ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସରେ ନିଅାଁ

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ମଙ୍ଗଳବାର ଦୁଇଟି ଟ୍ରେନରେ ନିଅାଁ ଲାଗିଯାଇଛି। ଟ୍ରେନ୍ ଦୁଇଟି ହେଉଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଓ ସାଲଦା ରାଜଧାନୀ ଏକ୍ସପ୍ରେସ। ଦୁଇଟି ଟ୍ରେନର ୬ଟି ବଗିରେ ନିଅାଁ ଲାଗି ଯାଇଥିବା ବେଳେ ୧୬ଟି ଦମକଳ ନିଅାଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଦୁଇଟି ଏସି ବଗିରେ ନିଅାଁ ଲାଗିଥିବା ବେଳେ ସାଲଦା ରାଜଧାନୀ ଏକ୍ସପ୍ରେସର ତିନୋଟି ଏସି ବଗି ସହିତ ଏକ ପେଣ୍ଟ୍ରି କାରରେ ନିଅାଁ ଲାଗିଯାଇଛି। […]

Capture2

Rakesh Mallick
  • Published: Tuesday, 21 April 2015
  • , Updated: 21 April 2015, 08:55 AM IST

ନୂଆଦିଲ୍ଲୀ: ନୂଆଦିଲ୍ଲୀ ରେଳ ଷ୍ଟେସନରେ ମଙ୍ଗଳବାର ଦୁଇଟି ଟ୍ରେନରେ ନିଅାଁ ଲାଗିଯାଇଛି। ଟ୍ରେନ୍ ଦୁଇଟି ହେଉଛି ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ଓ ସାଲଦା ରାଜଧାନୀ ଏକ୍ସପ୍ରେସ। ଦୁଇଟି ଟ୍ରେନର ୬ଟି ବଗିରେ ନିଅାଁ ଲାଗି ଯାଇଥିବା ବେଳେ ୧୬ଟି ଦମକଳ ନିଅାଁ ଲିଭାଇବା କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସର ଦୁଇଟି ଏସି ବଗିରେ ନିଅାଁ ଲାଗିଥିବା ବେଳେ ସାଲଦା ରାଜଧାନୀ ଏକ୍ସପ୍ରେସର ତିନୋଟି ଏସି ବଗି ସହିତ ଏକ ପେଣ୍ଟ୍ରି କାରରେ ନିଅାଁ ଲାଗିଯାଇଛି। ଟ୍ରେନ ଦୁଇଟିକୁ ଧୋଇବା ପାଇଁ ପାର୍କି କରାଯାଇଥିବା ବେଳେ ନିଅାଁ ଲାଗିଯାଇଥିଲା। ସେତେବେଳେ ଟ୍ରେନ ୨ଟିରେ କୌଣସି ଯାତ୍ରୀ ନ ଥିଲେ। ତେବେ ନିଅାଁ ଲିଭା ଜାରି ରହିଥିବା ବେଳେ ନିଅାଁ ଲାଗିବାର କାରଣ ସଂପର୍କରେ ଜଣାପଡ଼ିନାହିଁ।

Related story