ଭାରତ-ଚୀନ ମଧ୍ୟରେ ୨୪ଟି ରାଜିନାମା ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଗସ୍ତର ଦ୍ୱିତୀୟ ଦିବସ। ଦ୍ୱିତୀୟ ଦିନରେ ସେ ପହଞ୍ଚିଥିଲେ ବେଜିଂରେ। ସେଠାରେ ଚୀନ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କୁ ଭେଟିଥିଲେ ଓ ଦୁହିଁଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହା ପରେ ଏହି ଦୁଇ ନେତା ଉପସ୍ଥିତିରେ ଭାରତ ଓ ଚୀନର ଉଚ୍ଚପଦାଧିକାରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ଦୁଇ ଦେଶ ମଧ୍ୟରେ ରେକର୍ଡ ସଂଖ୍ୟକ ୨୪ଟି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। […]

priministers

priministers

Rakesh Mallick
  • Published: Friday, 15 May 2015
  • Updated: 15 May 2015, 06:29 AM IST

Sports

Latest News

ନୂଆଦିଲ୍ଲୀ: ଆଜି ହେଉଛି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଚୀନ ଗସ୍ତର ଦ୍ୱିତୀୟ ଦିବସ। ଦ୍ୱିତୀୟ ଦିନରେ ସେ ପହଞ୍ଚିଥିଲେ ବେଜିଂରେ। ସେଠାରେ ଚୀନ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗଙ୍କୁ ଭେଟିଥିଲେ ଓ ଦୁହିଁଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଧରି ଆଲୋଚନା ହୋଇଥିଲା। ଏହା ପରେ ଏହି ଦୁଇ ନେତା ଉପସ୍ଥିତିରେ ଭାରତ ଓ ଚୀନର ଉଚ୍ଚପଦାଧିକାରୀମାନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏଥିରେ ଦୁଇ ଦେଶ ମଧ୍ୟରେ ରେକର୍ଡ ସଂଖ୍ୟକ ୨୪ଟି ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ବହୁ ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ସୁରକ୍ଷା ଓ ରେଲୱେ ବିକାଶ ନେଇ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ମହାକାଶ ଓ ପର୍ଯ୍ୟଟନ କ୍ଷେତ୍ରରେ ସହଯୋଗ ଲାଗି ମଧ୍ୟ ରାଜିନାମା ସ୍ୱାକ୍ଷରିତ ହୋଇଥିଲା। ସେହିପରି ଭାରତର ଚେନ୍ନାଇ ଓ ଚୀନର ଚେଙ୍ଗଡୁ ଠାରେ ଦୁଇଟି କନସୁଲେଟ୍ ଖୋଲିବା ପାଇଁ ଉଭୟ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତ ସରକାରଙ୍କ ସରକାରୀ ଚ୍ୟାନେଲ ଦୂରଦର୍ଶନ ଓ ଚୀନର ସରକାରୀ ଚ୍ୟାନେଲ ସିସିଟିଭି ମଧ୍ୟରେ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହା ସହିତ ବାଣିଜ୍ୟ, ଶିକ୍ଷା, ଖଣି ଓ ସ୍କିଲ୍ ଡେଭଲପମେଣ୍ଟ୍ କ୍ଷେତ୍ରରେ ଦୁଇ ଦେଶ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଦ୍ୱିପାକ୍ଷିକ ଆଲୋଚନା ଓ ରାଜିନାମା ସ୍ୱାକ୍ଷରିତ ହେବା ପରେ ଉଭୟ ମୋଦି ଓ ଲି କେକିଆଙ୍ଗ୍ ଏକ ମିଳିତ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିଥିଲେ। ଏଥିରେ ମୋଦି କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ପ୍ରାୟ ସବୁ ପ୍ରସଙ୍ଗରେ ଆଲୋଚନା ହୋଇଛି। ଦ୍ୱିପାକ୍ଷିକ ସହଯୋଗ ଲାଗି ଉଭୟ ରାଷ୍ଟ୍ର ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି। ଭାରତ ଓ ଚୀନକୁ ଇକୋନୋମିକ୍ ପାର୍ଟନର ବନାଇବା ଦିଗରେ ଜୋର ଦିଆଯାଇଛି। ସେହିଭଳି ଚୀନ ଓ ଭାରତର ସଂପର୍କକୁ କେବଳ ଦିଲ୍ଲୀ ଓ ବେଜିଂ ମଧ୍ୟରେ ସୀମିତ ରଖାଯିବ ନାହିଁ। ଏହି ସଂପର୍କକୁ ଆହୁରି ବ୍ୟାପକ କରାଯିବ। ଚୀନ ଓ ଭାରତର ରାଜ୍ୟ ଓ ବିଭିନ୍ନ ସହରଗୁଡ଼ିକ ମଧ୍ୟରେ ସଂପର୍କ ଯୋଡ଼ା ଯିବ। ଉଭୟ ଦେଶର ଲୋକଙ୍କ ମଧ୍ୟରେ ସଂପର୍କକୁ ବଢ଼ାଇବା ଉପରେ ଜୋର ଦିଆଯିବ।

ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଚୀନ ପ୍ରଧାନମନ୍ତ୍ରୀ ଲି କେକିଆଙ୍ଗ କହିଥିଲେ ଯେ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ନିବିଡ଼ କରିବା ପାଇଁ ନିୟମିତ କଥାବାର୍ତ୍ତା ଆବଶ୍ୟକ। ସେହିପରି ଦୁଇ ଦେଶ ମଧ୍ୟରେ ବାଣିଜ୍ୟ କାରବାରକୁ ମଧ୍ୟ ବୃଦ୍ଧି କରାଯିବା ଜରୁରୀ।

ଚୀନ ପ୍ରଧାନମନ୍ତ୍ରୀଙ୍କ ସହିତ ଆଲୋଚନା ବେଳେ ପ୍ରଧାନମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ରହିଥିବା ବିଭିନ୍ନ ବିବାଦ ପ୍ରସଙ୍ଗଗୁଡ଼ିକୁ ମଧ୍ୟ ଉଠାଇଥିଲେ। ଏହି ବିବାଦଗୁଡ଼ିକର ସମାଧାନ ନିହାତି ଜରୁରୀ ବୋଲି ସେ ଜୋର ଦେଇଥିଲା। ଦୀର୍ଘ ଦିନ ଧରି ଲାଗି ରହିଥିବା ସୀମା ବିବାଦ, ଅରୁଣାଚଳ ପ୍ରଦେଶ ଲୋକଙ୍କୁ ଚୀନର ଷ୍ଟାପେଲ୍ ଭିସା ପ୍ରଦାନ ଓ ଅନ୍ତର୍ଦ୍ଦେଶୀୟ ନଦୀ ଜଳ ବିବାଦଗୁଡ଼ିକୁ ଉତଥାପନ କରିଥିଲେ ମୋଦି। ସୀମା ବିବାଦରେ ସେ ଚୀନକୁ ସ୍ପଷ୍ଟ ମତ ରଖିବାକୁ କହିଛନ୍ତି।

ମୋଦି ଆଜି ବେଜିଂରେ ପହଞ୍ଚିବା ପରେ ଗ୍ରେଟ୍ ହଲ୍ ଅଫ୍ ପିପୁଲରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଥିଲା। ତାଙ୍କୁ ସେଠାରେ ଗାର୍ଡ ଅଫ୍ ଅନର୍ ଦିଆଯାଇଥିଲା।

ଆଜି ମୋଦି ଏଠାରେ ଏକାଧିକ କାର୍ଯ୍ୟକ୍ରମରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଚୀନର ବିଭିନ୍ନ ପ୍ରେଦେଶର ନେତାଙ୍କର ଏକ ଫୋରମକୁ ମୋଦି ଭେଟିବେ। ଦ୍ୱିପ୍ରହରରେ ସେ ସିଙ୍ଗହୁଆ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ସମ୍ବୋଧିତ କରିବେ। ଚୀନର ଟେମ୍ପଲ୍ ଅଫି ହେଭେନ୍ ଯିବାର ବି କାର୍ଯ୍ୟକ୍ରମ ରହିଛି।

ଶନିବାରର କାର୍ଯ୍ୟକ୍ରମ

ଶନିବାର ଚୀନର ବିଭିନ୍ନ ଉଦ୍ୟୋଗର ସିଇଓମାନଙ୍କୁ ଭେଟିବେ ମୋଦି। ଏହି ଅବସରରେ ୨୦ଟି ଘରୋଇ ରାଜିନାମା ସ୍ୱାକ୍ଷରିତ ହେବ। ସେହିପରି ଚୀନରେ ଅବସ୍ଥାପିତ ଭାରତୀୟ ସମୁଦାୟର ଏକ କାର୍ଯ୍ୟକ୍ରମରେ ସେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ଶନିବାର ତାଙ୍କର ଚୀନ ଗସ୍ତର ଶେଷ ଦିନ। ସେ ସେଠାରୁ ମଙ୍ଗୋଲିଆ ଯିବେ। ଆଉ ମଙ୍ଗୋଲିଆରୁ ଦକ୍ଷିଣ କୋରିଆ ଯିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story