କମଲନାଥଙ୍କ 'ମିଶନ୍ ୨୨', ନିଦ ହଜିଲା ବିଜେପିର

ଭୋପାଲ: ମାର୍ଚ୍ଚ ଶେଷରେ ଅସନ୍ତୁଷ୍ଟ ଦଳୀୟ ବିଧାୟକ ବିଜେପିରେ ଯୋଗ ଦେବାରୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ କମଲନାଥ୍। ଆଗାମୀ ଦିନରେ ୨୪ଟି ଆସନ ପାଇଁ ଉପନିର୍ବାଚନ ହେବ। ତେବେ କରୋନା ମହାମାରୀ ବେଳେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଦୁଇ ଦଳ ଏବେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ସେବା କରୁଥିବା ଜଣାପଡ଼ିଛି। ହେଲେ ଏହାରି ଭିତରେ ଦୁଇ ଦଳ ୨୪ଟି ଆସନରେ ଉପନିର୍ବାଚନ ପାଇଁ ଅଙ୍କ କଷିବା ଆରମ୍ଭ କରିଦେଇଛି। ଉପନିର୍ବାଚନରେ ୨୦-୨୨ଟି […]

KAMALNATH

KAMALNATH

Subhransu Sekhar
  • Published: Friday, 15 May 2020
  • Updated: 15 May 2020, 05:06 PM IST

Sports

Latest News

ଭୋପାଲ: ମାର୍ଚ୍ଚ ଶେଷରେ ଅସନ୍ତୁଷ୍ଟ ଦଳୀୟ ବିଧାୟକ ବିଜେପିରେ ଯୋଗ ଦେବାରୁ ମୁଖ୍ୟମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇଥିଲେ କମଲନାଥ୍। ଆଗାମୀ ଦିନରେ ୨୪ଟି ଆସନ ପାଇଁ ଉପନିର୍ବାଚନ ହେବ। ତେବେ କରୋନା ମହାମାରୀ ବେଳେ ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ଦୁଇ ଦଳ ଏବେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ସେବା କରୁଥିବା ଜଣାପଡ଼ିଛି। ହେଲେ ଏହାରି ଭିତରେ ଦୁଇ ଦଳ ୨୪ଟି ଆସନରେ ଉପନିର୍ବାଚନ ପାଇଁ ଅଙ୍କ କଷିବା ଆରମ୍ଭ କରିଦେଇଛି। ଉପନିର୍ବାଚନରେ ୨୦-୨୨ଟି ଆସନରେ ବିଜୟୀ ହୋଇ ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ ବିଜେପିକୁ ଜବରଦସ୍ତ ଝଟକା ଦେବା ପାଇଁ ଆରମ୍ଭ କରିଛନ୍ତି ରଣନୀତି।

ବିଜେପିରେ ଅସନ୍ତୁଷ୍ଟ କଂଗ୍ରେସ ବିଧାୟକ ମିଶିବା ପରେ ଦଳୀୟ କନ୍ଦଳ ଅଧିକ ବଢ଼ିଛି।ଏବେ ବିଜେପିର ଅନେକ ନେତା ତାଙ୍କ ସମ୍ପର୍କରେ ଅଛନ୍ତି ବୋଲି କମଲନାଥ୍ କହିସାରିଛନ୍ତି। ଯାହାକୁ ନେଇ ବିଜେପି ଶିବିର ଏବେ ଚିନ୍ତାଗ୍ରସ୍ତ ହୋଇଛି। ବିଜେପିର ରାଜ୍ୟ ସଭାପତି ଭିଡି ଶର୍ମା ମଧ୍ୟ ଦଳୀୟ କାର୍ଯ୍ୟାଳୟରେ ନେତାଙ୍କୁ ନେଇ ଘନ ଘନ ବୈଠକ କରୁଛନ୍ତି। ୨୪ଟି ବିଧାନସଭା ଆସନ ୧୫ଟି ଜିଲ୍ଲାର ହୋଇଥିବାରୁ ଦଳୀୟ ନେତାଙ୍କ ସହିତ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରୁଛି ଶାସକ ଦଳ। ଲକଡାଉନ୍ ପାଇଁ ବିଭିନ୍ନ କଟକଣା ରହିଥିଲେ ମଧ୍ୟ ଭିଡିଓ କନଫରେନସିଂ ଜରିଆରେ ଦଳୀୟ ରଣନୀତି ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ବିଜେପି ଗ୍ୱାଲିୟରର ଚମ୍ୱଲ ବିଧାୟକ ଅସନ୍ତୋଷ ପ୍ରକାଶ କରିବା ପରେ ଏହାକୁ ନେଇ ବିଜେପି ଏବେ ଚିନ୍ତାଗ୍ରସ୍ତ ହୋଇପଡ଼ିଛି। ଦଳୀୟ କନ୍ଦଳକୁ ଚପାଇବା ପାଇଁ ଶାସକ ଦଳ ସମସ୍ତ ପ୍ରକାର ଚେଷ୍ଟା ଜାରି ରଖିଛି। ଅନ୍ୟପଟେ ପୂର୍ବତନ ମନ୍ତ୍ରୀ ଦୀପକ ଜୋଶୀ ମଧ୍ୟ ଦଳକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି। ଯାହାକୁ ନେଇ ବିଜେପି ଶିବିର ଏବେ ଅଧିକ ଚିନ୍ତାଗ୍ରସ୍ତ ହୋଇଛି।

ଆଉ ୪ ମାସ ପରେ ଏହି ୨୪ ଆସନରେ ଉପନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ଦଳୀୟ କନ୍ଦଳ, କରୋନା ବେଳେ ପ୍ରବାସୀ ଶ୍ରମିକଙ୍କ ସମସ୍ୟାକୁ ନେଇ ବିରୋଧୀ କଂଗ୍ରେସ ଶାସକ ଦଳ ବିଜେପିକୁ ଟାର୍ଗେଟ କରିଛି। ଯାହାକି ବିଜେପିର ନିଜ ହଜାଇଛି। ସେହିପରି ଅସନ୍ତୁଷ୍ଟ ବିଜେପି ନେତା କଂଗ୍ରେସରେ ଯୋଗଦେବାକୁ ଇଚ୍ଛୁକ ଅଛନ୍ତି କଂଗ୍ରେସ ମଧ୍ୟ ସେମାନଙ୍କ ଯୋଗାଯୋଗରେ ରହିଛି ବୋଲି କମଲନାଥ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story