ଯୋଗ ଦିବସରେ ବାବା ରାମଦେବଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ: ମଙ୍ଗଳବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଫରିଦାବାଦରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଗୁରୁ ବାବା ରାମ ଦେବ ବିଶ୍ୱ ରକେର୍ଡ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିବା ଜଣାପଡ଼ିଛି। ଏଥିରେ ୪୦୮ ଜଣ ଲୋକ ଏକାସଙ୍ଗେ ଶୀର୍ଷାସନ କରି ଗିନୀଜ୍‌ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି। ଏହି ସମାରୋହରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଯୋଗ ଦେଇଥିଲେ। ବାବା […]

baba-ramdev

baba-ramdev

Rakesh Mallick
  • Published: Tuesday, 21 June 2016
  • Updated: 21 June 2016, 02:59 PM IST

Sports

Latest News

ନୂଆଦିଲ୍ଲୀ: ମଙ୍ଗଳବାର ସାରା ବିଶ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଫରିଦାବାଦରେ ଆୟୋଜିତ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗ ଗୁରୁ ବାବା ରାମ ଦେବ ବିଶ୍ୱ ରକେର୍ଡ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ ହୋଇଥିବା ଜଣାପଡ଼ିଛି। ଏଥିରେ ୪୦୮ ଜଣ ଲୋକ ଏକାସଙ୍ଗେ ଶୀର୍ଷାସନ କରି ଗିନୀଜ୍‌ ବୁକ୍ ଅଫ୍ ୱାର୍ଲ୍ଡ ରେକର୍ଡରେ ସାମିଲ ହୋଇଛନ୍ତି। ଏହି ସମାରୋହରେ ବିଜେପି ଅଧ୍ୟକ୍ଷ ଅମିତ ଶାହା ମଧ୍ୟ ଯୋଗ ଦେଇଥିଲେ।

ବାବା ରାମ ଦେବ କହିଛନ୍ତି,“ କେବଳ ଗୋଟିଏ ଦିନ ଯୋଗ ଅଭ୍ୟାସ କଲେ ହେବ ନାହିଁ ପ୍ରତିଦିନ ନିଜ  ଜୀବନରେ ଯୋଗକୁ ସାମିଲ କର। ଏହା ଦ୍ୱାରା ଜୀବନରେ ଶାନ୍ତି ମିଳିଥାଏ।”

ଭିନ୍ନ ଭିନ୍ନ ସ୍ଥାନରେ ସେଲିବ୍ରେଟିମାନେ ଯୋଗ ଦିବସ ସମାରୋହରେ ଅଂଶ ଗ୍ରହଣ କରି ସୁସ୍ଥ ଜୀବନ ଯାପନର  ସନ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଚଣ୍ଡିଗଡ଼ରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେହିପରି ବିସିସିଆଇ ଅଧ୍ୟକ୍ଷ ଅନୁରାଗ ଠାକୁର ଓ କ୍ରିକେଟର୍ ହରଭଜନ୍ ସିଂ ଧର୍ମଶାଳର କ୍ରିକେଟ୍ ଷ୍ଟାଡିୟମ୍‌ରେ ଯୋଗ ଦିବସ ପାଳନ କରିଥିଲେ। ପାଟଣାରେ କେନ୍ଦ୍ରମନ୍ତ୍ରୀ ଗିରିରଡ ସିଂହ ଯୋଗ ଦିବସ କାର୍ଯ୍ୟକ୍ରମରେ ଯୋଗର ଅଭ୍ୟାସ କରିଥିଲେ। କାନପୁରରେ ପ୍ରତିରକ୍ଷାମନ୍ତ୍ରୀ ମନୋହର ପାରିକର ହଜାର ହଜାର ଲୋକଙ୍କ ସହ ଯୋଗ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story