୧୬ରୁ ୩୧ ଯାଏ ଲାଗୁ ହେବ ପୂରା ଲକଡାଉନ

ପାଟଣା: ବିଭିନ୍ନ ରାଜ୍ୟରେ ଜୁଲାଇ ମାସ ଆରମ୍ଭରୁ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜୁଲାଇ ୧ରୁ ଅନଲକ-୨ କାର୍ଯ୍ୟକାରୀ ହେଉଥିବା ବେଳେ ତା’ ସହ ତାଳ ଦେଇ କରୋନା ସଂକ୍ରମଣ ବଢ଼ି ଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣେ ଠାରୁ ବେଙ୍ଗାଲୁରୁ ଯାଏ ଅନଲକ-୨ ବେଳେ ପୂର୍ଣ୍ଣକାଳୀନ ଲକଡାଉନ ଜାରି କରାଯାଇଛି। ଏବେ ବିହାର ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ୧୬ ତାରିଖରୁ ଜୁଲାଇ ୩୧ ଯାଏ […]

dyt

dyt

Hemant Lenka
  • Published: Tuesday, 14 July 2020
  • Updated: 14 July 2020, 06:34 PM IST

ପାଟଣା: ବିଭିନ୍ନ ରାଜ୍ୟରେ ଜୁଲାଇ ମାସ ଆରମ୍ଭରୁ କରୋନା ସଂକ୍ରମଣ ହୁହୁ ହୋଇ ବଢ଼ିବାରେ ଲାଗିଛି। ଜୁଲାଇ ୧ରୁ ଅନଲକ-୨ କାର୍ଯ୍ୟକାରୀ ହେଉଥିବା ବେଳେ ତା’ ସହ ତାଳ ଦେଇ କରୋନା ସଂକ୍ରମଣ ବଢ଼ି ଚାଲିଛି। ସଂକ୍ରମଣକୁ ଦୃଷ୍ଟିରେ ରଖି ପୁଣେ ଠାରୁ ବେଙ୍ଗାଲୁରୁ ଯାଏ ଅନଲକ-୨ ବେଳେ ପୂର୍ଣ୍ଣକାଳୀନ ଲକଡାଉନ ଜାରି କରାଯାଇଛି।

ଏବେ ବିହାର ସରକାର ସଂକ୍ରମଣକୁ ଦୃଷ୍ଟିରେ ରଖି ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆସନ୍ତା ୧୬ ତାରିଖରୁ ଜୁଲାଇ ୩୧ ଯାଏ ପୂରା ରାଜ୍ୟରେ ସଂପୂର୍ଣ୍ଣ ଲକଡାଉନ ଲାଗୁ କରାଯିବ। ଡେପୁଟି ମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି ଟ୍ୱିଟ କରି ସୂଚନା ଦେଇଛନ୍ତି।

ସେ କହିଛନ୍ତି, ୧୫ ଦିନିଆ ପୂର୍ଣ୍ଣକାଳୀନ ଲକଡାନ ରାଜ୍ୟର ସମସ୍ତ ପୌରପାଳିକା, ଜିଲ୍ଲା, ସବ ଡିଭିଜନ ଓ ବ୍ଲକ ମୁଖ୍ୟାଳୟରେ ଲାଗୁ କରାଯିବ। ଏଥିପାଇଁ ଗାଇଡଲାଇନ ମଧ୍ୟ ପ୍ରସ୍ତୁତ ହୋଇଛି। କରୋନାର ଏଯାଏ କୌଣସି ଟିକା କିମ୍ବା ମେଡିସିନ ବାହାରି ନାହିଁ।

ତେଣୁ ଏହାକୁ ଦୃଷ୍ଟିରେ ରଖି ସରକାର ଏଭଳି ପଦକ୍ଷେପ ନେଇଛନ୍ତି ବୋଲି ସେ କହିଛନ୍ତି। ଲକଡାଉନ ଗାଇଡଲାଇନ ଆସନ୍ତାକାଲି ପ୍ରକାଶ ପାଇବ ଓ କେବଳ ଜରୁରୀ ସେବାକୁ ହିଁ ଲକଡାଉନ ବେଳେ ଅନୁମତି ମିଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story