ପୂଜା ମଣ୍ଡପକୁ ଲୋକଙ୍କ ପାଇଁ ନୋ-ଏଣ୍ଟ୍ରି ଜୋନ୍ ଘୋଷଣା କଲେ କୋର୍ଟ

କୋଲକାତା: ଶାରଦୀୟ ଦୁର୍ଗା ପୂଜା ମଣ୍ଡପକୁ କ୍ୟାଲକାଟା ହାଇକୋର୍ଟ ପୂଜା ମଣ୍ଡପ ଗୁଡ଼ିକୁ ନୋ-ଏଣ୍ଟ୍ରି ଜୋନ ଘୋଷଣା କରିଛନ୍ତି। ଏହାର ଅର୍ଥ କୌଣସି ପୂଜା ପେଣ୍ଡାଲକୁ ଲୋକମାନେ ଯାଇପାରିବେ ନାହିଁ। ବେଙ୍ଗଲର ସବୁଠାରୁ ବଡ଼ ଉତ୍ସବ ହେଉଛି ଦୁର୍ଗା ପୂଜା। ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ବିଭିନ୍ନ ମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରନ୍ତି। ତେବେ ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି। କୋର୍ଟ କହିଛନ୍ତି, ଲୋକମାନେ କୌଣସି ପେଣ୍ଡାଲକୁ ଯାଇ ପାରିବେ […]

v

v

Hemant Lenka
  • Published: Monday, 19 October 2020
  • Updated: 19 October 2020, 05:30 PM IST

Sports

Latest News

କୋଲକାତା: ଶାରଦୀୟ ଦୁର୍ଗା ପୂଜା ମଣ୍ଡପକୁ କ୍ୟାଲକାଟା ହାଇକୋର୍ଟ ପୂଜା ମଣ୍ଡପ ଗୁଡ଼ିକୁ ନୋ-ଏଣ୍ଟ୍ରି ଜୋନ ଘୋଷଣା କରିଛନ୍ତି। ଏହାର ଅର୍ଥ କୌଣସି ପୂଜା ପେଣ୍ଡାଲକୁ ଲୋକମାନେ ଯାଇପାରିବେ ନାହିଁ। ବେଙ୍ଗଲର ସବୁଠାରୁ ବଡ଼ ଉତ୍ସବ ହେଉଛି ଦୁର୍ଗା ପୂଜା। ପ୍ରତିବର୍ଷ ଲକ୍ଷଲକ୍ଷ ଲୋକ ବିଭିନ୍ନ ମଣ୍ଡପକୁ ଯାଇ ମା’ଙ୍କ ଦର୍ଶନ କରନ୍ତି। ତେବେ ଚଳିତ ବର୍ଷ କରୋନାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ କହିଛନ୍ତି, ଲୋକମାନେ କୌଣସି ପେଣ୍ଡାଲକୁ ଯାଇ ପାରିବେ ନାହିଁ। କେବଳ ଆୟୋଜକମାନେ ହିଁ ସେଠାରେ ରହିପାରିବେ। ବଡ଼ ପୂଜା ମଣ୍ଡପରେ ସର୍ବାଧିକ ୨୫ ଜଣ ଓ ଛୋଟ ମଣ୍ଡପରେ ୧୫ ଜଣ ଲୋକ ଉପସ୍ଥିତ ରହିପାରିବେ। ସମସ୍ତ ମଣ୍ଡପର ପ୍ରବେଶ ପଥରେ ବ୍ୟାରିକେଡ ରହିବ। ଛୋଟ ମଣ୍ଡପରେ ଦୂରତା ୫ ମିଟିର ଓ ବଡ଼ ମଣ୍ଡପରେ ଦୂରତା ୧୦ ମିଟର ରହିବ। କୋଲକାତାରେ ୩୦ ହଜାରରୁ ଅଧିକ ମଣ୍ଡପ ରହିଛି। ହେଲେ ଏଠାରେ ଭିଡ଼ ନିୟନ୍ତ୍ରଣ ପାଇଁ ସେତିକି ପରିମାଣର ପୁଲିସ୍ ବାହିନୀ ନାହାନ୍ତି ବୋଲି କୋର୍ଟ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story