୪ ଜଣରେ ଜଣେ ମଦ ପିଇଲେ ଗଣ୍ଡଗୋଳ କରନ୍ତି: ସର୍ଭେ

ନୂଆଦିଲ୍ଲୀ: ମଦ ପିଇବା କଥା ଆସିବା ମାତ୍ରେ ଗଣ୍ଡଗୋଳ କଥା ଆପେ ଆସିଯାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରି ଏକ ସର୍ଭେରୁ ଜଣାପଡ଼ିଛି ୪ ଜଣରେ ଜଣେ ମଦ ପିଇବା ପରେ ହାତାହାତି ସ୍ଥିତିକୁ ଚାଲିଆସନ୍ତି। ମଦ ପିଇ ହୋ ହଲ୍ଲା କରିବା ଏବଂ ଗଣ୍ଡଗୋଳ କରିବା ବଲିଉଡ୍‌ ଫିଲ୍ମର ଦୃଶ୍ୟ ପରି ମନେ ହେଉଥିଲେ ହେଁ, ଭାରତରେ ବାସ୍ତବରେ ଏଭଳି ଘଟଣା ସବୁ ଘଟୁଛି। ଅନ୍ୟପକ୍ଷରେ ଭାରତୀୟଙ୍କ ମଦ ପିଇବା ଅଭ୍ୟାସ ବାବଦରେ […]

drinks

drinks

Subrat Kumar Nayak
  • Published: Saturday, 21 December 2019
  • Updated: 21 December 2019, 06:15 PM IST

Sports

Latest News

ନୂଆଦିଲ୍ଲୀ: ମଦ ପିଇବା କଥା ଆସିବା ମାତ୍ରେ ଗଣ୍ଡଗୋଳ କଥା ଆପେ ଆସିଯାଏ। ତେବେ ଏହି କଥାକୁ ସତ ପ୍ରମାଣିତ କରି ଏକ ସର୍ଭେରୁ ଜଣାପଡ଼ିଛି ୪ ଜଣରେ ଜଣେ ମଦ ପିଇବା ପରେ ହାତାହାତି ସ୍ଥିତିକୁ ଚାଲିଆସନ୍ତି। ମଦ ପିଇ ହୋ ହଲ୍ଲା କରିବା ଏବଂ ଗଣ୍ଡଗୋଳ କରିବା ବଲିଉଡ୍‌ ଫିଲ୍ମର ଦୃଶ୍ୟ ପରି ମନେ ହେଉଥିଲେ ହେଁ, ଭାରତରେ ବାସ୍ତବରେ ଏଭଳି ଘଟଣା ସବୁ ଘଟୁଛି।

ଅନ୍ୟପକ୍ଷରେ ଭାରତୀୟଙ୍କ ମଦ ପିଇବା ଅଭ୍ୟାସ ବାବଦରେ ମଧ୍ୟ ସେଭଳି କିଛି ତଥ୍ୟ ଆସିଛି। ପ୍ରତି ୨ ଜଣରେ ଜଣେ ଥରକେ ୪ଟି ଡ୍ରିଙ୍କସ୍‌ ବା ୪ ପେଗ୍‌ ପିଇଥା’ନ୍ତି। ପ୍ରାୟ ୪୩% ପ୍ରତିଶତ ମଦ୍ୟପ ଏହି କାଟାଗୋରୀରେ ଆସନ୍ତି।

ଏହା କୌଣସି ଅନଲାଇନ୍‌ ସାଧାରଣ ସର୍ଭେ ନୁହେଁ, ବରଂ ଜାତୀୟ ସ୍ତରରେ ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡ଼ିଛି।

ଆଉ ସବୁଠାରୁ ବଡ଼ କଥା ହେଉଛି ବିଦେଶୀ ମଦର ପ୍ରାବଲ୍ୟ ମଧ୍ୟରେ ଦେଶୀ ମଦ ନିଜର ଦବ୍‌ଦବା ବଜାୟ ରଖିଛି। ପ୍ରତି ୩ ଜଣରେ ଜଣେ ଭାରତୀୟ ନିଶା କରିବା ପାଇଁ ଦେଶୀ ମଦ ଉପରେ ନିର୍ଭରଶୀଳ। ମାତ୍ର ୪% ଲୋକ ୱାଇନ୍‌ ପିଉଥିବାବେଳେ ବିୟର ପିଉଥିବା ଲୋକଙ୍କ ସଂଖ୍ୟା ୨୧%। ୨୧%ରୁ ୧୨% ଷ୍ଟ୍ରଙ୍ଗ ବିୟର ଏବଂ ୯% ଲାଇଟ୍‌ ବିୟର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story