ଭାରତରେ ଦାଉଦର ସଂପତ୍ତି; ତଦନ୍ତ କରିବେ ଇଡି

ନୂଆଦିଲ୍ଲୀ: ଭାରତରେ ଅଣ୍ଡର ୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମର ଥିବା ସଂପତ୍ତିର ତଦନ୍ତ କରିବେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ ବା ଇଡି। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଦାଉଦ ଓ ତା’ର କିଛି ସାଥୀଙ୍କର ମୁମ୍ୱାଇରେ ଅନେକ ମୂଲ୍ୟବାନ ସଂପତ୍ତି ରହିଛି। ୱେଷ୍ଟ ସାନ୍ତାକ୍ରୁଜ ସ୍ଥିତ ଜୁହୁ ତାରା ରୋଡରେ ଦାଉଦର ଏକ ହୋଟେଲ ରହିଛି। ସେଠାରେ ତା’ର ଏକାଧିକ ଫ୍ଲାଟ ମଧ୍ୟ ଥିବା ଜଣାପଡ଼ିଛି। ଏହା ସହିତ ୱର୍ଲି, ଅନ୍ଧେରୀ ଇଷ୍ଟ ଓ ମହିମରେ ଦାଉଦର […]

dawoodibrahim

dawoodibrahim

Rakesh Mallick
  • Published: Thursday, 21 May 2015
  • Updated: 21 May 2015, 04:26 PM IST

Sports

Latest News

ନୂଆଦିଲ୍ଲୀ: ଭାରତରେ ଅଣ୍ଡର ୱାର୍ଲଡ୍ ଡନ୍ ଦାଉଦ ଇବ୍ରାହିମର ଥିବା ସଂପତ୍ତିର ତଦନ୍ତ କରିବେ ପ୍ରବର୍ତ୍ତନ ନିଦ୍ଦେର୍ଶାଳୟ ବା ଇଡି। କେନ୍ଦ୍ର ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ଦାଉଦ ଓ ତା’ର କିଛି ସାଥୀଙ୍କର ମୁମ୍ୱାଇରେ ଅନେକ ମୂଲ୍ୟବାନ ସଂପତ୍ତି ରହିଛି। ୱେଷ୍ଟ ସାନ୍ତାକ୍ରୁଜ ସ୍ଥିତ ଜୁହୁ ତାରା ରୋଡରେ ଦାଉଦର ଏକ ହୋଟେଲ ରହିଛି। ସେଠାରେ ତା’ର ଏକାଧିକ ଫ୍ଲାଟ ମଧ୍ୟ ଥିବା ଜଣାପଡ଼ିଛି। ଏହା ସହିତ ୱର୍ଲି, ଅନ୍ଧେରୀ ଇଷ୍ଟ ଓ ମହିମରେ ଦାଉଦର କିଛି ସଂପତ୍ତି ରହିଛି। ମୁମ୍ୱାଇରେ ଦାଉଦର ଥିବା ସଂପତ୍ତି ସଂପର୍କିତ ସବିଶେଷ ତାଲିକା ଦେବାକୁ ମୁମ୍ୱାଇ ମହାନଗର ନିଗମକୁ ଇଡି କହିଛି।

ଇକବାଲ ମୀରଚୀ ନାମକ ଜଣେ ବ୍ୟକ୍ତି ପୂର୍ବରୁ ଭାରତରେ ଦାଉଦର ବ୍ୟବସାୟ ଦେଖାଶୁଣା କରୁଥିଲା। ୨୦୧୩ ଅଗଷ୍ଟ ୧୪ରେ ଲଣ୍ଡନରେ ମୀରଚୀର ମୃତ୍ୟୁ ହୋଇଥିଲା। ମୃତ୍ୟୁ ପୂର୍ବରୁ ସେ ମୁମ୍ୱାଇରେ ସମୁଦ୍ରକୁ ଲାଗି ରହିଥିବା ଚାରୋଟି ସଂପତ୍ତି ବିକ୍ରି କରି ଦେଇଥିଲା। ସେଥିରୁ ତାକୁ ୧୦୦୦ କୋଟିରୁ ଅଧିକ ଟଙ୍କା ମିଳିଥିଲା ଓ ତାହାକୁ ସେ ୟୁରୋପରେ ନିବେଶ କରିଥିଲା।

ଦୁବାଇ, ଇଂଲଣ୍ଡ, ମୋରୋକୋ, ସ୍ପେନ୍ ଓ ତୁର୍କୀ ଆଦି ଦେଶରେ ଇକବାଲର ସଂପତ୍ତି ରହିଛି। ଇଡି ପକ୍ଷରୁ ତା’ର ସଂପତ୍ତିଗୁଡ଼ିକ ସଂପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ସବୁ ଦେଶଗୁଡ଼ିକର ସରକାରଙ୍କ ସହିତ ଯୋଗାଯୋଗ କରାଯାଉଛି।

ଦାଉଦ ହେଉଛି ୧୯୯୩ ମୁମ୍ୱାଇ ବିସ୍ଫୋରଣର ମୁଖ୍ୟ ଅଭିଯୁକ୍ତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story