ରିଆ ଚକ୍ରବର୍ତ୍ତୀଙ୍କ ସମର୍ଥନରେ ଓହ୍ଲାଇଲା କଂଗ୍ରେସ

କୋଲକାତା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ଆଉ ବଲିଉଡରେ ସୀମିତ ହୋଇ ରହିନାହିଁ। ଦେଶର ପ୍ରସଙ୍ଗ ସହିତ ରାଜନୀତିକ ପ୍ରସଙ୍ଗ ପାଲଟି ସାରିଛି। ଏହି ମାମଲାର ସିବିଆଇ ଏବେ ତଦନ୍ତ କରୁଛି। ସୁଶାନ୍ତଙ୍କ ପ୍ରେମିକା କିନ୍ତୁ ଡ୍ରଗ୍ସ ବ୍ୟବସାୟ ମାମଲାରେ ଗିରଫ ହୋଇଛନ୍ତି। ସୁଶାନ୍ତ ବିହାରର ରାଜପୁତ ପରିବାରର ହୋଇଥିବା ବେଳେ ତାଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ବ୍ରାହ୍ମଣ ପରିବାରର ଝିଅ। ଏହାରି ଭିତରେ ଶନିବାର କୋଲକାତାରେ ପଶ୍ଚିମବଙ୍ଗର କଂଗ୍ରେସ ରିୟା ଚକ୍ରବର୍ତ୍ତୀଙ୍କ […]

congress on rhea

congress on rhea

Subhransu Sekhar
  • Published: Sunday, 13 September 2020
  • Updated: 13 September 2020, 02:40 PM IST

Sports

Latest News

କୋଲକାତା: ସୁଶାନ୍ତ ସିଂ ରାଜପୁତ ମୃତ୍ୟୁ ମାମଲା ଏବେ ଆଉ ବଲିଉଡରେ ସୀମିତ ହୋଇ ରହିନାହିଁ। ଦେଶର ପ୍ରସଙ୍ଗ ସହିତ ରାଜନୀତିକ ପ୍ରସଙ୍ଗ ପାଲଟି ସାରିଛି। ଏହି ମାମଲାର ସିବିଆଇ ଏବେ ତଦନ୍ତ କରୁଛି। ସୁଶାନ୍ତଙ୍କ ପ୍ରେମିକା କିନ୍ତୁ ଡ୍ରଗ୍ସ ବ୍ୟବସାୟ ମାମଲାରେ ଗିରଫ ହୋଇଛନ୍ତି। ସୁଶାନ୍ତ ବିହାରର ରାଜପୁତ ପରିବାରର ହୋଇଥିବା ବେଳେ ତାଙ୍କ ପ୍ରେମିକା ରିଆ ଚକ୍ରବର୍ତ୍ତୀ ପଶ୍ଚିମବଙ୍ଗର ବ୍ରାହ୍ମଣ ପରିବାରର ଝିଅ।

ଏହାରି ଭିତରେ ଶନିବାର କୋଲକାତାରେ ପଶ୍ଚିମବଙ୍ଗର କଂଗ୍ରେସ ରିୟା ଚକ୍ରବର୍ତ୍ତୀଙ୍କ ସମର୍ଥନରେ ବାହାରିଛି। ରିଆଙ୍କ ଗିରଫକୁ ବିରୋଧ କରି କଂଗ୍ରେସ ରାଲି କରିଛି।

କେନ୍ଦ୍ରୀୟ କୋଲକାତାରେ ପଶ୍ଚିମବଙ୍ଗ ପ୍ରଦେଶ କଂଗ୍ରେସ କମିଟିର ଅଫିସରୁ ଏହି ଆନ୍ଦୋଳନ ରାଲି ଆରମ୍ଭ ହୋଇଥିଲା। ଏଥିରେ ଶହ ଶହ କଂଗ୍ରେସ କର୍ମୀ ସାମିଲ୍ ହୋଇଥିଲେ। ଏମିତିକି ଅନେକ ଜିଲ୍ଲାରେ କଂଗ୍ରେସ ସମାନ ରାଲି କରିଛି।

ତଦନ୍ତ ନାଁରେ ପଶ୍ଚିମବଙ୍ଗର ଝିଅକୁ ଫସାଇ ଦିଆଯାଇଛି ବୋଲି କଂଗ୍ରେସ ନେତା କହିଛନ୍ତି। କର୍ମୀମାନେ ସ୍ଲୋଗାନ ନାରାବାଜି କରିବା ସହିତ ରିଆଙ୍କ ସମର୍ଥନରେ ପ୍ଲାକାର୍ଡ ଧରିଥିଲେ। ସେ ନ୍ୟାୟ ପାଇବା ପର୍ଯ୍ୟନ୍ତ କଂଗ୍ରେସ କର୍ମୀ ବିରୋଧ ପ୍ରଦର୍ଶନ କରିବେ ବୋଲି କହିଛନ୍ତି।

ଲୋକସଭାରେ କଂଗ୍ରେସ ଦଳର ନେତା ତଥା ପଶ୍ଚିମବଙ୍ଗ କଂଗ୍ରେସର ସଭାପତି ଆଧୀର ରଂଜନ ଚୌଧୁରୀ ରିଆ ଚକ୍ରବର୍ତ୍ତୀଙ୍କୁ “ବେଙ୍ଗାଲି ବ୍ରାହ୍ମଣ” ବୋଲି କହିବାର ତିନି ଦିନ ପରେ କଂଗ୍ରେସ ଏଭଳି ରାଲି କରିଛି।

ପଶ୍ଚିମବଙ୍ଗ କଂଗ୍ରେସ ଏହାକୁ ନେଇ ଟ୍ୱିଟ୍ ମଧ୍ୟ କରିଛି  “ବଙ୍ଗଳାର ଝିଅ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ରାଜନୀତିକ ଷଡ଼ଯନ୍ତ୍ର ଏବଂ ପ୍ରତିଶୋଧ ପରାୟଣ ଆଚରଣକୁ ବରଦାସ୍ତ କରାଯିବ ନାହିଁ"।

https://twitter.com/INCWestBengal/status/1304762003773255683

ବୁଧବାର ଅଧୀର କହିଥିଲେ ଯେ ରାଜପୁତ ଜଣେ ଭାରତୀୟ ଅଭିନେତା, କିନ୍ତୁ “ବିଜେପି ତାଙ୍କୁ ବିହାରୀ ଅଭିନେତା ଭାବରେ ପରିଣତ କରିଛି” କେବଳ ନିର୍ବାଚନୀ ଫାଇଦା ପାଇଁ ଏଭଳି କରିଛି। ତେବେ ଅଧୀର ରଞ୍ଜନ ଚୌଧୁରୀଙ୍କ ଅଭିଯେୋଗକୁ ବିଜେପି ଖଣ୍ଡନ କରିଥିଲାା ବିହାର ଉପମୁଖ୍ୟମନ୍ତ୍ରୀ ତଥା ରାଜ୍ୟର ବିଜେପିର ପ୍ରମୁଖ ନେତା ସୁଶୀଲ ମୋଦି କହିଥିଲେ, ସୁଶାନ୍ତ ସିଂହ ରାଜପୁତ ବିଜେପିର ନିର୍ବାଚନୀ ଏଜେଣ୍ଡାରେ ନାହିଁ। ବିରୋଧୀ ଏଭଳି କହି ବିଜେପିକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story