ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗିଲେ ଆଜମ୍ ଖାନ୍

ନୂଆଦିଲ୍ଲୀ: ବିଜେପି ମହିଳା ସାଂସଦ ରମା ଦେବୀଙ୍କୁ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ସମାଜବାଦୀ ପାର୍ଟି ସାସଂଦ ଆଜମ୍ ଖାନ୍। ଆଜି ଲୋକସଭାରେ ସମସ୍ତ ସାଂସଦଙ୍କ ଉପସ୍ଥିତିରେ ସେ କ୍ଷମା ମାଗିଛନ୍ତି। ବାଚସ୍ପତି ଆଗାମୀ ଦିନରେ ସମସ୍ତ ସାଂସଦଙ୍କୁ ସଂସଦରେ କହିବା ବେଳେ ଭାଷା ଉପରେ ସଂଯମ ରଖିବା ପାଇଁ ତାଗିଦ୍ କରିଛନ୍ତି। ଆଜମ୍ ଖାନ୍ କ୍ଷମା ମାଗିବା ପରେ ସାଂସଦ ରମା ଦେବୀ କହିଛନ୍ତି ଆଜମ ଖାନ୍ ଅଭ୍ୟାସଗତ ଭାବେ ମହିଳାଙ୍କ ପ୍ରତି ଅଶାଳୀନ […]

azam khan

azam khan

Subhransu Sekhar
  • Published: Monday, 29 July 2019
  • Updated: 29 July 2019, 01:10 PM IST

Sports

Latest News

ନୂଆଦିଲ୍ଲୀ: ବିଜେପି ମହିଳା ସାଂସଦ ରମା ଦେବୀଙ୍କୁ ଆପତ୍ତିଜନକ ମନ୍ତବ୍ୟ ପାଇଁ କ୍ଷମା ମାଗିଛନ୍ତି ସମାଜବାଦୀ ପାର୍ଟି ସାସଂଦ ଆଜମ୍ ଖାନ୍। ଆଜି ଲୋକସଭାରେ ସମସ୍ତ ସାଂସଦଙ୍କ ଉପସ୍ଥିତିରେ ସେ କ୍ଷମା ମାଗିଛନ୍ତି। ବାଚସ୍ପତି ଆଗାମୀ ଦିନରେ ସମସ୍ତ ସାଂସଦଙ୍କୁ ସଂସଦରେ କହିବା ବେଳେ ଭାଷା ଉପରେ ସଂଯମ ରଖିବା ପାଇଁ ତାଗିଦ୍ କରିଛନ୍ତି।

ଆଜମ୍ ଖାନ୍ କ୍ଷମା ମାଗିବା ପରେ ସାଂସଦ ରମା ଦେବୀ କହିଛନ୍ତି ଆଜମ ଖାନ୍ ଅଭ୍ୟାସଗତ ଭାବେ ମହିଳାଙ୍କ ପ୍ରତି ଅଶାଳୀନ ଭାଷା ବ୍ୟବହାର କରୁଥିବା ଜଣେ  ବ୍ୟକ୍ତି। ସେ ତାଙ୍କୁ କେବେ କ୍ଷମା ଦେବେ ନାହିଁ। ଆଜି ଲୋକସଭାରେ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବାଚସ୍ପତି ଓମ୍ ବିର୍ଲା ସମାଜବାଦୀ ପାର୍ଟି ସାଂସଦ ଅଖିଲେଶ ଯାଦବ ଏବଂ ଆଜମ ଖାନଙ୍କୁ ନେଇ ଏକ ବୈଠକ କରିଥିଲେ। ଏହି ବୈଠକରେ ବିଜେପି ସାଂସଦ ରମା ଦେବୀ ମଧ୍ୟ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ , ଗତ ଗୁରୁବାର ଗୃହରେ ଟ୍ରିପଲ୍ ତଲାକ୍‌ ବିଲ୍ ବାବଦରେ ଆଲୋଚନା ଚାଲିଥିଲା। ଏହି ସମୟରେ ବାଚସ୍ପତିଙ୍କ ଚେୟାରରେ ମହିଳା ସାଂସଦ ରମା ଦେବୀ ବସି ଗୃହରେ ଅଧ୍ୟକ୍ଷତା କରୁଥିଲେ।  ଏହି ସମୟରେ ଆଜମ୍‌ କହିଥିଲେ, “ରମା ଦେବୀ, ଆପଣ ମୋତେ ଏତେ ଭଲ ଲାଗନ୍ତି ଯେ ମୁଁ ଆପଣଙ୍କ ଆଖିରେ ଆଖି ମିଶାଇ କଥା ହେବାକୁ ଚାହେଁ।” ଏହାକୁ ନେଇ ସଂସଦରେ ହଙ୍ଗାମା ହୋଇଥିଲା। ଆଜମ୍‌ କ୍ଷମା ମାଗନ୍ତୁ ବୋଲି ସମସ୍ତେ ଦାବି କରିଥିଲେ। ଅନ୍ୟପକ୍ଷରେ ରମା ଦେବୀ ପ୍ରତିକ୍ରିୟାରେ କହିଥିଲେ, "ଏମିତି କାହାକୁ କ’ଣ କୁହାଯାଏ?" ପରେ ଆଜମ୍‌ ସଫେଇ ଦେଇ ତାଙ୍କୁ କହିଥିଲେ, "ମୁଁ ଆପଣଙ୍କୁ ସମ୍ମାନ କରେ, ଆପଣ ମୋ ଭଉଣୀ ଭଳି।"

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story