ନାମାଙ୍କନ ପୂର୍ବରୁ ମଇଦାନକୁ ଓହ୍ଲାଇଲେ କେଜ୍ରିଓ୍ୱାଲଙ୍କ ପରିବାର

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନୂଆଦିଲ୍ଲୀ ଆସନରେ ନାମାଙ୍କନ ଦାଖଲ କରିପାରି ନାହାନ୍ତି। ବିଳମ୍ୱ ହୋଇଯାଇଥିବାରୁ ସେ ନାମାଙ୍କନ ଦାଖଲ କରିପାରି ନାହାନ୍ତି। ଏହାପୂର୍ବରୁ କେଜ୍ରିଓ୍ୱାଲଙ୍କ ପରିବାର ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। କେଜ୍ରିଓ୍ୱାଲଙ୍କ ସ୍ତ୍ରୀ ସୁନୀତା ଏବଂ ଝିଅ ହର୍ଷିତା ନୂଆଦିଲ୍ଲୀରେ ଘରକୁ ଘର ବୋଲି ପ୍ରଚାର କରୁଛନ୍ତି। ସେହିପରି କେଜ୍ରିଓ୍ୱାଲଙ୍କ ପୁଅ ପୁଲକିତ ମଧ୍ୟ ବାପା ପାଇଁ ମା’ ଓ ଭଉଣୀ ସହିତ ମିଶି ପ୍ରଚାର କରୁଛନ୍ତି। ଏମାନଙ୍କ ସହିତ ଦୁଇ ଜଣ […]

KEJRIWAL FAMILY

KEJRIWAL FAMILY

Subhransu Sekhar
  • Published: Monday, 20 January 2020
  • Updated: 20 January 2020, 04:17 PM IST

Sports

Latest News

ନୂଆଦିଲ୍ଲୀ: ଆଜି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ନୂଆଦିଲ୍ଲୀ ଆସନରେ ନାମାଙ୍କନ ଦାଖଲ କରିପାରି ନାହାନ୍ତି। ବିଳମ୍ୱ ହୋଇଯାଇଥିବାରୁ ସେ ନାମାଙ୍କନ ଦାଖଲ କରିପାରି ନାହାନ୍ତି। ଏହାପୂର୍ବରୁ କେଜ୍ରିଓ୍ୱାଲଙ୍କ ପରିବାର ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି। କେଜ୍ରିଓ୍ୱାଲଙ୍କ ସ୍ତ୍ରୀ ସୁନୀତା ଏବଂ ଝିଅ ହର୍ଷିତା ନୂଆଦିଲ୍ଲୀରେ ଘରକୁ ଘର ବୋଲି ପ୍ରଚାର କରୁଛନ୍ତି।

ସେହିପରି କେଜ୍ରିଓ୍ୱାଲଙ୍କ ପୁଅ ପୁଲକିତ ମଧ୍ୟ ବାପା ପାଇଁ ମା’ ଓ ଭଉଣୀ ସହିତ ମିଶି ପ୍ରଚାର କରୁଛନ୍ତି। ଏମାନଙ୍କ ସହିତ ଦୁଇ ଜଣ ସ୍ଥାନୀୟ ଦଳୀୟ କର୍ମୀ ରହିଛନ୍ତି। ଏବେ ନୂଆଦିଲ୍ଲୀର ଅନସାରୀ ନଗର ଏବଂ ତିଲକ ମାର୍ଗ ସମେତ ଆଖ ପାଖ ଅଞ୍ଚଳରେ ଘରକୁ ଘର ଯାଇ ପ୍ରଚାର କରୁଛନ୍ତି। ଏମିତିକି ପ୍ରଚାର ବେଳେ କେଜ୍ରିଓ୍ୱାଲ ସରକାରଙ୍କ ରିପୋର୍ଟ କାର୍ଡ ମଧ୍ୟ ଦେଉଛନ୍ତି ସୁନୀତା।

ସବୁଠୁ ଆଶ୍ଚର୍ଯ୍ୟର କଥା କେଜ୍ରିଓ୍ୱାଲଙ୍କ ପରିବାର ମିଡିଆ ଏବଂ ରାଜନୀତିରୁ ଦୂରେଇ ରହୁଥିବାରୁ ଏବେ ପ୍ରଚାର ବେଳେ ଅନେକ ଲୋକ ମୁଖ୍ୟମନ୍ତ୍ରୀଙ୍କ ପରିବାର ଲୋକଙ୍କୁ ଚିହ୍ନି ପାରୁନଥିବା ଦେଖିବାକୁ ମିଳିଛି। ହର୍ଷିତା ଓ ପୁଲକିତ ବାପାଙ୍କ ପାଇଁ ସପ୍ତାହରେ ଶନିବାର ଏବଂ ରବିବାର ଫୁଲ ଟାଇମ ପ୍ରଚାର କରିବେ ବୋଲି ଜଣାପଡ଼ିଛି। ଅନ୍ୟ ଦିନ ମାନଙ୍କରେ ଅପରାହ୍ନରେ ପ୍ରଚାର କରିବେ ବୋଲି ସୂଚନା ରହିଛି। ହର୍ଷିତା ଏକ ଏମଏନସି କମ୍ପାନୀରେ ଚାକିରି କରୁଥିବାବେଳେ ପୁଲକିତ ପାଠ ପଢ଼ୁଛନ୍ତି। ପ୍ରଚାର ପାଇଁ ଏମଏନସି କମ୍ପାନୀର ଅନୁମତି କ୍ରମେ ହର୍ଷିତା ଘରେ ରହି କାମ କରୁଛନ୍ତି। ଅନ୍ୟପଟେ ପ୍ରଚାର ବେଳେ କେଜ୍ରିଓ୍ୱାଲଙ୍କ ପ୍ରତି ଲୋକଙ୍କ ସମର୍ଥନ ରହିଥିବା କଥା ସୁନୀତା କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story