ଅଟୋକୁ ଧକ୍କା ଦେଲା କେଜ୍ରିୱାଲ୍‌ଙ୍କ କାର୍‌

ଜଳନ୍ଧର: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟିର ପ୍ରଚାର ମଙ୍ଗ ଧରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦିନକୁ ଦିନ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ଆଜି ସକାଳେ ଜଳନ୍ଧରରେ ତାଙ୍କ କାର୍‌ ଏକ ଅଟୋକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ନାହିଁ। ଦୁର୍ଘଟଣାରେ କାର୍‌ର ଯନ୍ତ୍ରାଂଶ ନଷ୍ଟ ହୋଇଯିବାରୁ କେଜ୍ରିୱାଲ୍‌ଙ୍କୁ ଅନ୍ୟ ଏକ ଗାଡିରେ ନିଆଯାଇଥିଲା। ଗତକାଲି ପଞ୍ଚାବରେ ପହଞ୍ଚିଥିବା କେଜ୍ରିୱାଲ୍‌ ଆଜି ସକାଳେ […]

kejriwal

kejriwal

Rakesh Mallick
  • Published: Friday, 09 September 2016
  • Updated: 09 September 2016, 01:29 PM IST

Sports

Latest News

ଜଳନ୍ଧର: ପଞ୍ଜାବରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଆମ୍‌ ଆଦମୀ ପାର୍ଟିର ପ୍ରଚାର ମଙ୍ଗ ଧରିଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ଦିନକୁ ଦିନ ବିବାଦରେ ଛନ୍ଦି ହେବାରେ ଲାଗିଛନ୍ତି। ଆଜି ସକାଳେ ଜଳନ୍ଧରରେ ତାଙ୍କ କାର୍‌ ଏକ ଅଟୋକୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ କେହି ମୃତାହତ ହୋଇଥିବା ସୂଚନା ନାହିଁ। ଦୁର୍ଘଟଣାରେ କାର୍‌ର ଯନ୍ତ୍ରାଂଶ ନଷ୍ଟ ହୋଇଯିବାରୁ କେଜ୍ରିୱାଲ୍‌ଙ୍କୁ ଅନ୍ୟ ଏକ ଗାଡିରେ ନିଆଯାଇଥିଲା।

ଗତକାଲି ପଞ୍ଚାବରେ ପହଞ୍ଚିଥିବା କେଜ୍ରିୱାଲ୍‌ ଆଜି ସକାଳେ ଅମୃତସର ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos