ଅରୁଣାଚଳ ପ୍ରଦେଶରେ ଭୂସ୍ଖଳନ, ୧୫ ମୃତ

ଇଟାନଗର: ପ୍ରବଳ ବର୍ଷା ଯୋଗୁଁ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଜିଲ୍ଲାରେ ଆଜି ଭୋରରେ ଏକ ଶ୍ରମିକ ଶିବିର ନିକଟରେ  ଭୂସ୍ଖଳନ ଘଟି ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ବହୁ ଲୋକ ଆହତ ମଧ୍ୟ ହୋଇଛନ୍ତି। ଦୁଇ ତିନି ଜଣ ମାଟି ଅତଡ଼ା ମଧ୍ୟରେ ଫସି ରହିଛନ୍ତି ବୋଲି କୁହାଯାଉଛି। ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି। ଅତିରିକ୍ତ ଡେପୁଟୀ କମିଶନର (ହେଡ୍‌କ୍ୱାର୍ଟର୍ସ) ଲୋଡ୍ ଗାମ୍ବୋ କହିଛନ୍ତି,“ ଏହି ଘଟଣା ଭୋର୍ ପ୍ରାୟ ସାଢ଼େ […]

tawang

tawang

Rakesh Mallick
  • Published: Friday, 22 April 2016
  • Updated: 22 April 2016, 09:20 AM IST

ଇଟାନଗର: ପ୍ରବଳ ବର୍ଷା ଯୋଗୁଁ ଅରୁଣାଚଳ ପ୍ରଦେଶର ତୱାଙ୍ଗ ଜିଲ୍ଲାରେ ଆଜି ଭୋରରେ ଏକ ଶ୍ରମିକ ଶିବିର ନିକଟରେ  ଭୂସ୍ଖଳନ ଘଟି ପ୍ରାୟ ୧୫ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ବହୁ ଲୋକ ଆହତ ମଧ୍ୟ ହୋଇଛନ୍ତି। ଦୁଇ ତିନି ଜଣ ମାଟି ଅତଡ଼ା ମଧ୍ୟରେ ଫସି ରହିଛନ୍ତି ବୋଲି କୁହାଯାଉଛି। ଏନ୍‌ଡିଆର୍‌ଏଫ୍ ଟିମ୍‌କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି।

ଅତିରିକ୍ତ ଡେପୁଟୀ କମିଶନର (ହେଡ୍‌କ୍ୱାର୍ଟର୍ସ) ଲୋଡ୍ ଗାମ୍ବୋ କହିଛନ୍ତି,“ ଏହି ଘଟଣା ଭୋର୍ ପ୍ରାୟ ସାଢ଼େ ୩ଟା ବେଳେ ଘଟିଛି। ତୱାଙ୍ଗ ସହର ଠାରୁ ୪ କିଲୋମିଟର ଦୂରରେ ଏକ ନିର୍ମାଣ ଶ୍ରମିକ କ୍ୟାମ୍ପ ନିକଟରେ ଏହି ଘଟଣା ଘଟିଛି।”

ଗତ କିଛି ଦିନ ହେଲାଣି ତୱାଙ୍ଗ ଜିଲ୍ଲାରେ ବର୍ଷା ଜାରି ରହିଛି। ବର୍ଷା ଯୋଗୁଁ ଜିଲ୍ଲାରେ ବନ୍ୟା ସ୍ଥିତି ଉପୁଜିଛି। ବର୍ଷା ଯୋଗୁଁ କିପ୍ତି ପିଏଚ୍-୧ ଓ ପିଏଚ୍-୨ ହାଇଡ୍ରୋପ୍ରୋଜେକ୍ଟ କ୍ଷତିଗ୍ରସ୍ତ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story