ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ଜୟଲଳିତା

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇପାରନ୍ତି ଏଆଇଏଡିଏମକେ ମୁଖ୍ୟ ଜୟଲଲିତା। ରାଜ୍ୟପାଳ କେ.ରୋଷୈୟା ଆଜି ତାଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ। ଏହା ପରେ ସେ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହା ପୂର୍ବରୁ ଆଜି ସକାଳେ ଚେନ୍ନାଇରେ ଏଆଇଡିଏମକେ ବିଧାୟକ ଦଳର ବୈଠକ ବସିଥିଲା। ଏଥିରେ ଜୟାଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଚୟନ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫ। ଦେଇଥିଲେ ପନୀରସେଲଭମ। ବୈଠକରେ ୧୫୦ […]

jaya

jaya

Rakesh Mallick
  • Published: Friday, 22 May 2015
  • Updated: 22 May 2015, 10:56 AM IST

Sports

Latest News

ଚେନ୍ନାଇ: ଆସନ୍ତାକାଲି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଭାବେ ପୁଣି ଥରେ ଶପଥ ନେଇପାରନ୍ତି ଏଆଇଏଡିଏମକେ ମୁଖ୍ୟ ଜୟଲଲିତା। ରାଜ୍ୟପାଳ କେ.ରୋଷୈୟା ଆଜି ତାଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଥିଲେ। ଏହା ପରେ ସେ ଯାଇ ରାଜ୍ୟପାଳଙ୍କୁ ଭେଟିଥିଲେ। ଏହା ପୂର୍ବରୁ ଆଜି ସକାଳେ ଚେନ୍ନାଇରେ ଏଆଇଡିଏମକେ ବିଧାୟକ ଦଳର ବୈଠକ ବସିଥିଲା। ଏଥିରେ ଜୟାଙ୍କୁ ସର୍ବସମ୍ମତି କ୍ରମେ ବିଧାୟକ ଦଳ ନେତା ଚୟନ କରାଯାଇଥିଲା। ଏହା ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫ। ଦେଇଥିଲେ ପନୀରସେଲଭମ। ବୈଠକରେ ୧୫୦ ବିଧାୟକଙ୍କ ମଧ୍ୟରୁ ୧୪୪ ଜଣ ଉପସ୍ଥିତ ଥିଲେ। ତେବେ ନିଜେ ଜୟାଲଲିତା ଏହି ବୈଠକରେ ଅନୁପସ୍ଥିତ ଥିଲେ। ଜୟଲଳିତା ବିଧାୟକ ଦଳ ନେତା ନିର୍ବାଚନ ପରେ ଚେନ୍ନାଇସ୍ଥିତ ଏଆଇଡିଏମକେ କାର୍ଯ୍ୟାଳୟ ଆଗରେ ଦେଖିବାକୁ ମିଳିଥିଲା କର୍ମୀମାନେ ଉତ୍ସବ ମନାଇ ଥିଲେ।  ଗତ ୧୧ତାରିଖରେ ଆୟ ବହିଭୁର୍ତ ସମ୍ପତ୍ତି ଠୁଳ ମାମଲାରେ କୋର୍ଟରୁ କ୍ଲିନଚିଟ୍ ମିଳିବା ପରେ ଜୟାଙ୍କ ପାଇଁ ପୁଣି ମୁଖ୍ୟମନ୍ତ୍ରୀ ହେବା ବାଟ ଖୋଲିଯାଇଥିଲା।

ଅନ୍ୟପକ୍ଷରେ ଜୟଲଳିତାଙ୍କ ଶପଥ ନେବା ସ୍ଥାନରେ ବୋମା ଖଞ୍ଜା ଯିବାକୁ ଷଡ଼ଯନ୍ତ୍ର ହେଉଛି ବୋଲି ଖବର ପାଇବା ପରେ ଚେନ୍ନାଇ ପୋଲିସ ଜଣକୁ ଅଟକ ରଖି ପଚରାଉଚରା କରୁଛି। ବୁଧବାର ରାତିରେ ପୋଲିସ ଏନେଇ ଟେଲିଫୋନ ଯୋଗେ ଏଭିଳି ଏକ ସୂଚନା ପାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story