ଆତଙ୍କବାଦକୁ ବିରୋଧ ପାଇଁ ଦିନଟିଏ

ଭୁବନେଶ୍ୱର: ଆଜି ୨୧ ମେ’ ବା ଆତଙ୍କବାଦ ବିରୋଧୀ ଦିବସ। ଭାରତର ସପ୍ତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ତିରୋଧାନ ଦିବସ। ଏହି ଦିନକୁ ସ୍ମରଣୀୟ ରଖିବାକୁ ଆତଙ୍କବାଦ ବିରୋଧୀ ଦିବସ ଭାବ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ୧୯୯୧ ମସିହାରେ ତାମିଲନାଡୁ ନିର୍ବାଚନ ପ୍ରଚାର କରୁଥବାବେଳେ ଆତଙ୍କବାଦୀଙ୍କ ଆତ୍ମଘାତୀ ମାନବ ବୋମା ବିସ୍ପୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହିଦିନ ଭାରତର ଜଣେ ରାଷ୍ଟ୍ର ନିର୍ମାତା ବା ଜନନାୟକଙ୍କୁ ହରାଥିଲା ଭାରତ। ୧୯୮୪ରେ ଇନ୍ଦିରାଗାନ୍ଧୀଙ୍କ ହତ୍ୟା ପରେ ଭାରତର ପ୍ରଧାନମନ୍ତ୍ରୀ […]

raj

raj

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 09:04 AM IST

Sports

Latest News

ଭୁବନେଶ୍ୱର: ଆଜି ୨୧ ମେ’ ବା ଆତଙ୍କବାଦ ବିରୋଧୀ ଦିବସ। ଭାରତର ସପ୍ତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ତିରୋଧାନ ଦିବସ। ଏହି ଦିନକୁ ସ୍ମରଣୀୟ ରଖିବାକୁ ଆତଙ୍କବାଦ ବିରୋଧୀ ଦିବସ ଭାବ ବିଶ୍ୱବ୍ୟାପୀ ପାଳନ କରାଯାଉଛି। ୧୯୯୧ ମସିହାରେ ତାମିଲନାଡୁ ନିର୍ବାଚନ ପ୍ରଚାର କରୁଥବାବେଳେ ଆତଙ୍କବାଦୀଙ୍କ ଆତ୍ମଘାତୀ ମାନବ ବୋମା ବିସ୍ପୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହିଦିନ ଭାରତର ଜଣେ ରାଷ୍ଟ୍ର ନିର୍ମାତା ବା ଜନନାୟକଙ୍କୁ ହରାଥିଲା ଭାରତ।

୧୯୮୪ରେ ଇନ୍ଦିରାଗାନ୍ଧୀଙ୍କ ହତ୍ୟା ପରେ ଭାରତର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ ସ୍ୱର୍ଗତ ରାଜୀବ ଗାନ୍ଧୀ ।  ରାଜନୀତିକୁ ତାଙ୍କର ଅନିଚ୍ଛାସତ୍ତ୍ୱେ ବି ସେ ୪୦ ବୟସରେ ରାଷ୍ଟ୍ରର ଦାୟିତ୍ୱ ସମ୍ଭାଳିବାର ଗୌରବଲାଭ କରିଥିଲେ । ଭାରତର  ସପ୍ତମ ପ୍ରଧାନମନ୍ତ୍ରୀ ଭାବେ ୩୧ ଅକ୍ଟୋବର ୧୯୮୪ରୁ ୨ ଡିସେମ୍ୱର ୧୯୮୯ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ ତୁଲାଇଥିଲେ । ୧୯୬୬ରେ ରାଜୀବ ଗାନ୍ଧି ଭାରତ ଭେରି ଇଣ୍ଡିଆନ୍ ଏୟାରଲାଇନସରେ ବୈମାନିକ ଭାବେ ଯୋଗ ଦେଇଥିଲେ । ରାଜନୈତିକ କ୍ଷେତ୍ରରେ ତାଙ୍କର କୌଣସି ଆଗ୍ରହ ନଥିବା ମଧ୍ୟ ତାଙ୍କ ସାନ ଭାଇ ସଞ୍ଜୟ ଗାନ୍ଧୀଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ  ମାଙ୍କ ଚାପରେ ସେ ରାଜନୀତିରେ ଯୋଗ ଦେଇଥିଲେ । ୧୯୮୧ ମସିହାରେ ଆମେଠୀ ଆସନରୁ  ଲୋକସଭାକୁ ନିର୍ବାଚିତ ହୋଇଥିଲେ। ତାଙ୍କୁ କଂଗ୍ରେସର ସାଧାରଣ ସଂପାଦକ ଭାବେ ନିର୍ବାଚିତ କରାଯାଇଥିଲା । ଏସିଆଡ କ୍ରିଡାର  ପରିଚାଳନା  ଦାୟିତ୍ୱ ଭଲ ଭାବରେ ତୁଲାଇଥିବାରୁ ସେ ବହୁ ଚର୍ଚ୍ଚିତ ହୋଇଥିଲେ ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story