କୋର୍ଟ ଝଟକା ପରେ ରାଜ୍ୟପାଳଙ୍କୁ ଭେଟିବାକୁ ଅନୁମତି ମାଗିଲେ ମୁଖ୍ୟମନ୍ତ୍ରୀ ଗେହଲଟ

ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ବାଟରେ କଣ୍ଟା ହୋଇ ଛିଡ଼ା ହୋଇଥିବା ସଚିନ ପାଇଲଟ ଓ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କ ବିରୋଧରେ ସୋମବାର ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା କଂଗ୍ରେସ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। କାରଣ ସରକାର ବାଚସ୍ପତିଙ୍କ ଜରିଆରେ ସଚିନ ଆଣ୍ଡ କୋ’ଙ୍କୁ ଅଯୋଗ୍ୟ ଘୋଷଣା କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଲକ୍ଷ୍ୟ […]

dh

dh

Hemant Lenka
  • Published: Friday, 24 July 2020
  • Updated: 24 July 2020, 12:59 PM IST

Sports

Latest News

ଜୟପୁର: ରାଜସ୍ଥାନରେ କ୍ଷମତାସୀନ କଂଗ୍ରେସ ସରକାରଙ୍କ ବାଟରେ କଣ୍ଟା ହୋଇ ଛିଡ଼ା ହୋଇଥିବା ସଚିନ ପାଇଲଟ ଓ ତାଙ୍କର ୧୮ ସହଯୋଗୀ ବିଧାୟକଙ୍କ ବିରୋଧରେ ସୋମବାର ଯାଏ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହା କଂଗ୍ରେସ ଓ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି।

କାରଣ ସରକାର ବାଚସ୍ପତିଙ୍କ ଜରିଆରେ ସଚିନ ଆଣ୍ଡ କୋ’ଙ୍କୁ ଅଯୋଗ୍ୟ ଘୋଷଣା କରି ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ଲକ୍ଷ୍ୟ ରଖିଥିଲେ। କିନ୍ତୁ କୋର୍ଟ ସବୁ ଯୋଜନାରେ ବାରମ୍ବାର ପାଣି ପକାଇ ଦେଉଛନ୍ତି।

କୋର୍ଟଙ୍କ ଝଟକା ପରେ ମୁଖ୍ୟମନ୍ତ୍ରୀ ଗେହଲଟ ଏବେ ରାଜ୍ୟପାଳ କଲରାଜ ମିଶ୍ରଙ୍କୁ ଭେଟିବାକୁ ଅନୁମତି ଲୋଡ଼ିଛନ୍ତି। ଗତକାଲି ଠାରୁ ସରକାର ଗଠନ ପାଇଁ ତାଙ୍କ ପାଖରେ ଆବଶ୍ୟକ ମ୍ୟାଜିକ ନମ୍ବର ରହିଛି ବୋଲି ଦାବି କରୁଥିବା ଗେହଲଟ ରାଜ୍ୟପାଳଙ୍କ ଆଗରେ ଆସ୍ଥା ଭୋଟ ପାଇଁ ଦାବି କରିବାର ସମ୍ଭାବନା ରହିଛି।

ଗେହଲଟ ରାଜ୍ୟପାଳଙ୍କୁ ସାକ୍ଷାତ କରିବାକୁ ଅନୁମତି ମାଗିଥିବା ବେଳେ ଫରିମଣ୍ଟ ହୋଟେଲ ଆଗରେ ଏକାଧିକ ବସ୍ ପହଞ୍ଚିଛି। ଏହି ହୋଟେଲରେ ଗେହଲଟଙ୍କ ସମର୍ଥିତ ବିଧାୟକମାନେ ଦୁଇ ସପ୍ତାହ ହେଲାଣି ରହିଛନ୍ତି। ତେଣୁ ସେମାନଙ୍କୁ ସାଙ୍ଗରେ ଧରି ଗେହଲଟ ରାଜ୍ୟପାଳଙ୍କ ଆଗରେ ଶକ୍ତି ପ୍ରଦର୍ଶନ କରିବାକୁ ଲକ୍ଷ୍ୟ ରଖିଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story