ଆଫଗାନିସ୍ଥାନ:ଆତଙ୍କବାଦୀ ଆକ୍ରମଣରେ ୧୪ ମୃତ,ମୃତକଙ୍କ ମଧ୍ୟରେ ୪ ଭାରତୀୟ

କାବୁଲ: ଆଫଗାନିସ୍ଥାନ ରାଜଧାନୀ କାବୁଲରେ ଥିବା ଏକ ଗେଷ୍ଟ ହାଉସ୍ ଉପରେ ସନ୍ଦିଗ୍ଧ ତାଲିବାନ୍ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ବୁଧବାର ମଧ୍ୟରାତ୍ରିରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୪ ଜଣ ଭାରତୀୟ ଥିବା ସୂଚନା ମିଳିଛି। ତାଲିବାନ୍ ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି। ତେବେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଏହି ଘଟଣାରେ ସଂପୃକ୍ତ ସବୁ ଆତଙ୍କବାଦୀଙ୍କ […]

Afghanistan

Afghanistan

Rakesh Mallick
  • Published: Thursday, 14 May 2015
  • Updated: 04 May 2017, 03:45 PM IST

Sports

Latest News

କାବୁଲ: ଆଫଗାନିସ୍ଥାନ ରାଜଧାନୀ କାବୁଲରେ ଥିବା ଏକ ଗେଷ୍ଟ ହାଉସ୍ ଉପରେ ସନ୍ଦିଗ୍ଧ ତାଲିବାନ୍ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ବୁଧବାର ମଧ୍ୟରାତ୍ରିରେ ଏହି ଆକ୍ରମଣ ହୋଇଥିଲା। ଆକ୍ରମଣରେ ୧୪ ଜଣ ଲୋକଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୪ ଜଣ ଭାରତୀୟ ଥିବା ସୂଚନା ମିଳିଛି। ତାଲିବାନ୍ ଆତଙ୍କବାଦୀ ଏହି ଆକ୍ରମଣ କରିଥିବା ଆଶଙ୍କା କରାଯାଉଛି।

ତେବେ ଆଜି ସକାଳେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ଗୁଳିବିନିମୟରେ ଏହି ଘଟଣାରେ ସଂପୃକ୍ତ ସବୁ ଆତଙ୍କବାଦୀଙ୍କ ମୁତ୍ୟୁ ହୋଇଥିବା ଆଫଗାନିସ୍ଥାନର ଜଣେ ଅଧିକାରୀ ଗଣମାଧ୍ୟମକୁ  ସୂଚନା ଦେଇଛନ୍ତି। ସେହିପରି କାବୁଲ୍ ପୋଲିସ୍ କହିଛି ଯେ, ଗେଷ୍ଟ ହାଉସରେ ଥିବା ୫୪ ଜଣ ଲୋକଙ୍କୁ ସୁରକ୍ଷିତ ଭାବେ ବାହାର କରାଯାଇଥିଲା।

ଭାରତୀୟ ରାଷ୍ଟ୍ରଦୂତ ଅମର ସିହ୍ନାଙ୍କୁ ଟାଗେର୍ଟ କରି ଏହି ଆକ୍ରମଣ କରାଯାଇଥିବା କୁହାଯାଉଛି। ଆକ୍ରମଣ ସମୟରେ ଗେଷ୍ଟ ହାଉସ୍ ଭିତରେ ଅମର ସିହ୍ନା ଥିଲେ ।

ସୂଚନାଯୋଗ୍ୟ ଯେ,ବୁଧବାର ରାତିରେ ସଶସ୍ତ୍ର ତାଲିବାନ ଆତଙ୍କବାଦୀମାନେ ପାର୍କ ପେଲେସ୍ ସ୍ଥିତ ଏହି ଗେଷ୍ଟ ହାଉସରେ ଆକ୍ରମଣ କରିଥିଲେ। ଏହି ସମୟରେ ଏଠାରେ ଏକ ସାସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର ଥିଲା। ଆକ୍ରମଣ ପରେ ଆତଙ୍କବାଦୀ ମାନଙ୍କ ସହିତ ପ୍ରାୟ ୭ ଘଣ୍ଟା ଧରି ସୁରକ୍ଷାକର୍ମୀ ମାନଙ୍କର ଗୁଳି ବିନିମୟ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story