ପ୍ଲାଷ୍ଟିକରୁ ତିଆରି ହେଲା ରାସ୍ତା

ବେଙ୍ଗାଲୁରୁ: ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। କାରଣ ଏହା ମାଟିରେ ମିଶୁ ନାହିଁ। ଫଳରେ ପରିବେଶ ପ୍ରଦୂଷଣ ହେଉଛି। କିନ୍ତୁ ଏହି ପ୍ଲାଷ୍ଟିକରୁ ମୁକୁଳିବା ପାଇଁ ଏବେ ନୂଆ ରାସ୍ତା ବାହାରିଛି। ବେଙ୍ଗାଲୁରୁର ଦ୍ୱିତୀୟ ବିମାନ ବନ୍ଦର ନିକଟରେ ହେଉଥିବା ରାସ୍ତା ଅଳିଆ ଗଦାରେ ପଡ଼ିଥିବା ପ୍ଲାଷ୍ଟିକରୁ ତିଆରି ହୋଇଛି। ୧ କିଲୋମିଟର ରାସ୍ତାରେ ପାଖାପାଖି ୧ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ପ୍ଲାଷ୍ଟିକର ପିରମାଣ ୭ ପ୍ରତିଶତ […]

plastic used in road construction

plastic used in road construction

Subhransu Sekhar
  • Published: Friday, 27 September 2019
  • Updated: 29 September 2019, 08:12 AM IST

Sports

Latest News

ବେଙ୍ଗାଲୁରୁ: ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ଏବେ ଜୋରଦାର ପ୍ରୟାସ ଚାଲିଛି। କାରଣ ଏହା ମାଟିରେ ମିଶୁ ନାହିଁ। ଫଳରେ ପରିବେଶ ପ୍ରଦୂଷଣ ହେଉଛି। କିନ୍ତୁ ଏହି ପ୍ଲାଷ୍ଟିକରୁ ମୁକୁଳିବା ପାଇଁ ଏବେ ନୂଆ ରାସ୍ତା ବାହାରିଛି।

ବେଙ୍ଗାଲୁରୁର ଦ୍ୱିତୀୟ ବିମାନ ବନ୍ଦର ନିକଟରେ ହେଉଥିବା ରାସ୍ତା ଅଳିଆ ଗଦାରେ ପଡ଼ିଥିବା ପ୍ଲାଷ୍ଟିକରୁ ତିଆରି ହୋଇଛି। ୧ କିଲୋମିଟର ରାସ୍ତାରେ ପାଖାପାଖି ୧ ଟନ୍ ପ୍ଲାଷ୍ଟିକ୍ ବ୍ୟବହାର ହୋଇଥିବା ଜଣାପଡ଼ିଛି। ପ୍ଲାଷ୍ଟିକର ପିରମାଣ ୭ ପ୍ରତିଶତ ରହୁଥିବାବେଳେ ୯୩ ପ୍ରତିଶତ ବିଟୋମେନ୍ ଏବଂ ଅନ୍ୟାନ୍ୟ ସାମଗ୍ରୀ ରହିଛି। ଯେଉଁ ପ୍ଲାଷ୍ଟିକ ଏହି ରାସ୍ତା କାମରେ ବ୍ୟବହାର ହୋଇଛି ସେଗୁଡ଼ିକ ହେଲା କ୍ଷୀର ପଲିଥିନ୍, ଚକଲେଟ୍ ଜରି ଭଳି ଅନ୍ୟାନ୍ୟ ପ୍ଲାଷ୍ଟିକ ସାମଗ୍ରୀ। ରାସ୍ତା ତିଆରିରେ ପ୍ଲାଷ୍ଟିକ ବ୍ୟବହାର ହେବା ଫଳରେ ରାସ୍ତା ନିର୍ମାଣର ଖର୍ଚ୍ଚ ମଧ୍ୟ କମିଯାଇଛି ବୋଲି ଜଣାପଡ଼ିଛି।

ତେବେ କଂକ୍ରିଟ ରାସ୍ତା ଭଳି ପ୍ଲାଷ୍ଟିକରୁ ତିଆରି ହେଉଥିବା ରାସ୍ତା ଟିକିଏ ଅଲଗା। ଭାରତରେ ପ୍ରଥମେ ଏହି ରାସ୍ତା ଝାଡ଼ଖଣ୍ଡର ଜାମସେଦପୁରରେ ତିଆରି ହୋଇଥିଲା। ଏହାପରେ ଏବେ ବେଙ୍ଗାଲୁରୁ ବିମାନ ବନ୍ଦର ନିକଟରେ ତିଆରି ହେଉଛି। ସାରା ବିଶ୍ୱରେ ପ୍ରଥମେ ପ୍ଲାଷ୍ଟିକରୁ ରାସ୍ତା ଅଷ୍ଟ୍ରେଲିଆର ନ୍ୟୁ ସାଉଥ ଓ୍ୱେଲସରେ ତିଆରି ହୋଇଥିଲା। ଏହାପରେ ଇଣ୍ଡୋନେସିଆ, ଭାରତ, ବ୍ରିଟେନ୍ ଏବଂ ଆମେରିକା ସହିତ ଅନ୍ୟାନ୍ୟ ଦେଶ ପ୍ଲାଷ୍ଟିକରୁ ରାସ୍ତା ତିଆରି କରୁଛନ୍ତି।

ଇଣ୍ଡୋନେସିଆର ବଳି, ସୁରବୟା, ବେକସି, ମକସ୍ସର, ସୋଲୋ ଏବଂ ଟନଗେଗରଙ୍ଗ ସହରରେ ପ୍ଲାଷ୍ଟିକରୁ ରାସ୍ତା ତିଆରି ହୋଇଥିବା ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story