କରୋନା ଟେଷ୍ଟ କରାଇଲେ କେଜ୍ରିୱାଲ, ଜାଣନ୍ତୁ ରିପୋର୍ଟ କ’ଣ ଆସିଲା

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍ଷଣ ପରେ ସେଲଫ ଆଇସୋଲେସନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କୋଭିଡ-୧୯ ଟେଷ୍ଟ କରାଯାଇଛି। ମଧ୍ୟାହ୍ନରେ କରୋନା ଟେଷ୍ଟ କରାଇଥିବା କେଜ୍ରିୱାଲଙ୍କ ରିପୋର୍ଟ ସନ୍ଧ୍ୟାରେ ଆସିଛି। ତେବେ ଆଶ୍ୱସ୍ତକର ବିଷୟ ହେଉଛି କେଜ୍ରିୱାଲଙ୍କ ରିପୋର୍ଟ ନେଗେଟିଭ ଆସିଛି। ଅର୍ଥାତ ସେ କୌଣସି ପ୍ରକାରର କରୋନାରେ ସଂକ୍ରମିତ ହୋଇନାହାନ୍ତି। ସେହିପରି ୫୧ ବର୍ଷୀୟ କେଜ୍ରିୱାଲଙ୍କ ଜ୍ୱର ମଧ୍ୟ ଧୀରେଧୀରେ କମିବା ଆରମ୍ଭ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୋମବାର ହଠାତ୍‌ କେଜ୍ରିୱାଲଙ୍କ […]

dxz

dxz

Hemant Lenka
  • Published: Tuesday, 09 June 2020
  • Updated: 09 June 2020, 07:09 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ଲକ୍ଷଣ ପରେ ସେଲଫ ଆଇସୋଲେସନରେ ଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ କୋଭିଡ-୧୯ ଟେଷ୍ଟ କରାଯାଇଛି। ମଧ୍ୟାହ୍ନରେ କରୋନା ଟେଷ୍ଟ କରାଇଥିବା କେଜ୍ରିୱାଲଙ୍କ ରିପୋର୍ଟ ସନ୍ଧ୍ୟାରେ ଆସିଛି। ତେବେ ଆଶ୍ୱସ୍ତକର ବିଷୟ ହେଉଛି କେଜ୍ରିୱାଲଙ୍କ ରିପୋର୍ଟ ନେଗେଟିଭ ଆସିଛି। ଅର୍ଥାତ ସେ କୌଣସି ପ୍ରକାରର କରୋନାରେ ସଂକ୍ରମିତ ହୋଇନାହାନ୍ତି।

ସେହିପରି ୫୧ ବର୍ଷୀୟ କେଜ୍ରିୱାଲଙ୍କ ଜ୍ୱର ମଧ୍ୟ ଧୀରେଧୀରେ କମିବା ଆରମ୍ଭ ହୋଇଛି। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସୋମବାର ହଠାତ୍‌ କେଜ୍ରିୱାଲଙ୍କ ଶରୀରରେ ଜ୍ୱର ଆସିବା ସହ ଥ୍ରୋଟ ସଂକ୍ରମଣ ହୋଇଥିବା ଜଣାପଡ଼ିଥିଲା।

ସେ କରୋନାରେ ଆକ୍ରାନ୍ତ ଥିବା ସନ୍ଦେହ ସୃଷ୍ଟି ହୋଇଥିଲା। ଏଥିପାଇଁ ସେ ସେଲଫ ଆଇସୋଲେସନରେ ରହିଥିଲେ। ଆଜି ତାଙ୍କର ସ୍ୱାବ ପରୀକ୍ଷା କରାଯାଇଥିଲା। ହେଲେ ତାଙ୍କ ରିପୋର୍ଟ ନେଗେଟିଭ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story