ନାରଦା ଷ୍ଟିଙ୍ଗ୍ ଅପରେସନ୍: ମୁକୁଲ ରୟ ଓ ଆଇପିଏସ ମିର୍ଜାଙ୍କୁ ମୁହାଁମୁହିଁ ଜେରା

ନୂଆଦିଲ୍ଲୀ: ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ସିବିଆଇ ଆଜି ପୂର୍ବତନ ଟିଏମସି ନେତା ତଥା ଏବେର ବିଜେପି ନେତା ମୁକୁଲ ରୟ ଏବଂ ଗିରଫ ହୋଇଥିବା ଆଇପିଏସ୍ ଅଫିସର ଏସଏମଏଚ ମିର୍ଜାଙ୍କୁ ସାମ୍ନାସାମ୍ନି କରାଇଛି। ଆଜି ମୁକୁଲ ରୟଙ୍କ ଘରଙ୍କୁ ଆଇପିଏସ ମିର୍ଜାଙ୍କୁ ଆଣି ସିବିଆଇ ଦୁଇ ଜଣଙ୍କୁ ଅନେକ ପ୍ରସଙ୍ଗରେ ପଚରାଉଚରା କରିଛି। ଯାହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି। ୨୦୧୪ ମସିହା ଏହି ଷ୍ଟିଙ୍ଗ୍ ଅପରେସନ ବେଳେ ବର୍ଦ୍ଦମାନ ଜିଲ୍ଲା ପୁଲିସର ମୁଖ୍ୟ ଥିଲେ […]

mukul-roy

mukul-roy

Subhransu Sekhar
  • Published: Sunday, 29 September 2019
  • Updated: 29 September 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ନାରଦା ଷ୍ଟିଙ୍ଗ୍ ଅପରେସନ ମାମଲାରେ ସିବିଆଇ ଆଜି ପୂର୍ବତନ ଟିଏମସି ନେତା ତଥା ଏବେର ବିଜେପି ନେତା ମୁକୁଲ ରୟ ଏବଂ ଗିରଫ ହୋଇଥିବା ଆଇପିଏସ୍ ଅଫିସର ଏସଏମଏଚ ମିର୍ଜାଙ୍କୁ ସାମ୍ନାସାମ୍ନି କରାଇଛି। ଆଜି ମୁକୁଲ ରୟଙ୍କ ଘରଙ୍କୁ ଆଇପିଏସ ମିର୍ଜାଙ୍କୁ ଆଣି ସିବିଆଇ ଦୁଇ ଜଣଙ୍କୁ ଅନେକ ପ୍ରସଙ୍ଗରେ ପଚରାଉଚରା କରିଛି। ଯାହାର ଭିଡିଓ ରେକର୍ଡିଂ ମଧ୍ୟ କରାଯାଇଛି। ୨୦୧୪ ମସିହା ଏହି ଷ୍ଟିଙ୍ଗ୍ ଅପରେସନ ବେଳେ ବର୍ଦ୍ଦମାନ ଜିଲ୍ଲା ପୁଲିସର ମୁଖ୍ୟ ଥିଲେ ଏସଏମଏଚ ମିର୍ଜା।

ଗତ ସପ୍ତାହରେ ଏସଏମଏଚ ମିର୍ଜାଙ୍କୁ ଗିରଫ କରିଥିଲା ସିବିଆଇ। ଏବେ ସେ ସେପ୍ଚେମ୍ୱର ୩୦ ଯାଏ ସିବିଆଇ ହେପାଜତରେ ରହିଛନ୍ତି।

ଏହି ଷ୍ଟିଙ୍ଗ୍ ଅପରେସନରେ ସେତେବେଳେ ୭ ଟିଏମସି ସାଂସଦ ସଂସଦରେ ଲାଞ୍ଚ ନେଇଥିବା ଜଣାପଡ଼ିଥିଲା। ସେମାନେ ହେଲେ ସୌଗତ ରୟ, ଶୁଭେନ୍ଦୁ ଅଧିକାରୀ, ପ୍ରସୁନ୍ନ ବାନାର୍ଜୀ, କାକଳି ଘୋଷ ଦସ୍ତିଦାର ଏବଂ ଅପରୁପା ପୋଦ୍ଦାର, ସୁଲତାନ ଅହମଦ, ମୁକୁଲ ରୟ। ଏହାପରେ ସୁଲତାନଙ୍କର ଦେହାନ୍ତ ହୋଇଥିବା ବେଳେ ମୁକୁଲ ରୟ ଟିଏମସି ଛାଡ଼ି ବିଜେପିରେ ସାମିଲ୍ ହୋଇଥିଲେ।

ସିବିଆଇ ଏହି ମାମଲାରେ ମୁକୁଲଙ୍କ ପ୍ରତି ଆନୁଗତ୍ୟ ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇ ଆସୁଥିଲା। ୨୦୧୯ ଅଗଷ୍ଟ ୧୮ରେ କିନ୍ତୁ ସିବିଆଇ ମୁକୁଲ ରୟଙ୍କୁ ବିଭିନ୍ନ ସଂକ୍ରାନ୍ତରେ ପଚରାଉଚରା କରିଥିଲା। ଏହି ଲାଞ୍ଚ କାରବାରରେ ତାଙ୍କୁ ଲାଞ୍ଚ ଯଚା ଯାଇନଥିଲା କି ସେ ଲାଞ୍ଚ ନେଇନଥିଲେ ବୋଲି କହିଛନ୍ତି ମୁକୁଲ ରୟ। ଏମିତିକି ଷ୍ଟିଙ୍ଗ୍ ଅପରେସନରେ ଯେଉଁ ଭିଡିଓ ଦେଖିବାକୁ ମିଳୁଛି ସେଥିରେ ତାଙ୍କ ଉପସ୍ଥିତି ଦେଖିବାକୁ ମିଳିନାହିଁ। ମୋ ପାଖକୁ ଯେଉଁ ବ୍ୟକ୍ତି ଜଣଙ୍କ ଆସିଥିଲେ ସେ ଜମି ବ୍ୟବସାୟ ନେଇ ଆସିଥିଲେ। ଏ ନେଇ ସେ ମିର୍ଜାଙ୍କୁ ଭେଟିବାକୁ ଚାହୁଁଥିଲେ ବୋଲି ମୁକୁଲ ରୟ କହିଛନ୍ତି।

ଏକଦା ମମତାଙ୍କ ଘନିଷ୍ଠ ଥିବା ମୁକୁଲ ରୟ ଗତକାଲି ମଧ୍ୟ ସିବିଆଇରେ ଏହି ପ୍ରସଙ୍ଗରେ ହାଜର ହୋଇଥିଲେ। ଏହି ଷ୍ଟିଙ୍ଗ ଅପରେସନ୍‌ ୨୦୧୪ ମସିହାରେ କରାଯାଇଥିଲା ଏବଂ ୨୦୧୬ ମସିହାରେ ଭିଡିଓ ସାମ୍ନାକୁ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story