କହ୍ନେୟାଙ୍କ ଉପରେ ପୁଣି ଆକ୍ରମଣ, ବିମାନରେ ତଣ୍ଟି ଚିପିବାକୁ ଉଦ୍ୟମ

ନୂଆଦିଲ୍ଲୀ: ବିବାଦରେ ଫସି ଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ଉପରେ ଆଜି ପୁଣି ଥରେ ଆକ୍ରମଣ ହୋଇଛି। କହ୍ନେୟା ନିଜେ ଟ୍ୱିଟ୍ କରି ଏକଥା ଜଣାଇଛନ୍ତି। ସେ ଟ୍ୱିଟ୍ କରିଛନ୍ତି,“ପୁଣି ଥରେ। ଏଥର ବିମାନରେ ଜଣେ ବ୍ୟକ୍ତି ମୋ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲେ।” ସେ ଆହୁରି ମଧ୍ୟ ଟ୍ୱିଟ୍ କରିଛନ୍ତି,“ଏହି ଘଟଣା ପରେ ଜେଟ୍ ଏୟାରୱେଜ୍‌ର ଅଧିକାରୀମାନେ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରି ଦେଲେ।” କହ୍ନେୟା କହିଛନ୍ତି,“ଆକ୍ରମଣ […]

kanheyakumar

kanheyakumar

Rakesh Mallick
  • Published: Sunday, 24 April 2016
  • Updated: 24 April 2016, 07:12 AM IST

Sports

Latest News

kanheyaନୂଆଦିଲ୍ଲୀ: ବିବାଦରେ ଫସି ଥିବା ଜେଏନ୍‌ୟୁ ଛାତ୍ର ସଂସଦ ସଭାପତି କହ୍ନେୟା କୁମାରଙ୍କ ଉପରେ ଆଜି ପୁଣି ଥରେ ଆକ୍ରମଣ ହୋଇଛି। କହ୍ନେୟା ନିଜେ ଟ୍ୱିଟ୍ କରି ଏକଥା ଜଣାଇଛନ୍ତି।

ସେ ଟ୍ୱିଟ୍ କରିଛନ୍ତି,“ପୁଣି ଥରେ। ଏଥର ବିମାନରେ ଜଣେ ବ୍ୟକ୍ତି ମୋ ତଣ୍ଟି ଚିପିବାକୁ ଚେଷ୍ଟା କରିଥିଲେ।”

ସେ ଆହୁରି ମଧ୍ୟ ଟ୍ୱିଟ୍ କରିଛନ୍ତି,“ଏହି ଘଟଣା ପରେ ଜେଟ୍ ଏୟାରୱେଜ୍‌ର ଅଧିକାରୀମାନେ ଉକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ମନା କରି ଦେଲେ।”

କହ୍ନେୟା କହିଛନ୍ତି,“ଆକ୍ରମଣ କରୁଥିବା ବ୍ୟକ୍ତି ଓ ଆକ୍ରମଣର ଶିକାର ହେଉଥିବା ବ୍ୟକ୍ତିଙ୍କ ମଧ୍ୟରେ କୌଣସି ଫରକ ଦେଖି ପାରୁ ନାହିଁ ଜେଟ୍ ଏୟାରୱେଜ୍‌। ଯଦି ଆପଣ ବିରୋଧ କରିବେ, ତା’ହେଲେ ଆପଣଙ୍କୁ ବିମାନରୁ ଓହ୍ଲାଇ ଦେବେ।”

ମୁମ୍ବାଇରୁ ପୁନେ ଯିବା ବେଳେ କହ୍ନେୟାଙ୍କ ଉପରେ ଏହି ଆକ୍ରମଣ ହୋଇଥିଲା।

ଜେଟ୍ ଏୟାରୱେଜ୍ ପକ୍ଷରୁ କୁହାଯାଇଛି,“ସକାଳେ ମୁମ୍ବାଇରୁ ପୁନେ ଯାଉଥିବା ଜେଟ୍ ଏୟାରୱେଜର ୯ଡବ୍ଲ୍ୟୁ ୬୧୮ ବିମାନରୁ କିଛି ଯାତ୍ରୀଙ୍କୁ ସୁରକ୍ଷା ଦୃଷ୍ଟିରୁ ମୁମ୍ବାଇ ବିମାନବନ୍ଦରରେ ଓହ୍ଲାଇ ଦିଆଯାଇଥିଲା। ଯାତ୍ରୀ ଓ କ୍ରୁ ସଦସ୍ୟଙ୍କ ସୁରକ୍ଷାକୁ ଜେଟ୍ ଏୟାରୱେଜ୍ ସବୁବେଳେ ପ୍ରାଥମିକତା ଦେଇଥାଏ।”

କହ୍ନେୟାଙ୍କ ଉପରେ ଏହା ପୂର୍ବରୁ ଦିଲ୍ଲୀର ପଟିୟାଲା ହାଉସ୍ କୋର୍ଟ ପରିସରରେ, ଜେଏନ୍‌ୟୁ କ୍ୟାମ୍ପସ୍ ପରିସରରେ ଓ ହାଇଦ୍ରାବାଦରେ ଆକ୍ରମଣ ହୋଇ ସାରିଛି। ଗତ ୧୪ ତାରିଖରେ ନାଗପୁରର ନ୍ୟାସ୍‌ନାଲ୍‌ କଲେଜ୍‌ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ତାଙ୍କ ଉପରକୁ ଚପଲ ମାଡ଼ କରାଯାଇଥିଲା।

ସଂସଦ ଆକ୍ରମଣକାରୀ ଅଫଜଲ ଗୁରୁର ଶ୍ରାଦ୍ଧବାର୍ଷିକୀ କାର୍ଯ୍ୟକ୍ରମ ଆୟୋଜନ କରିବା ଓ ଭାରତ ବିରୋଧୀ ନାରା ଦେବା ନେଇ କହ୍ନେୟାଙ୍କ ନାଁରେ ଦେଶଦ୍ରୋହ ମାମଲା ରୁଜୁ ହୋଇଛି। ସେ ଗିରଫ ହୋଇଥିଲେ। ଏବେ ସେ ଜାମିନରେ ଅଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story