ଭୂମିକମ୍ପ: ନେପାଳରେ ବ୍ୟାପକ କ୍ଷୟକ୍ଷତି

ନୂଆଦିଲ୍ଲୀ: ଭାରତ ସମେତ ନେପାଳ, ପାକିସ୍ତାନ, କାନାଡା ଓ ନୁଉଜଲ୍ୟାଣ୍ଡରେ ଆଜି ଅନୁଭୁତ ହୋଇଛି ଭୂମିକମ୍ପ। ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଭୂମିକମ୍ପର ତୀବ୍ରତା ୭.୫ ରହିଥିବା ବେଳେ ନିଉଜଲ୍ୟାଣ୍ଡରେ ୪.୭ , କାନାଡାରେ ୬.୨ ଓ ପାକିସ୍ତାନରେ ଭୂମିକମ୍ପର ତୀବ୍ରତା ୭.୭ ରହିଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ। ନେପାଳର ପୋଖରାଠାରୁ ୮୦ କିଲୋମିଟର ଦୂର ଲାମଜଙ୍ଗ ଥିଲା କେନ୍ଦ୍ରସ୍ଥଳ। ନେପାଳରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୯ ରହିଥିଲା। ଏଥିଯୋଗୁ ରାଜଧାନୀ କାଠମାଣ୍ଡୁ ସମେତ […]

earthquake

earthquake

Rakesh Mallick
  • Published: Saturday, 25 April 2015
  • Updated: 04 May 2017, 03:45 PM IST

Sports

Latest News

ନୂଆଦିଲ୍ଲୀ: ଭାରତ ସମେତ ନେପାଳ, ପାକିସ୍ତାନ, କାନାଡା ଓ ନୁଉଜଲ୍ୟାଣ୍ଡରେ ଆଜି ଅନୁଭୁତ ହୋଇଛି ଭୂମିକମ୍ପ। ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଭୂମିକମ୍ପର ତୀବ୍ରତା ୭.୫ ରହିଥିବା ବେଳେ ନିଉଜଲ୍ୟାଣ୍ଡରେ ୪.୭ , କାନାଡାରେ ୬.୨ ଓ ପାକିସ୍ତାନରେ ଭୂମିକମ୍ପର ତୀବ୍ରତା ୭.୭ ରହିଥିଲା। ଏହି ଭୂମିକମ୍ପର କେନ୍ଦ୍ରସ୍ଥଳ ଥିଲା ନେପାଳ। ନେପାଳର ପୋଖରାଠାରୁ ୮୦ କିଲୋମିଟର ଦୂର ଲାମଜଙ୍ଗ ଥିଲା କେନ୍ଦ୍ରସ୍ଥଳ। ନେପାଳରେ ଭୂମିକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୭.୯ ରହିଥିଲା। ଏଥିଯୋଗୁ ରାଜଧାନୀ କାଠମାଣ୍ଡୁ ସମେତ ଅନେକ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି।earthquake 2

ଅନେକ ବଡ଼ ବଡ଼ କୋଠା ଭୁଶୁଡ଼ି ପଡ଼ିଛି। କାଠମାଣ୍ଡୁରେ ଏକ ୯ ମହଲା କୋଠା ଭୁଶୁଡ଼ି ପଡ଼ିବାରୁ ଅନେକ ଲୋକ ତା’ଭିତରେ ଚାପି ହୋଇ ରହିଥିବା ସୂଚନା ମିଳିଛି। ସେହିପରି ସ୍ଥାନୀୟ ଡାକ୍ତରଖାନାରେ ୧୫ରୁ ଅଧିକ ଲୋକଙ୍କୁ ଆହତ ଅବସ୍ଥାରେ ଭର୍ତ୍ତି କରାଯାଇଛି।  ୧୦ ଜଣ ପ୍ରାଣ ହରାଇଛନ୍ତି । ଶତାଧିକ ଲୋକ ପ୍ରାଣ ହରାଇଥିବା ନେଇ ଆଶଙ୍କା କରାଉଛି ।  ୯ ମହଲା ବିଶିଷ୍ଟ ପ୍ରସିଦ୍ଧ ଧରାହର ଟାୱାର ଭୁଶୁଡ଼ି ପଡ଼ିଥିବା ଯୋଗୁ ଏଥିରେ ୫୦ ଜଣ ପ୍ରାଣ ହରାଇଥିବା ଆଶଙ୍କା କରାଯାଉଛି।

ନେପାଳ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଥିବାରୁ ରାଷ୍ଟ୍ରପତି ରାମ ବରନ ଯାଦବଙ୍କ ସହିତ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଫୋନ ଯୋଗେ କଥାବାର୍ତ୍ତା ହୋଇଛନ୍ତି ଓ ସମସ୍ତ ପ୍ରକାର ସାହାଯ୍ୟ ଏବଂ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story