‘ସିସୋଦିଆଙ୍କୁ ଭାରତ ରତ୍ନ ସାଙ୍ଗକୁ କେଜ୍ରିୱାଲଙ୍କୁ ନୋବେଲ ପୁରସ୍କାର ମିଳିବା ଦରକାର’

ନୂଆଦିଲ୍ଲୀ: ‘ନୂଆଦିଲ୍ଲୀର ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ । ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳମାନେ କରିପାରି ନାହାନ୍ତି। ଏପରି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍।  କିନ୍ତୁ ଏହା ବଦଳରେ ସେମାନେ ତାଙ୍କ ଉପରେ ସିବିଆଇ ରେଡ୍‌ କରୁଛନ୍ତି।’  ମନିଷ ସିସୋଦିଆଙ୍କ ଉପରେ ସିବିଆଇ ରେଡ ଜୋର ଧରିଥିବା ବେଳେ ତାଙ୍କୁ ପ୍ରଶଂସାରେ ପୋତି […]

arvind-kejriwal-&-manish-si

arvind-kejriwal-&-manish-si

Niharika Rout
  • Published: Tuesday, 23 August 2022
  • Updated: 23 August 2022, 10:37 AM IST

Sports

Latest News

ନୂଆଦିଲ୍ଲୀ: ‘ନୂଆଦିଲ୍ଲୀର ସରକାରୀ ସ୍କୁଲରେ ବ୍ୟାପକ ସଂସ୍କାର ଆଣିଛନ୍ତି ଶିକ୍ଷା ମନ୍ତ୍ରୀ ମନିଷ ସିସୋଦିଆ । ଯାହା ବିଗତ ୭୦ ବର୍ଷରେ ଅନ୍ୟ ଦଳମାନେ କରିପାରି ନାହାନ୍ତି। ଏପରି ବ୍ୟକ୍ତି ଭାରତ ରତ୍ନ ପାଇବା ପାଇଁ ଯୋଗ୍ୟ। ସାରା ଭାରତର ଶିକ୍ଷା ବ୍ୟବସ୍ଥା ତାଙ୍କ ହାତକୁ ଦିଆଯିବା ଉଚିତ୍।  କିନ୍ତୁ ଏହା ବଦଳରେ ସେମାନେ ତାଙ୍କ ଉପରେ ସିବିଆଇ ରେଡ୍‌ କରୁଛନ୍ତି।’  ମନିଷ ସିସୋଦିଆଙ୍କ ଉପରେ ସିବିଆଇ ରେଡ ଜୋର ଧରିଥିବା ବେଳେ ତାଙ୍କୁ ପ୍ରଶଂସାରେ ପୋତି ଏପରି କହିଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ଆବାହକ ଅରବିନ୍ଦ କେଜ୍ରିୱାଲ ।

ମନିଷ ସିସୋଦିଆଙ୍କୁ ଆଖିବୁଜା ସମର୍ଥନ ଓ ପ୍ରଶଂସା କରି ବିଜେପି ଟାର୍ଗେଟକୁ ଆସିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ। ଏଥର କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି ବିଜେପି ନେତା ବିଏଲ୍‌ ସନ୍ତୋଷ ।

ଆମ୍ ଆଦମୀ ପାର୍ଟିକୁ ଅରାଜକତାବାଦୀ ପାର୍ଟି ବୋଲି କହିବାକୁ ସେ ପଛାଇ ନାହାନ୍ତି। ଏଥିସହ ଟ୍ୱିଟ କରି କହିଛନ୍ତି, ସତ୍ୟନ୍ଦ୍ର ଜୈନଙ୍କ ପାଇଁ ପଦ୍ମଭୂଷଣ, ମନୀଷ ସିସୋଦିଆଙ୍କ ପାଇଁ ଭାରତ ରତ୍ନ ଏବଂ ନିଜ ପାଇଁ ନୋବେଲ ପୁରସ୍କାର । ଠିକ୍ ଦିଗରେ ଗତି କରୁଛନ୍ତି ଆପ୍‌ ନେତା ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସୋମବାର କହିଥିଲେ ଯେ, ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡିଆ ଭାରତର ରତ୍ନ ପାଇବାକୁ ଯୋଗ୍ୟ, ବିଦ୍ୟାଳୟରେ ଶିକ୍ଷାର ଗୁଣବତ୍ତା ବୃଦ୍ଧି ପାଇଁ ତାଙ୍କୁ ଦେଶର ସର୍ବୋଚ୍ଚ ସମ୍ମାନ ପ୍ରଦାନ କରାଯିବା କଥା ।  କିନ୍ତୁ ଏହା ବଦଳରେ କେନ୍ଦ୍ର ତାଙ୍କୁ ହଇରାଣ କରୁଛି। ଅବକାରୀ ପଲିସିରେ ଅନିୟମିତତା ଅଭିଯୋଗରେ ସିସୋଦିଆ ଏବେ ସିବିଆଇ ସ୍କାନରରେ ଅଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଅଭିଯୋଗ କରିଛନ୍ତି ଯେ, ସେ ଯଦି ଆପ୍‌ ଛାଡ଼ି ବିଜେପିରେ ମିଶିବେ, ତା’ହେଲେ ତାଙ୍କ ନାଁରେ ସିବିଆଇ ଓ ଇଡି କରିଥିବା ମାମଲା ସବୁ ଉଠିଯିବ । ତାଙ୍କ ପାଖକୁ  ବିଜେପିର ଏପରି ମେସେଜ ଆସିଛି, ଯାହା ପ୍ରମାଣ ତାଙ୍କ ପାଖରେ ଅଛି।

ହେଲେ ସିସୋଦିଆ କହିଛନ୍ତି ଯେ, ମୁଁ ମହାରାଣା ପ୍ରତାପଙ୍କ ବଂଶଜ। ମୁଁ ରାଜପୁତ। ମୁଣ୍ଡ କଟି ଯାଉ ପଛେ, କିନ୍ତୁ ଷଡ଼ଯନ୍ତ୍ରକାରୀ ଓ ଦୁର୍ନୀତିଖୋରଙ୍କ ଆଗରେ କେବେ ବି ମୁଁ ମୁଣ୍ଡ ନୁଆଁଇବି ନାହିଁ। ମୋ ନାଁରେ ରୁଜୁ ସବୁ ମାମଲା ମିଛ। ଯାହା କରିବାର ଅଛି କର କହି ଓଲଟି ଚେତାବନୀ ଦେଇଛନ୍ତି ସିସୋଦିଆ।

ଏଥିସହ ସେ କହିଛନ୍ତି, ମୁଁ ଏକ କଥା ସ୍ପଷ୍ଟ କରିଦେବାକୁ ଚାହେଁ,  ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମୋର ରାଜନୈତିକତିକ ପରାମର୍ଶଦାତା ଏବଂ ମୁଁ ତାଙ୍କଠାରୁ ରାଜନୀତି ଶିଖିଛି। ମୁଁ ମୁଖ୍ୟମନ୍ତ୍ରୀ କିମ୍ବା ପ୍ରଧାନମନ୍ତ୍ରୀ ହେବାକୁ ରାଜନୀତିରେ ପ୍ରବେଶ କରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story