ବିହାରରେ ଜଙ୍ଗଲରାଜ ନୁହେଁ ମହା ଜଙ୍ଗଲରାଜ ବ୍ୟାପିଛି

ପାଟନା: ହିନ୍ଦୀ ଦୈନିକ ସମ୍ବାଦପତ୍ର ହିନ୍ଦୁସ୍ଥାନର ବରିଷ୍ଠ  ସାମ୍ବାଦିକ ତଥା  ସିୱାନ ବ୍ୟୁରୋ ମୁଖ୍ୟ ରାଜଦେଓ ରଞ୍ଜନଙ୍କୁ ଗୁଳି କରି ହତ୍ୟା ଘଟଣା ନେଇ ଆଜି ବିଜେପି ନୀତିଶ କୁମାରଙ୍କୁ ଟାଗେର୍ଟ କରିଛି। ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର  କହିଛନ୍ତି, “ଏହି ଘଟଣା ପାଇଁ  ମୁଁ ଦୁଃଖ ପ୍ରକାଶ କରୁଛି। ବିହାରରେ ଜଙ୍ଗଲରାଜ ବ୍ୟାପିନି ବରଂ ମହା ଜଙ୍ଗଲରାଜ ବ୍ୟାପିଛି।”  ବିଜେପି ନେତା ଶାହାନୱାଜ ହୁସେନ୍ ସୋସିଆଲ ମିଡିଆରେ ଟ୍ୱିଟ୍ କରି କହିଛନ୍ତି, “ରାଜଦେବ ଜଣେ […]

rajdao

rajdao

Rakesh Mallick
  • Published: Saturday, 14 May 2016
  • Updated: 14 May 2016, 10:07 AM IST

Sports

Latest News

ପାଟନା: ହିନ୍ଦୀ ଦୈନିକ ସମ୍ବାଦପତ୍ର ହିନ୍ଦୁସ୍ଥାନର ବରିଷ୍ଠ  ସାମ୍ବାଦିକ ତଥା  ସିୱାନ ବ୍ୟୁରୋ ମୁଖ୍ୟ ରାଜଦେଓ ରଞ୍ଜନଙ୍କୁ ଗୁଳି କରି ହତ୍ୟା ଘଟଣା ନେଇ ଆଜି ବିଜେପି ନୀତିଶ କୁମାରଙ୍କୁ ଟାଗେର୍ଟ କରିଛି। ବରିଷ୍ଠ ବିଜେପି ନେତା ସମ୍ବିତ ପାତ୍ର  କହିଛନ୍ତି, “ଏହି ଘଟଣା ପାଇଁ  ମୁଁ ଦୁଃଖ ପ୍ରକାଶ କରୁଛି। ବିହାରରେ ଜଙ୍ଗଲରାଜ ବ୍ୟାପିନି ବରଂ ମହା ଜଙ୍ଗଲରାଜ ବ୍ୟାପିଛି।”

 ବିଜେପି ନେତା ଶାହାନୱାଜ ହୁସେନ୍ ସୋସିଆଲ ମିଡିଆରେ ଟ୍ୱିଟ୍ କରି କହିଛନ୍ତି, “ରାଜଦେବ ଜଣେ ନିର୍ଭୀକ ସମ୍ବାଦିକ ଥିଲେ। ସେ କାହାକୁ ଭୟ ନ କରି ନିଜ କାମ କରନ୍ତି। ତାଙ୍କୁ ହତ୍ୟା କରାଯାଇଥିବା  ଶୁଣି  ଦୁଃଖ  ଲାଗୁଛି। ଏହା ଜଙ୍ଗଲରାଜ  ନୁହେଁ ମହାଜଙ୍ଗଲରାଜ ଅଟେ।”

ରାଜଦେଓ ରଞ୍ଜନଙ୍କୁ ଗୁଳି କରି ହତ୍ୟା ଘଟଣାରେ ଆଜି ପୋଲିସ୍ ଦୁଇ ଜଣଙ୍କୁ ଗିରଫ କରି ପଚରାଉଚରା କରୁଛି।

ଗୁରୁବାର ସନ୍ଧ୍ୟାରେ ରାଜଦେଓ ରଞ୍ଜନଙ୍କୁ  ସିୱାନ ରେଳ ଷ୍ଟେସନ ନିକଟରେ  ଗୁଳିକରି ହତ୍ୟା କରାଯାଇଥିଲା । ତାଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ରାଜଦେଓଙ୍କୁ ହତ୍ୟା କରିବାକୁ ଅପରାଧୀମାନେ ୫ଟି ସ୍କୁଟରରେ ସିୱାନ ରାସ୍ତାରେ ଅପେକ୍ଷା କରିଥିଲେ। ରାଜଦେଓ ତାଙ୍କ କାମ ସାରି ସେହି ରାସ୍ତାରେ ଘରକୁ ଫେରିବା ବେଳେ ଅପରାଧୀମାନେ ତାଙ୍କୁ ଦୁଇ ଥର  ଗୁଳି କରି ପଳାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story