'କୋଭାକ୍ସିନ ଟିକା ନେଇ ଗୁରୁତର ଅସୁସ୍ଥ ହେଲେ କ୍ଷତିପୂରଣ ମିଳିବ'

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଛି। ଟିକା ନିରାପଦ ବୋଲି ସରକାର କହିଛନ୍ତି। ହେଲେ ବିରୋଧୀ ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ପ୍ରଶ୍ନ ଟିକା ଉପରେ ସନ୍ଦେହ ବଢାଇଛି। ଦେଶରେ ଜରୁରୀକାଳୀନ ଟିକା ଭାବରେ ବ୍ୟବହାର ପାଇଁ ସେରମ୍ ଦ୍ୱାରା ତିଆରି ହୋଇଥିବା କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ ଦ୍ୱାରା କୋଭାକ୍ସିନ ତିଆରି ହୋଇଛି। ଫାଇଜର ଟିକା ନେବା ପରେ କେଉଁଠି ଆଖି ବୁଜିଲେ ୨୩? କୋଭାକ୍ସିନକୁ ନେଇ ମୁଖ୍ୟତଃ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଭାରତ […]

COVAXIN

COVAXIN

Subhransu Sekhar
  • Published: Saturday, 16 January 2021
  • Updated: 16 January 2021, 09:43 PM IST

Sports

Latest News

ନୂଆଦିଲ୍ଲୀ: ସାରା ଦେଶରେ ଟିକାକରଣ ଆରମ୍ଭ ହୋଇଛି। ଟିକା ନିରାପଦ ବୋଲି ସରକାର କହିଛନ୍ତି। ହେଲେ ବିରୋଧୀ ଏବଂ ବିଭିନ୍ନ ବିଶେଷଜ୍ଞଙ୍କ ପ୍ରଶ୍ନ ଟିକା ଉପରେ ସନ୍ଦେହ ବଢାଇଛି। ଦେଶରେ ଜରୁରୀକାଳୀନ ଟିକା ଭାବରେ ବ୍ୟବହାର ପାଇଁ ସେରମ୍ ଦ୍ୱାରା ତିଆରି ହୋଇଥିବା କୋଭିଶିଲ୍ଡ ଏବଂ ଭାରତ ବାୟୋଟେକ ଦ୍ୱାରା କୋଭାକ୍ସିନ ତିଆରି ହୋଇଛି।

ଫାଇଜର ଟିକା ନେବା ପରେ କେଉଁଠି ଆଖି ବୁଜିଲେ ୨୩?

କୋଭାକ୍ସିନକୁ ନେଇ ମୁଖ୍ୟତଃ ଅନେକ ପ୍ରଶ୍ନ ଉଠୁଥିବା ବେଳେ ଭାରତ ବାୟୋଟେକ ଘୋଷଣା କରିଛି ଯେ ଯଦି କୋଭାକ୍ସିନ ଟିକା ନେବା ପରେ ଗୁରୁତର ପାର୍ଶ୍ୱ ପ୍ରତିକ୍ରିୟା ଦେଖାଦିଏ ତେବେ କ୍ଷତିପୂରଣ ପ୍ରଦାନ କରାଯିବ।

ହାଇଦ୍ରାବାଦ ସ୍ଥିତ ଭରତ ବାୟୋଟେକ କହିଛି ଯେ ଯଦି ଟିକାକରଣ କରାଯାଇଥିବା ବ୍ୟକ୍ତି ଗୁରୁତର ହୋଇ ପଡ଼ିବେ ତେବେ କମ୍ପାନୀ ତାଙ୍କୁ କ୍ଷତିପୂରଣ ଦେବ। କୋଭାକ୍ସିନର ପ୍ରୟୋଗ ସମୟରେ ହିତାଧିକାରୀଙ୍କୁ ଏକ ଫ୍ୟାକ୍ଟ ସିଟ୍ ଦିଆଯିବ, ଯେଉଁଥିରେ ତାଙ୍କୁ ସାତ ଦିନ ମଧ୍ୟରେ ଦେଖାଯାଉଥିବା ଲକ୍ଷଣଗୁଡିକ ଲେଖିବାକୁ ପଡ଼ିବ। କେନ୍ଦ୍ର ସରକାର ଭାରତ ବାୟୋଟେକ ପାଖରୁ  ୫୫ ଲକ୍ଷ ଡୋଜ 'କୋଭାକ୍ସାଇନ୍' କିଣିବେ ବୋଲି ନିଷ୍ପତ୍ତି ହୋଇଛି। ତେବେ ଟିକାକରଣର ପ୍ରଥମ ଦିନରେ କୌଣସି ଅସୁସ୍ଥତା ଖବର ଆସି ନାହିଁ।

କୋଭାକ୍ସିନ୍ ଇୟୁଏ (Emergency Use Authorization) କୋଭିଶିଲ୍ଡ ଠାରୁ ଅଲଗା। କାରଣ ଏହା କ୍ଲିନିକାଲ୍ ଟ୍ରାଏଲ୍ ମୋଡ୍ ରେ ବ୍ୟବହୃତ ହେବ। ଯେଉଁମାନେ କୋଭାକ୍ସିନ୍ ଟିକା ନେବେ ସେମାନଙ୍କୁ ଏକ ଡାକ୍ତରୀ ଟିମ୍ ଟ୍ରାକ କରିବେ ଏବଂ ତଦାରଖ କରାଯିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story