ବିଜୟ ମାଲ୍ୟାଙ୍କୁ ହସ୍ତାନ୍ତର ପାଇଁ ବ୍ରିଟିଶ ହାଇ କମିଶନଙ୍କୁ ଚିଠି ଲେଖିଲା ଭାରତ

ନୂଆଦିଲ୍ଲୀ: ଭାରତର ବିଭିନ୍ନ ବ୍ୟାଙ୍କର ପ୍ରାୟ ୯୦୦୦ କୋଟି ଟଙ୍କା ଋଣ ନ ଶୁଝି ବିଦେଶ ପଳାଇଥିବା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କୁ ଭାରତକୁ ଅଣାଯିବ। ବ୍ରିଟେନ ହାଇ କମିଶନଙ୍କୁ ପତ୍ର ଲେଖି ବିଜୟ ମାଲ୍ୟାଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରାଯାଇଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ବିକାଶ ସ୍ୱରୂପ କହିଛନ୍ତି। ସ୍ୱରୂପ କହିଛନ୍ତି, “ବିଜୟ ମାଲ୍ୟା ପର୍ଯ୍ୟଟକ ଭିସାରେ ବ୍ରିଟେନ ଯାଇଥିଲେ। ଭିସା ଆବେଦନ ପରେ ସେ କନଫରେନ୍ସ ଲାଗି ବ୍ରିଟେନ ଯାଇଥିବା କହିଥିଲେ। […]

vijaymallya

vijaymallya

Rakesh Mallick
  • Published: Thursday, 28 April 2016
  • Updated: 28 April 2016, 05:53 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ବିଭିନ୍ନ ବ୍ୟାଙ୍କର ପ୍ରାୟ ୯୦୦୦ କୋଟି ଟଙ୍କା ଋଣ ନ ଶୁଝି ବିଦେଶ ପଳାଇଥିବା କିଙ୍ଗଫିସର ଏୟାରଲାଇନ୍ସର ମାଲିକ ବିଜୟ ମାଲ୍ୟାଙ୍କୁ ଭାରତକୁ ଅଣାଯିବ। ବ୍ରିଟେନ ହାଇ କମିଶନଙ୍କୁ ପତ୍ର ଲେଖି ବିଜୟ ମାଲ୍ୟାଙ୍କୁ ହସ୍ତାନ୍ତର କରିବାକୁ ଅନୁରୋଧ କରାଯାଇଥିବା ଭାରତୀୟ ବୈଦେଶିକ ମନ୍ତ୍ରାଳୟ ପ୍ରବକ୍ତା ବିକାଶ ସ୍ୱରୂପ କହିଛନ୍ତି।

ସ୍ୱରୂପ କହିଛନ୍ତି, “ବିଜୟ ମାଲ୍ୟା ପର୍ଯ୍ୟଟକ ଭିସାରେ ବ୍ରିଟେନ ଯାଇଥିଲେ। ଭିସା ଆବେଦନ ପରେ ସେ କନଫରେନ୍ସ ଲାଗି ବ୍ରିଟେନ ଯାଇଥିବା କହିଥିଲେ। ଏହାର ଅନୁମତି ପର୍ଯ୍ୟଟକ ଭିସାରେ ଦିଆଯିବାର ନିୟମ ନାହିଁ।”

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିବା ଅନୁସାରେ ବିଦେଶ ମନ୍ତ୍ରାଳୟ ଏପ୍ରିଲ ୧୫ ତାରିଖରେ ବିଦେଶ ମନ୍ତ୍ରାଳୟ ମାଲ୍ୟାଙ୍କ ପାସପୋର୍ଟ ରଦ୍ଦ କରି ଦେଇଥିଲେ। ମନ୍ତ୍ରାଳୟ ମାଲ୍ୟାଙ୍କୁ ନୋଟିସ ଜାରି କରି ପାସପୋର୍ଟ ଆକ୍ଟର ସେକ୍ସନ ୧୦(୩)(ସି) ଆଧାରରେ ତାଙ୍କ ପାସପୋର୍ଟ କାହିଁକି ରଦ୍ଦ କରାଯିବ ନାହିଁ ବୋଲି ପଚାରି ଥିଲେ। ୨୨ ଏପ୍ରିଲ ମଧ୍ୟରେ ନୋଟିସ୍‌ର ଉତ୍ତର ଦେବାକୁ ମାଲ୍ୟାଙ୍କୁ କୁହାଯାଇଥିଲା। ମାଲ୍ୟାଙ୍କ ଉତ୍ତରକୁ ଆଧାର କରି ତାଙ୍କ ପାସପୋର୍ଟ ରଦ୍ଦ କରାଯାଇଥିବା ମନ୍ତ୍ରାଳୟ ପକ୍ଷରୁ କୁହାଯାଇଥିଲା। କିଛିଦିନ ପୂର୍ବରୁ ପିଏମ୍‌ଏଲ୍‌ଏ ଆକ୍ଟ ୨୦୦୨ ଅନୁସାରେ ତାଙ୍କ ବିରୋଧରେ ଗିରଫଦାରୀ ୱାରେଣ୍ଟ ଜାରି କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story