ବାବା ରାମଦେବଙ୍କ ପ୍ରଡକ୍ଟ ବ୍ୟବହାର କଲେ ଲାଲୁ

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଆଜି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ୟାଦବଙ୍କୁ ତାଙ୍କ  ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ବାବା ରାମଦେବ ଲାଲୁଙ୍କୁ ଯୋଗ ଶିଖାଇବାକୁ ଆସିଥିବା ଜଣାପଡ଼ିଛି। ବାବା ଲାଲୁଙ୍କୁ କିଛି ପତଞ୍ଜଳି ପ୍ରଡକ୍ଟ ମଧ୍ୟ ଦେଖାଇଛନ୍ତି। ଏହା ସହ କିଛି ଜଡିବୁଟି ଖାଇବାକୁ ଦେଇଛନ୍ତି। ତାଙ୍କ ଶରୀରରେ ଗୋଲ୍ଡ କ୍ରିମ ଲଗାଇବାକୁ ପରାମର୍ଶ ଦେଇଛନ୍ତି। ବାବା ରାମଦେବ କହିଛନ୍ତି, “ଏହି ଗୋଲ୍ଡ କ୍ରିମ୍ ଜଡିବୁଟିରୁ ତିଆରି ହୋଇଛି।  ଆରଜେଡି ପ୍ରମୁଖ ଲାଲୁ ୟାଦବ […]

lalu

lalu

Rakesh Mallick
  • Published: Wednesday, 04 May 2016
  • Updated: 04 May 2016, 09:04 AM IST

Sports

Latest News

ନୂଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଆଜି ଆରଜେଡି ପ୍ରମୁଖ ଲାଲୁ ପ୍ରସାଦ ୟାଦବଙ୍କୁ ତାଙ୍କ  ଦିଲ୍ଲୀ ସ୍ଥିତ ବାସଭବନରେ ଭେଟିଛନ୍ତି। ବାବା ରାମଦେବ ଲାଲୁଙ୍କୁ ଯୋଗ ଶିଖାଇବାକୁ ଆସିଥିବା ଜଣାପଡ଼ିଛି। ବାବା ଲାଲୁଙ୍କୁ କିଛି ପତଞ୍ଜଳି ପ୍ରଡକ୍ଟ ମଧ୍ୟ ଦେଖାଇଛନ୍ତି। ଏହା ସହ କିଛି ଜଡିବୁଟି ଖାଇବାକୁ ଦେଇଛନ୍ତି। ତାଙ୍କ ଶରୀରରେ ଗୋଲ୍ଡ କ୍ରିମ ଲଗାଇବାକୁ ପରାମର୍ଶ ଦେଇଛନ୍ତି।

ବାବା ରାମଦେବ କହିଛନ୍ତି, “ଏହି ଗୋଲ୍ଡ କ୍ରିମ୍ ଜଡିବୁଟିରୁ ତିଆରି ହୋଇଛି।  ଆରଜେଡି ପ୍ରମୁଖ ଲାଲୁ ୟାଦବ ଯୋଗର ବ୍ରାଣ୍ଡ ଆମ୍ବାସେଡର।”

ଲାଲୁ କହିଛନ୍ତି, “ମୋର ଯୋଗଗୁରୁ ରାମଦେବ ବାବାଙ୍କ ସହ କୌଣସି ମନାନ୍ତର ହୋଇନାହିଁ। ମୁଁ ବାବାଙ୍କ ପ୍ରଡକ୍ଟ ବ୍ୟବହାର କରିବି । ମୁଁ ରାମଦେବ ବାବାଙ୍କ  ପରମାନେଣ୍ଟ୍‌ ବ୍ରାଣ୍ଡ ଆମ୍ବାସେଡର ଅଟେ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story