନିଆଯାଇଛି।

ପୂର୍ବରୁ ଅଗଷ୍ଟ ୧୭ରେ ରାଜ୍ୟରେ ଲ୍ୟାଣ୍ଡ ଲାଇନ୍ ସେବା ଆଂଶିକ ଭାବରେ ସକ୍ରିୟ କରାଯାଇଥିଲା। ଏହାପରେ ୪ ସେପ୍ଚେମ୍ୱରରେ ୫୦ ହଜାର ଲ୍ୟାଣ୍ଡଲାଇନ୍ ସେବା ସକ୍ରିୟ କରାଯାଇଥିଲା। ପରେ ପରେ ମୋବାଇଲ୍ ଇଣ୍ଟରନେଟ୍ ସେବା ଅଗଷ୍ଟ ଅଧାରୁ ପର୍ଯ୍ୟାୟକ୍ରମେ ସକ୍ରିୟ କରାଯାଇଥିଲା।

ସେହିପରି ରାଜ୍ୟର ବିଭିନ୍ନ ଖବରକାଗଜରେ ପ୍ରଶାସନ ପକ୍ଷରୁ ବିଜ୍ଞାପନ ଦିଆଯାଇଛି। ଯେଉଁଥିରେ ଆତଙ୍କବାଦୀଙ୍କୁ ନଡ଼ରିବା ପାଇଁ କୁହାଯାଇଛି। ଆତଙ୍କବାଦ ପାଇଁ ବେକାରୀ, ହିଂସା, ଗରିବି ବଢ଼ୁଥିବା ପ୍ରଶାସନ ବିଜ୍ଞାପନ ଜରିଆରେ ଲୋକଙ୍କ ପାଇଁ ବାର୍ତ୍ତା ଦେଇଛି ଜମ୍ମୁ କଶ୍ମୀର ସରକାର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story