ଗଣତନ୍ତ୍ର ଦିବସରେ ଥରିଲା ଆସାମ, ୫ଟି ସ୍ଥାନରେ ବିସ୍ଫୋରଣ

ଦିବ୍ରୁଗଡ଼: ରବିବାର ଗଣତନ୍ତ୍ର ଦିବସରେ ହିଁ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ ଘଟିଛି। ଦିବ୍ରୁଗଡ଼ର ୩ଟି ସ୍ଥାନରେ ଏବଂ ଚରାଇଦେଓ ଜିଲ୍ଲାର ଏଭଳି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି। ଦିବ୍ରୁଗଡ଼ର ଗ୍ରାହାମ ବଜାରଠାରେ ଏକ ବିସ୍ଫୋରଣ ଘଟିଥିବାବେଳେ ଅନ୍ୟଟି ଏଟି ରୋଡ୍‌ ଗୁରୁଦ୍ୱାର ପଛରେ ବିସ୍ଫୋରଣ ଘଟିଛି। ଉଭୟ ଦିବ୍ରୁଗଡ଼ ଥାନା ଅଧୀନରେ ଆସୁଛି। ସକାଳ ୮ଟା ବେଳକୁ ଆସାମର ଚରାଇଦେଓଠାରେ ବିସ୍ଫୋରଣ ଘଟିଛି। ଉଚ୍ଚ ସ୍ତରୀୟ ପୁଲିସ୍‌ ଅଧିକାରୀ ଏବଂ ଅନ୍ୟ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିଛି […]

assam

assam

Subrat Kumar Nayak
  • Published: Sunday, 26 January 2020
  • Updated: 26 January 2020, 05:02 PM IST

Sports

Latest News

ଦିବ୍ରୁଗଡ଼: ରବିବାର ଗଣତନ୍ତ୍ର ଦିବସରେ ହିଁ ଆସାମର ୫ଟି ସ୍ଥାନରେ ବିସ୍ଫୋରଣ ଘଟିଛି। ଦିବ୍ରୁଗଡ଼ର ୩ଟି ସ୍ଥାନରେ ଏବଂ ଚରାଇଦେଓ ଜିଲ୍ଲାର ଏଭଳି ଶକ୍ତିଶାଳୀ ବିସ୍ଫୋରଣ ଘଟିଛି।

ଦିବ୍ରୁଗଡ଼ର ଗ୍ରାହାମ ବଜାରଠାରେ ଏକ ବିସ୍ଫୋରଣ ଘଟିଥିବାବେଳେ ଅନ୍ୟଟି ଏଟି ରୋଡ୍‌ ଗୁରୁଦ୍ୱାର ପଛରେ ବିସ୍ଫୋରଣ ଘଟିଛି। ଉଭୟ ଦିବ୍ରୁଗଡ଼ ଥାନା ଅଧୀନରେ ଆସୁଛି। ସକାଳ ୮ଟା ବେଳକୁ ଆସାମର ଚରାଇଦେଓଠାରେ ବିସ୍ଫୋରଣ ଘଟିଛି। ଉଚ୍ଚ ସ୍ତରୀୟ ପୁଲିସ୍‌ ଅଧିକାରୀ ଏବଂ ଅନ୍ୟ ସୁରକ୍ଷାକର୍ମୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କିଛି ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ କିଛି ଲୋକ ବାଇକ୍‌ରେ ଆସି ଗ୍ରେନେଡ୍‌ ମାଡ଼ କରିଥିଲେ ଏବଂ ଚାଲିଯାଇଥିଲେ।

ଅନ୍ୟ ଏକ ବିସ୍ଫୋରଣ ଦିବ୍ରୁଗଡ଼ର ଦୁଲିତଆଜନ୍‌ ସହରରେ ଘଟିଥିଲା। ଏହାର ସବିଶେଷ ତଥ୍ୟ ଏଯାଏ ମିଳିପାରିନାହିଁ। ଅନ୍ୟପକ୍ଷରେ ତିନସୁକିଆଠାରେ ମଧ୍ୟ ବିସ୍ଫୋରଣ ଘଟିଥିବା ସୂଚନା ମିଳିଛି।

ଏହି ବିସ୍ଫୋରଣ ଘଟଣା ପରେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ ଏଭଳି ବିସ୍ଫୋରଣକୁ ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏଭଳି ପବିତ୍ର ଦିନରେ କାପୁରୁଷ ଭଳି ଭୟ ସୃଷ୍ଟି କରିବା ଆତଙ୍କବାଦୀ ଗୋଷ୍ଠୀଙ୍କ ନିରାଶାକୁ ପ୍ରମାଣିତ କରୁଛି। ସରକାର ଏହି ଦୃର୍ବୃତ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story