ISIS ଲିଙ୍କ୍‌ ଅଭିଯୋଗରେ ନାବାଳକ ସମେତ ୯ ଗିରଫ

ମୁମ୍ବାଇ: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଲିଙ୍କ ଥିବା ଅଭିଯୋଗରେ ଜଣେ ନାବାଳକ ସମେତ ୯ ଜଣଙ୍କୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି। ମହାରାଷ୍ଟ୍ର ଆଣ୍ଟି ଟେରର୍‌ ସ୍କ୍ୱାର୍ଡ (ATS) ଏମାନଙ୍କୁ ଥାଣେ, ମୁମ୍ବ୍ରା ଓ ଔରାଙ୍ଗାବାଦରୁ ମଙ୍ଗଳବାର ଗିରଫ କରିଛି। ଗଣତନ୍ତ୍ର ଦିବସରେ ଏମାନେ ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି। ଏଟିଏସ୍‌ ଅନୁସାରେ ଏମାନଙ୍କ ପାଖରୁ କେମିକାଲ ପାଉଡର, ଏସିଡ ବୋତଲ, ଧାରୁଆ ଅସ୍ତ୍ର, ହାର୍ଡ ଡ୍ରାଇଭ୍‌, ମୋବାଇଲ୍‌ ଫୋନ୍‌, […]

isis

isis

Rakesh Mallick
  • Published: Wednesday, 23 January 2019
  • Updated: 23 January 2019, 01:46 PM IST

Sports

Latest News

ମୁମ୍ବାଇ: ଆତଙ୍କବାଦୀ ସଂଗଠନ ଆଇଏସ୍‌ଆଇଏସ୍‌ ସହ ଲିଙ୍କ ଥିବା ଅଭିଯୋଗରେ ଜଣେ ନାବାଳକ ସମେତ ୯ ଜଣଙ୍କୁ ମହାରାଷ୍ଟ୍ରରୁ ଗିରଫ କରାଯାଇଛି। ମହାରାଷ୍ଟ୍ର ଆଣ୍ଟି ଟେରର୍‌ ସ୍କ୍ୱାର୍ଡ (ATS) ଏମାନଙ୍କୁ ଥାଣେ, ମୁମ୍ବ୍ରା ଓ ଔରାଙ୍ଗାବାଦରୁ ମଙ୍ଗଳବାର ଗିରଫ କରିଛି। ଗଣତନ୍ତ୍ର ଦିବସରେ ଏମାନେ ବିଭିନ୍ନ ସ୍ଥାନରେ ଆତଙ୍କୀ ଆକ୍ରମଣ କରିବାକୁ ଯୋଜନା କରୁଥିଲେ ବୋଲି ଜଣାପଡ଼ିଛି।

ଏଟିଏସ୍‌ ଅନୁସାରେ ଏମାନଙ୍କ ପାଖରୁ କେମିକାଲ ପାଉଡର, ଏସିଡ ବୋତଲ, ଧାରୁଆ ଅସ୍ତ୍ର, ହାର୍ଡ ଡ୍ରାଇଭ୍‌, ମୋବାଇଲ୍‌ ଫୋନ୍‌, ସିମ କାର୍ଡ ଜବତ କରାଯାଇଛି।

ତେବେ ଏମାନେ କେଉଁ କେଉଁ ସ୍ଥାନରେ ଆତଙ୍କୀ ଆକ୍ରମଣ ଘଟାଇଥାନ୍ତେ ତାହା ସ୍ପଷ୍ଟ ହୋଇ ନଥିବା ଏଟିଏସ୍‌ ପକ୍ଷରୁ କୁହାଯାଇଛି।

ଏଟିଏସ୍‌ ଅନୁସାରେ ଏହି ଯୁବକମାନଙ୍କ ଉପରେ ବହୁ ପୂର୍ବରୁ ସନ୍ଦେହ ଥିଲା। ଏଥିପାଇଁ ଏକାଧିକ ଟିମ୍‌ କରାଯାଇ ସେମାନଙ୍କ ଗତିବିଧି ଉପରେ କିଛି ସପ୍ତାହ ହେଲା ନଜର ରଖାଯାଇଥିଲା। ଆଇଏସ୍‌ଆଇଏସ୍‌ ସହ ସମ୍ପର୍କ ଥିବା ନେଇ ସେମାନଙ୍କ ଗତିବିଧିରୁ ସ୍ପଷ୍ଟ ହେବା ପରେ ମଙ୍ଗଳବାର ରାତିରେ ଏଟିଏସ୍‌ ଡର୍ଜନରୁ ଅଧିକ ଟିମ୍‌ ଥାଣେ, ମୁମ୍ବ୍ରା ଓ ଔରଙ୍ଗାବାଦ୍‌ର ୫ଟି ସ୍ଥାନରେ ଏକା ସାଙ୍ଗରେ ଚଢ଼ଉ କରି ଏମାନଙ୍କୁ କାବୁ କରିଥିଲା। ଏହାପରେ ସେମାନଙ୍କୁ ପଚରାଉଚରା କରାଯିବା ସହ ଗିରଫ କରାଯାଇଥିଲା।

ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ଏଟିଏସ୍‌ ଅଧିକ ସୂଚନା ଦେଇ ନଥିଲେ ବି ସେମାନଙ୍କ ବୟସ ଓ କେଉଁ ସ୍ଥାନରୁ ଗିରଫ ହୋଇଛନ୍ତି ତାହା କହିଛି।

୪ ଜଣ ଲେଖାଏ ଔରଙ୍ଗାବାଦ ଓ ମୁମ୍ବ୍ରାରୁ ଗିରଫ କରାଯାଇଥିବା ବେଳେ ୧୭ ବର୍ଷୀୟ ନାବାଳକକୁ ଥାଣେରୁ ଗିରଫ କରାଯାଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story