ମା’ ଗାଳି ଦେବାରୁ ମେଟ୍ରୋ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲା ପୁଅ

ବେଙ୍ଗାଲୁରୁ: ସ୍କୁଲକୁ ଡେରିରେ ଯିବାକୁ ନେଇ ମା’ ଗାଳି ଦେବାରୁ ମେଟ୍ରୋ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଜଣେ ଛାତ୍ର। ସୌଭାଗ୍ୟ ବଶଃତ ସେ ବଞ୍ଚିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବେଙ୍ଗାଲୁରୁ ସ୍ଥିତ ନ୍ୟାସ୍‌ନାଲ୍‌ ଇନିଷ୍ଟଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ୍‌ ଆଣ୍ଡ୍ ନ୍ୟୁରୋ ସାଇନ୍ସରେ ଭର୍ତ୍ତି କରାଯାଇଛି। ଘଟଣାଟି କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ସହରର। ଆଉ ଏଭଳି ପଦକ୍ଷେପ ନେଇଥିବା ଛାତ୍ର ଜଣଙ୍କ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଏହି ଛାତ୍ରଙ୍କ ବାପାମା’ ହେଉଛନ୍ତି ଟେଲର୍‌। […]

66688888888888

66688888888888

Tapaswini Nayak
  • Published: Saturday, 12 January 2019
  • Updated: 12 January 2019, 11:54 AM IST

Sports

Latest News

ବେଙ୍ଗାଲୁରୁ: ସ୍କୁଲକୁ ଡେରିରେ ଯିବାକୁ ନେଇ ମା’ ଗାଳି ଦେବାରୁ ମେଟ୍ରୋ ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଜଣେ ଛାତ୍ର। ସୌଭାଗ୍ୟ ବଶଃତ ସେ ବଞ୍ଚିଯାଇଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ବେଙ୍ଗାଲୁରୁ ସ୍ଥିତ ନ୍ୟାସ୍‌ନାଲ୍‌ ଇନିଷ୍ଟଚ୍ୟୁଟ୍‌ ଅଫ୍‌ ମେଣ୍ଟାଲ୍‌ ଆଣ୍ଡ୍ ନ୍ୟୁରୋ ସାଇନ୍ସରେ ଭର୍ତ୍ତି କରାଯାଇଛି।

ଘଟଣାଟି କର୍ଣ୍ଣାଟକାର ରାଜଧାନୀ ବେଙ୍ଗାଲୁରୁ ସହରର। ଆଉ ଏଭଳି ପଦକ୍ଷେପ ନେଇଥିବା ଛାତ୍ର ଜଣଙ୍କ ଦଶମ ଶ୍ରେଣୀରେ ପାଠ ପଢ଼ନ୍ତି। ଏହି ଛାତ୍ରଙ୍କ ବାପାମା’ ହେଉଛନ୍ତି ଟେଲର୍‌।
ଘଟଣା ସଂପର୍କରେ ସୂଚନା ପାଇବା ପରେ କର୍ଣ୍ଣାଟକା ମୁଖ୍ୟମନ୍ତ୍ରୀ ଏଚ୍‌.ଡି କୁମାରସ୍ୱାମୀ ଡାକ୍ତରଖାନାରେ ପହଞ୍ଚି ତାଙ୍କ ଅବସ୍ଥା ସଂପର୍କରେ ପଚାରି ବୁଝିଥିଲେ। ଛୋଟ କଥାରେ ଛାତ୍ର ଜଣଙ୍କ

ଏତେବଡ଼ ପଦକ୍ଷେପ ନେବା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ସେ କହିଛନ୍ତି।
ତେବେ ଏଭଳି ଘଟଣା କିଛି ନୂଆ ନୁହେଁ। ପୂର୍ବରୁ ଦେଶର ରାଜଧାନୀ ନୂଆଦିଲ୍ଲୀରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ଦିଲ୍ଲୀର ଇନ୍ଦ୍ରପୁରୀ ଅଞ୍ଚଳର ଜଣେ ସପ୍ତମ ଶ୍ରେଣୀ ଛାତ୍ର ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିଲେ। ତା’ପୂର୍ବରୁ ସିଭିଲ୍ ସର୍ଭିସ୍ ପାଇଁ ପ୍ରସ୍ତୁତି କରୁଥିବା ଜଣେ ୨୩ ବର୍ଷୀୟ ଛାତ୍ର କରୋଲ ବାଗ ଷ୍ଟେସନ୍‌ରେ ମେଟ୍ରୋ ଟ୍ରେନ୍ ସମ୍ମୁଖକୁ ଡେଇଁ ଆତ୍ମହତ୍ୟା କରିଥିବା ଖବର ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story