ଶାନ୍ତି ପାଇଁ ଧାରା ୩୭୦ ଲାଗୁ କରାଯାଉ: ଫାରୁକ୍

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ ହେବା ଦରକାର। ଏହି ଆଇନ୍ ଉଚ୍ଛେଦ ପରେ ଶାନ୍ତି ଫେରିବ, ଆତଙ୍କବାଦୀ ଅନୁପ୍ରବେଶ କମିବ ବୋଲି ସରକାର କହିଥିଲେ। ବର୍ଷେ ପରେ ବି କିନ୍ତୁ ସମାନ ସ୍ଥିତି ଜାରି ରହିଛି। ତେଣୁ ଏହାର ସମାଧାନ ପାଇଁ ଯେଉଁ ସବୁ ଆଇନ୍ ହଟାଇଛନ୍ତି ସରକାର, ସମସ୍ତ ଆଇନ ପୁଣିଥରେ ସରକାର ଲାଗୁ କରିବା ଦରକାର। ଶ୍ରୀନଦର ସାଂସଦ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା ଲୋକସଭାରେ […]

FAROOQ

FAROOQ

Subhransu Sekhar
  • Published: Tuesday, 22 September 2020
  • Updated: 22 September 2020, 09:13 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ କଶ୍ମୀରରେ ପୁଣି ଥରେ ଧାରା ୩୭୦ ଲାଗୁ ହେବା ଦରକାର। ଏହି ଆଇନ୍ ଉଚ୍ଛେଦ ପରେ ଶାନ୍ତି ଫେରିବ, ଆତଙ୍କବାଦୀ ଅନୁପ୍ରବେଶ କମିବ ବୋଲି ସରକାର କହିଥିଲେ। ବର୍ଷେ ପରେ ବି କିନ୍ତୁ ସମାନ ସ୍ଥିତି ଜାରି ରହିଛି। ତେଣୁ ଏହାର ସମାଧାନ ପାଇଁ ଯେଉଁ ସବୁ ଆଇନ୍ ହଟାଇଛନ୍ତି ସରକାର, ସମସ୍ତ ଆଇନ ପୁଣିଥରେ ସରକାର ଲାଗୁ କରିବା ଦରକାର। ଶ୍ରୀନଦର ସାଂସଦ ତଥା ନ୍ୟାଶନାଲ କନଫରେନସର ନେତା ଫାରୁକ ଅବଦୁଲ୍ଲା ଲୋକସଭାରେ ଏଭଳି ମତ ରଖିଛନ୍ତି। ଏଥିସହ ଜମ୍ମୁ କଶ୍ମୀରକୁ ପୂର୍ଣ୍ନ ରାଜ୍ୟର ମାନ୍ୟତା ଦେବା ଦରକାର ବୋଲି ସେ କହିଛନ୍ତି।

ସରକାର ୫ ଅଗଷ୍ଟ ୨୦୧୯ରେ ଜମ୍ମୁ କଶ୍ମୀର ଏବଂ ଲଦାଖରୁ ଧାରା ୩୭୦ ହଟାଇ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ କରିଛନ୍ତି। ସରକାର ହଟାଇବା ବେଳେ ଯାହା କହିଥିଲେ ତାହା ଏଯାବତ ହୋଇନାହିଁ। ତେଣୁ ପୁଣିଥରେ ଧାରା ୩୭୦ ଲାଗୁ କରିବା ଦରକାର ବୋଲି ଯୁକ୍ତି ବାଢ଼ିଛନ୍ତି।

ଏହାକୁ ନେଇ ଶନିବାର ମଧ୍ୟ ଲୋକସଭାରେ ମତ ରଖିଥିଲେ ଫାରୁକ। ଯେତେବଳେ ସାରା ଦେଶ 4ଜି ଇଣ୍ଟରନେଟ୍ ସେବାର ମଜା ନେଉଛି ସେତେବେଳେ ଜମ୍ମୁ କଶ୍ମୀରର ଲୋକେ ବହୁତ୍ କମ୍ ସ୍ପୀଡର ଇଣ୍ଟରନେଟ ବ୍ୟବହାର କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story