ଗଡସେ ଓ ପ୍ରଜ୍ଞା ଠାକୁରଙ୍କ ଭଳି ବ୍ୟକ୍ତି ମଦ୍ରାସାରୁ ତିଆରି ହୁଅନ୍ତି ନାହିଁ: ଆଜମ ଖାନ୍

ରାମପୁର, ୟୁପି: ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ପୁଣି ଚର୍ଚ୍ଚାରେ। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଓ ମଧ୍ୟପ୍ରଦେଶ ଭୋପାଲ ଲୋକସଭାର ବିଜେପି ସାଂସଦ ପ୍ରଜ୍ଞା ଠାକରୁଙ୍କ ଭଳି ବ୍ୟକ୍ତିକୁ ମଦ୍ରାସା ତିଆରି କରେ ନାହିଁ ବୋଲି ଆଜମ ଖାନ୍ କହିଛନ୍ତି। ନିକଟରେ ପ୍ରଧାନମନ୍ତ୍ରୀ କହିଥିଲେ ମାଦ୍ରାସା ଭଳି ଶିକ୍ଷାନୁଷ୍ଠାନକୁ ଆଗାମୀ ଦିନରେ ମୁଖ୍ୟସ୍ରୋତରେ ସାମିଲ କରାଯିବ। ଏହାଦ୍ୱାରା ମୁସଲିମ ସମ୍ପ୍ରଦାୟର ପିଲାମାନେ […]

azam khan

azam khan

Subhransu Sekhar
  • Published: Wednesday, 12 June 2019
  • Updated: 12 June 2019, 12:56 PM IST

Sports

Latest News

ରାମପୁର, ୟୁପି: ବିବାଦୀୟ ମନ୍ତବ୍ୟ ପାଇଁ ଚର୍ଚ୍ଚାରେ ରହୁଥିବା ଉତ୍ତର ପ୍ରଦେଶ ସମାଜବାଦୀ ପାର୍ଟି ସାଂସଦ ଆଜମ ଖାନ୍ ପୁଣି ଚର୍ଚ୍ଚାରେ। ଜାତିର ପିତା ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡ଼ସେ ଓ ମଧ୍ୟପ୍ରଦେଶ ଭୋପାଲ ଲୋକସଭାର ବିଜେପି ସାଂସଦ ପ୍ରଜ୍ଞା ଠାକରୁଙ୍କ ଭଳି ବ୍ୟକ୍ତିକୁ ମଦ୍ରାସା ତିଆରି କରେ ନାହିଁ ବୋଲି ଆଜମ ଖାନ୍ କହିଛନ୍ତି।

ନିକଟରେ ପ୍ରଧାନମନ୍ତ୍ରୀ କହିଥିଲେ ମାଦ୍ରାସା ଭଳି ଶିକ୍ଷାନୁଷ୍ଠାନକୁ ଆଗାମୀ ଦିନରେ ମୁଖ୍ୟସ୍ରୋତରେ ସାମିଲ କରାଯିବ। ଏହାଦ୍ୱାରା ମୁସଲିମ ସମ୍ପ୍ରଦାୟର ପିଲାମାନେ ଦେଶର ବିକାଶରେ ଆଗ ଅପେକ୍ଷା ଅଧିକ ସହଯୋଗ କରିବେ। ଯାହାର ଜବାବରେ ଏହା କହିଛନ୍ତି ଆଜମ୍ ଖାନ୍। ଏଥିସହ ନାଥୁରାମ ଗଡସେ ଭଳି ହତ୍ୟାକାରୀର ଏଜେଣ୍ଡାକୁ ପ୍ରଚାର କରୁଥିବା ବ୍ୟକ୍ତି ଗଣତନ୍ତ୍ରର ଶତ୍ରୁ ବୋଲି ଘୋଷଣା ହେବା ଦରକାର ବୋଲି ସେ କହିଛନ୍ତି।

୨୦୦୮ ମାଲେଗାଁ ବିସ୍ଫୋରଣ ଘଟଣାର ଅଭିଯୁକ୍ତ ପ୍ରଜ୍ଞା ଠାକୁର ଏବେ ସେ ଜାମିନରେ ଅଛନ୍ତି। ନିର୍ବାଚନ ବେଳେ ମହାତ୍ମା ଗାନ୍ଧିଙ୍କ ହତ୍ୟାକାରୀ ନାଥୁରାମ ଗଡସେକୁ ଦେଶପ୍ରେମୀ ବୋଲି କହିଥିଲେ। ପରେ ଏପରି ମନ୍ତବ୍ୟ ପାଇଁ ସମାଲୋଚନାର ଶିକାର ହେବା ପରେ କ୍ଷମା ମାଗିଥିଲେ।

ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ପ୍ରଜ୍ଞା ଠାକୁରଙ୍କ ଏଭଳି ମନ୍ତବ୍ୟକୁ କଡ଼ା ନିନ୍ଦା କରିବା ସହିତ ଜୀବନରେ କେବେ ଏହି ମନ୍ତବ୍ୟ ପାଇଁ ତାଙ୍କୁ କ୍ଷମା ଦେଇପାରିବେ ନାହିଁ ବୋଲି ଏକ ନିର୍ବାଚନୀ ରାଲିରେ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story