ସଡ଼କରେ ବୁଲିଲା କୁମ୍ଭୀର, ବର୍ଷା ଭାଙ୍ଗିଲା ୧୦୨ ବର୍ଷର ରେକର୍ଡ

ପାଟନା: ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିହାରରେ ସ୍ଥିତି ଏବେ ଗମ୍ଭୀର ରହିଛି। ଏହି ବନ୍ୟାରେ ଏଯାବତ୍ ୨୯ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ ଶେଷ ସମୟରେ ବିହାରରେ ଯେଉଁ ବର୍ଷା ହୋଇଛି ତାହା ୧୦୨ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ ଚଳିତ ସେପ୍ଚମ୍ୱରରେ ୨୪୭.୧ ମିଲିମିଟର ବର୍ଷା ହୋଇଛି। ଯାହାକି ୪୮ ପ୍ରତିଶତରୁ ଟିକିଏ ଅଧିକ ଏବଂ ୧୯୦୧ […]

bihar flood ww

bihar flood ww

Subhransu Sekhar
  • Published: Monday, 30 September 2019
  • Updated: 30 September 2019, 02:52 PM IST

ପାଟନା: ଦେଶର ବିଭିନ୍ନ ରାଜ୍ୟରେ ଲଗାଣ ବର୍ଷା ପାଇଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ବିହାରରେ ସ୍ଥିତି ଏବେ ଗମ୍ଭୀର ରହିଛି। ଏହି ବନ୍ୟାରେ ଏଯାବତ୍ ୨୯ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଚଳିତ ମାସ ଶେଷ ସମୟରେ ବିହାରରେ ଯେଉଁ ବର୍ଷା ହୋଇଛି ତାହା ୧୦୨ ବର୍ଷର ରେକର୍ଡ ଭାଙ୍ଗିଥିବା କୁହାଯାଉଛି। ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ ଚଳିତ ସେପ୍ଚମ୍ୱରରେ ୨୪୭.୧ ମିଲିମିଟର ବର୍ଷା ହୋଇଛି। ଯାହାକି ୪୮ ପ୍ରତିଶତରୁ ଟିକିଏ ଅଧିକ ଏବଂ ୧୯୦୧ ମସିହା ପରେ ସବୁଠୁ ଅଧିକ ବର୍ଷା। ଲଗାଣ ବର୍ଷାରେ ରାଜଧାନୀ ପାଟନାରେ ଭୟଙ୍କର ବନ୍ୟା ପରିସ୍ଥିତି ଉପୁଜିଛି। ରାସ୍ତା ମଝିରେ ପାଣି ଭିତରେ କୁମ୍ଭୀର ବୁଲୁଥିବାର ଦେଖିବାକୁ ମିଳିଛି। ଯାହାକୁ ନେଇ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। କୁମ୍ଭୀରକୁ ଦେଖିବା ପରେ ପ୍ରାଣବିକଳରେ ଏବେ ଲୋକମାନେ କେଉଁଆଡ଼େ ଯିବେ ଚିନ୍ତା ପ୍ରକଟ କରିଛନ୍ତି।

https://twitter.com/subhomoyb/status/1178574757316431872

ବିହାରରେ ଏବେ ବି ବର୍ଷା ହେଉଥିବା ସୂଚନା ରହିଛି। ପାଣିପାଗ ବିଭାଗର ରିପୋର୍ଟ ଅନୁଯାୟୀ ଆସନ୍ତାକାଲି ପାଖରୁ ପାଗରେ ପରିବର୍ତ୍ତନ ଆସିବ। ରାଜ୍ୟର ୧୪ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଦରଭଙ୍ଗା ଏବଂ ପାଟନା ପ୍ରଶାସନ ଜିଲ୍ଲାରେ ସମସ୍ତ ଶିଷାନୁଷ୍ଠାନ ବନ୍ଦ ରହିଛି।

ପ୍ରବଳ ବର୍ଷା କାରଣରୁ ଅନେକ ଘର ଭିତରେ ପାଣି ପଶିଯାଇଛି। ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଏନଡିଆରଏଫ ଏବଂ ସେନା ନିୟୋଜିତ ହୋଇଛନ୍ତି। ରାସ୍ତା ଉପରେ ପାଣି ଜମି ରହିଥିବାରୁ ସୁମୁଦ୍ର ଭଳି ପାଣି ଢେଉ ମାରିଛି। ବୋଟ୍ ମାଧ୍ୟମରେ ଲୋକଙ୍କୁ ଘର ଭିତରୁ ଉଦ୍ଧାର କରାଯାଇ ଖୁଖିଲା ସ୍ଥାନକୁ ସ୍ଥାନାନ୍ତର କରାଯାଉଛି।

ସେହିପରି ବନ୍ୟାରୁ ବର୍ତ୍ତିନି ସରକାରୀ ଅଫିସ୍, ହସ୍ପିଟାଲ, ନେତାଙ୍କ ଘର ଆଦି। ଅନେକ ସରକାରୀ ଅଫିସ ଭିତରେ ଛାତି ଉଚ୍ଚରେ ପାଣି ଛିଡା ହୋଇଥିବା ବେଳେ ହସ୍ପିଟାଲ ଭିତରେ ରୋଗୀଙ୍କ ବେଡକୁ ଲାଗି ପାଣି ଜମି ରହିଥିବାର ଦେଖିବାକୁ ମିଳିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story