ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜଣେ କନେଷ୍ଟବଳ ଗିରଫ

ପାଟଣା: ଖାକି ପୋଷାକ ଉପରେ ଲାଗିଛି ଦୁଷ୍କର୍ମ ଅଭିଯୋଗ। ଜଣେ ବିବାହିତ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ସ୍ୱାମୀ। ଯିଏକି ପୁଲିସରେ ଚାକିରି କରୁଛନ୍ତି। ଯଦିଓ ସ୍ୱାମୀ ଯେଉଁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ତାକୁ ପୀଡ଼ିତା ଖଣ୍ଡନ କରିଛନ୍ତି ହେଲେ ରାତିରେ ଗୋଟିଏ ହୋଟେଲରୁ ନିଜ ସହଯୋଗୀ କନେଷ୍ଟବଳଙ୍କ ସହ ଉଦ୍ଧାର ହେବା ଘଟଣାକୁ ରୋଚକ କରିଛି। ତେବେ ମଙ୍ଗଳବାର ପୁଲିସ ହୋଟେଲ୍ ରେଡ୍ କରି କନେଷ୍ଟବଳଙ୍କୁ […]

rape

rape

Subhransu Sekhar
  • Published: Thursday, 24 December 2020
  • Updated: 24 December 2020, 04:22 PM IST

Sports

Latest News

ପାଟଣା: ଖାକି ପୋଷାକ ଉପରେ ଲାଗିଛି ଦୁଷ୍କର୍ମ ଅଭିଯୋଗ। ଜଣେ ବିବାହିତ ମହିଳା ସହଯୋଗୀଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଆଉ ଏହି ଅଭିଯୋଗ ଆଣିଛନ୍ତି ପୀଡ଼ିତାଙ୍କ ସ୍ୱାମୀ। ଯିଏକି ପୁଲିସରେ ଚାକିରି କରୁଛନ୍ତି। ଯଦିଓ ସ୍ୱାମୀ ଯେଉଁ ଦୁଷ୍କର୍ମ ଅଭିଯୋଗ ଆଣିଛନ୍ତି ତାକୁ ପୀଡ଼ିତା ଖଣ୍ଡନ କରିଛନ୍ତି ହେଲେ ରାତିରେ ଗୋଟିଏ ହୋଟେଲରୁ ନିଜ ସହଯୋଗୀ କନେଷ୍ଟବଳଙ୍କ ସହ ଉଦ୍ଧାର ହେବା ଘଟଣାକୁ ରୋଚକ କରିଛି। ତେବେ ମଙ୍ଗଳବାର ପୁଲିସ ହୋଟେଲ୍ ରେଡ୍ କରି କନେଷ୍ଟବଳଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ କରିଛି। ଅଭିଯୁକ୍ତ କନଷ୍ଟେବଳ ରାଜୀବ କୁମାର ବୋଲି ଜଣାପଡ଼ିଛି। ସେ ଶଶରାମ ଜିଲ୍ଲାରେ ଥିବା ମହିଳା ବାଟାଲିଅନରେ ନିଯୁକ୍ତ ଥିଲେ।

ପୀଡିତାଙ୍କ ସ୍ୱାମୀ ବିହାର ପୁଲିସର ଜଣେ କନଷ୍ଟେବଳ। ମଙ୍ଗଳବାର ସେ ରାଜୀବ କୁମାରଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ପରେ ପୁଲିସ ହୋଟେଲ ଉପରେ ଚଢ଼ାଉ କରି ଗିରଫ କରିଛି। ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ତିରିଶ ବର୍ଷର ସମ୍ପର୍କ। ଉଭୟ ପରସ୍ପରକୁ ଜାଣିଥିବା ସୂଚନା ରହିଛି।

ପୀଡିତାଙ୍କୁ ପାଟଣାର ଗରଦାନିବାଗସ୍ଥିତ ଥାନାରେ ନିଯୁକ୍ତି କରାଯାଇଥିଲା। ଅଭିଯୁକ୍ତ ତାଙ୍କୁ ଡାକିବା ପରେ ସେ ରାଜୀବ ନାଗରରେ ଥିବା ହୋଟେଲରେ ପହଞ୍ଚିଥିଲେ। ଏହାପରେ ପୀଡିତାଙ୍କ ସ୍ୱାମୀ ଜାଣିବାକୁ ପାଇଥିଲେ ଯେ ତାଙ୍କ ପତ୍ନୀ ହୋଟେଲରେ ଅଭିଯୁକ୍ତଙ୍କ ସହ ଅଛନ୍ତି। ସେତେବେଳେ ସେ ରାଜୀବନଗର ଥାନାରେ ପହଞ୍ଚି ତାଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲେ। ତେବେ ପୀଡ଼ିତା ଅଭିଯୁକ୍ତଙ୍କ ବିରୋଧରେ କୌଣସି ମାମଲା ରୁଜୁ କରି ନାହାନ୍ତି।

ପୀଡ଼ିତା କନେଷ୍ଟବଳ ଦୁଷ୍କର୍ମ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏବେ ତାଙ୍କର ପରୀକ୍ଷା ପରେ ଅନେକ କିଛି ଅଭିଯୋଗର ସତ୍ୟତା ସାମ୍ନାକୁ ଆସିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story